ଦେଶ- ବିଦେଶ

ସ୍ଵାମୀ ମଲା ମଲା ବିଧବା ହେଇ ପ୍ରହସନ କରିପାରିବିନି ସିଧା ମୋ ପ୍ରେମିକ ପାଖକୁ ଯିବି ସଧବା ହେଇ ରହିବି – ବେଲଜ୍ୟା ସ୍ତ୍ରୀ

ଆପଣମାନେ ଜାଣିଥିବେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ପ୍ରେମିକ ସହିତ ମିଶି ମାରି ଦେଇଛନ୍ତି।ବର୍ତ୍ତମାନ ଏହି ଘଟଣା ଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ବର୍ତ୍ତମାନ ଗଣମାଧ୍ୟମ ପ୍ରତିନିଧି ସେହି ମହିଳାଙ୍କୁ ଅନେକ ପ୍ରଶ୍ନ ପଚାରୁଛନ୍ତି।ମହିଳାଙ୍କୁ ପଚାରୁଛନ୍ତି ଯେ ତୁମକୁ ଯିଏ ଭଲ ପାଉଛନ୍ତି ବୋଲି କହିଛନ୍ତି ତାଙ୍କୁ ଆପଣ ଭଲ ଭାବରେ ଜାଣିଛନ୍ତି?ମହିଳା ଜଣଙ୍କ ହଁ କହିଥିଲେ।ମହିଳା ଜଣଙ୍କ ତାଙ୍କୁ ଭଲ ପାଉଛନ୍ତି ବୋଲି ମଧ୍ୟ କହିଛନ୍ତି।
କିନ୍ତୁ ମହିଳା ଜଣଙ୍କ ତାଙ୍କ ସ୍ବାମୀ କେଉଁଆଡେ ଚାଲି ଯାଇଛନ୍ତି ବୋଲି କହିଥିଲେ।ବର୍ତ୍ତମାନ ତାଙ୍କ ସ୍ବାମୀଙ୍କୁ ମାରିଛନ୍ତି ବୋଲି ଜଣାପଡିଛି।ମହିଳା ଙ୍କୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ପଚାରିଲେ ଯେ ତୁମ ସ୍ବାମୀ କିପରି ମୃ-ତୁବରଣ କରିଲେ? ମହିଳା ଜଣଙ୍କ କହିଛନ୍ତି ସେ ଜାଣି ନାହାନ୍ତି ତାଙ୍କ ସ୍ବାମୀ କିପରି ମରିଲେ।ତାଙ୍କ ସ୍ବାମୀ କେଉଁଆଡେ ଚାଲି ଯାଇଥିଲେ ବୋଲି ମହିଳା ଜଣଙ୍କ ଥାନାରେ ଯାଇ ଅଭିଯୋଗ କରିଥିଲେ ବୋଲି କ୍ୟାମେରା ସାମ୍ନାରେ କହିଛନ୍ତି।
ମହିଳାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ ବର୍ତ୍ତମାନ ବିଧବା ହୋଇ ଶାଶୁଘରେ ରହିବେ ନା ଯାହାକୁ ଭଲ ପାଉଛ ତାହା ସହିତ ଚାଲିଯିବ ଏହାଶୁଣି ମହିଳା ଜଣଙ୍କ କିଛି ସମୟ ଚୁପ୍ ରହିଥିଲେ।ଏହାପରେ ମହିଳା ଜଣଙ୍କ କହିଛନ୍ତି ଯେ ତାଙ୍କୁ ଘରେ ରଖିବେ ନାହିଁ।ଘର ଲୋକ ଯଦି ତାଙ୍କୁ ରଖିବେ ନାହିଁ ତାହେଲେ ସେ ଆଉ କଣ କରିବେ।ପୁଅଝିଅ ତାଙ୍କୁ ବହୁତ ଘୃଣା କରୁଛନ୍ତି।
ସେ ମଧ୍ୟ ଘରେ ରାଖେଇ ଦେବେ ନାହିଁ।ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରଖିଲେ ଆଉ ତାଙ୍କୁ ଭଲ ପାଇଲେ ଏବଂ ତାଙ୍କୁ ଅନାଥ କରିଦେଲେ ବୋଲି ଛୁଆମାନେ ଘୃଣା କରୁଛନ୍ତି।ମହିଳା ଜଣଙ୍କ କହିଛନ୍ତି ଯେ ସେ ବିଧବା ହେବେ ନାହିଁ।ତାଙ୍କ ପ୍ରେମିକ ଙ୍କ ସହିତ ନୂଆ ସମ୍ପର୍କ ଗଢିବେ।ତାଙ୍କର ପିଲାଛୁଆ କିଛି ଦରକାର ନାହିଁ।ମହିଳାଙ୍କୁ କେବଳ ତାଙ୍କ ପ୍ରେମିକ ଙ୍କ ହିଁ ଦରକାର ବୋଲି କହିଛନ୍ତି।ବର୍ତ୍ତମାନ ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button