ଦେଶ- ବିଦେଶ
ଭାଇ ନଥିଲା ବେଳେ ଭାଉଜ କୁ ସାବୁନ ମାଗିବା ବାହାନା ରେ ଦିଅର ଲୁଟିଲା ଇଜ୍ଜତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ କିଭଳି ଘଟଣା ମାନ ଘଟିବାର ଲାଗିଛି। ମଣିଷ ପ୍ରେମ ସମ୍ମୁଖରେ ସବୁ ସମ୍ପର୍କ ମଧ୍ଯ ଭୁଲି ଯାଉଛି। ଦିନକୁ ଦିନ ଏହି ପ୍ରେମ ମଧ୍ୟ ଆମ ସମାଜରେ ହ-ତ୍ୟା ଓ

ଆ-ତ୍ମ-ହ-ତ୍ୟା ର ମୂଖ୍ୟ କାରଣ ପାଲଟି ଗଲାଣି। ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ।ନରେଶ ଏବଂ ସୁମନ ଏକ ବର୍ଷ ହେବ ବିବାହ କରିଥିଲେ।ସୁମନ ମଧ୍ଯ ଗ-ର୍ଭ-ବ-ତୀ ଥିଲେ।ଦୁହେଁ ବିହାରର ବାସିନ୍ଦା ଥିଲେ କିନ୍ତୁ ନରେଶଙ୍କ ଚାକିରି ଯୋଗୁଁ ଧାନବାଡରେ ରହୁଥିଲେ। ସୁମନ ଙ୍କ ସମ୍ପର୍କୀୟ ଭଉଣୀ ଖୁସବୁ ତାଙ୍କର ଯତ୍ନ ନେବା ପାଇଁ ତାଙ୍କ ଘରେ ଆସି ରହୁଥିଲେ। ଆଉ ସେ ସୁମନ ର ଯତ୍ନ ମଧ୍ଯ ନେଉଥିଲେ। ଏଥି ସହ ଖୁସବୁ ନରେଶ ଙ୍କ ଯତ୍ନ ମଧ୍ଯ ନେଉଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ଆଉ ଧୀରେ ଧୀରେ ଏହା ମଧ୍ୟ ପ୍ରେମ ସମ୍ପର୍କରେ ପରିଣତ ହୋଇ ଯାଇଥିଲା।
ଦୁହେଁ ଲୁଚି ଛପି ଶାରୀରିକ ସମ୍ପର୍କ ମଧ୍ଯ ରଖୁଥିଲେ। ଆଉ ଯେତେବେଳେ ଏସବୁ କଥା ସୁମନ ଙ୍କୁ ଜଣା ପଡ଼ିଲା ସେତେବେଳେ ସେ ଘୋର ବିରୋଧ କରିଥିଲେ। ଏହାପରେ ଖୁସବୁ ଆଉ ନରେଶ ଙ୍କ ବ୍ରେକ ଅପ୍ ହେଇ ଯାଇଥିଲା।

ଆଉ ଉଭୟ ଅଲଗା ହୋଇ ଗଲେ। ମାତ୍ର ନରେଶ , ଖୁସବୁ ତାଙ୍କୁ ନମିଳିଲେ ଜୀବନ ହାରୀ ଦେବେ ବୋଲି ଧମକ ଦେଲେ ଯାହା ଫଳରେ ପୁଣି ଥରେ ଖୁସବୁ , ନରେଶ ଙ୍କ ନିକଟକୁ ଫେରି ଚାଲି ଆସିଥିଲେ।
ଆଉ ଏହା ପରେ ଦୁହେଁ ମିଶି ଯୋଜନା କରିଥିଲେ ଆଉ ସୁମନ ଙ୍କୁ ଜୀବନରୁ ମାରି ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ପ୍ରଥମେ ନରେଶ ଙ୍କୁ ଧରିଥିଲା। ଆଉ ଏହା ପରେ ଜଣା ପଡ଼ିଥିଲା କି ଏଥିରେ ଖୁସବୁ ମଧ୍ୟ ସାମିଲ୍ ଥିଲେ।

ଏବେ ଏହି ଦୁଇ ଅପରାଧୀ ଙ୍କ ଏଭଳି ନିର୍ମମ ଅପରାଧ ର ଦଣ୍ଡ ବିଧାନ କରିବା ପାଇଁ ଦୁହିଁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏବଂ ଦୁହିଁକୁ ଦଣ୍ଡ ମଧ୍ୟ ଦିଆଯିବ ବୋଲି ସୁଚନା ମିଳିଛି।