ଦେଶ- ବିଦେଶ

ଜଙ୍ଗଲ ଭିତରକୁ ଗଲେ ରାସଲୀଳା ପାଇଁ ଦେଖନ୍ତୁ Exclusive Visual

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ସୋସିଆଲ ମିଡିଆରେ ଆପଣମାନେ ଅନେକ ଘଟଣା ଘଟୁଥିବାର ବି ଜାଣିପାରିବେ । ଆପଣମାନେ ଏଭଳି ଅନେକ ଘଟଣା ଦେଖିଥିବେ ଯାହା ହେଉଛି ଜଣେ ବିବାହିତା ହୋଇ ମଧ୍ୟ ଏଭଳି ସବୁ କାମ କରୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
ବିବାହ ପରେ ସ୍ବାମୀ ସବୁକିଛି ହୋଇଥାଏ । ଆଉ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ୱାମୀଙ୍କୁ ଧୋକା ଦେଇ ଏଭଳି କିଛି କାମ କରିଥାନ୍ତି ଯାହା ଖରାପ ଅଟେ । ଏଭଳି ଅନେକ ଖବର ଏବେ ଦେଖିବାକୁ ମିଳୁଛି । ଆଜିକା ସମାଜରେ ଲୋକମାନେ ଭୁଲି ଯାଉଛନ୍ତି କି ସେମାନେ ବିବାହିତ ବା ବିବାହିତା ହୋଇ ସାରିଲା ପରେ ତାଙ୍କ ସ୍ତ୍ରୀ ବା ସ୍ୱାମୀ ହେଉଛନ୍ତି ସବୁକିଛି ।
ତାଙ୍କ ଜାଗା ଏହି ଦୁନିଆରେ କାହାକୁ ଦେବା ଉଚିତ୍ ନୁହେଁ । କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ସ୍ବାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝିପାରନ୍ତି ନାହିଁ । ଆଉ ଏଭଳି ସବୁ କାମ କରନ୍ତି ଯାହା ଏହି ସମାଜକୁ କଳୁଷିତ କରୁଛି । ଆଜିକା ସମାଜରେ ଏଭଳି ଖବର ଅନେକ ଘଟୁଛି । ଏଭଳି ଏକ ଖବର ଏବେ ସାମ୍ନାକୁ ଆସିଛି ।
ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏମିତି କିଛି ଘଟଣା ବହୁତ ପରିମାଣରେ ଘଟି ଚାଲୁଛି । ଏହି ଘଟଣାଟି ହେଉଛି ଜଣେ ବିବାହିତା ମହିଳା ନିଜ ସ୍ବାମୀଙ୍କୁ ଛାଡ଼ି ଦେଇ ବା ନିଜ ସ୍ବାମୀ କଥା ଚିନ୍ତା ନକରି ତାର ପ୍ରେମିକ ସହ କରୁଥିଲା କିଛି ଏଭଳି କିଛି ନିନ୍ଦନୀୟ କାମ ।
ଯାହା ଏହି ସମାଜକୁ କଳୁଷିତ କରୁଛି । ଏହି ବିବାହିତା ମହିଳା ଜଣକ ତାର ପ୍ରେମିକ ସହ ଯାଇ ଜଙ୍ଗଲରେ କରିଛି ଏଭଳି କାମ ଯାହା ସ୍ବାମୀ ସହ କରିବା ଉଚିତ୍ ।
ଏହି ମହିଳା ଜଣକ ବିବାହିତା ହୋଇ ମଧ୍ୟ ପର ପୁରୁଷ ବା ପ୍ରେମିକ ସହ ଜଙ୍ଗଲରେ ଏଭଳି କିଛି ନିନ୍ଦନୀୟ କାମ କରୁଥିବା ସମୟରେ ସେଠାରେ ଥିବା ଲୋକମାନେ ତାଙ୍କୁ ଦେଖି ଦେଇଥିଲେ ।
ଆଉ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ମହିଳା ଜଣଙ୍କୁ ମଧ୍ୟ ସେହି ଭିଡିଓ କରୁଥିବା ଲୋକମାନେ ପଚାରିଛନ୍ତି କି ଏଠାରେ କଣ କରୁଛ । ଏଭଳି ଅନେକ ପ୍ରଶ୍ନ ପଚାରିଛନ୍ତି ଏହି ଯୁବକ ଆଉ ମହିଳା ଜଣଙ୍କୁ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button