ସ୍ୱାସ୍ଥ୍ୟ

ଜୀବନରେ କେବେ ପ୍ୟାଟି ଲିଭର ଭଳି ସମସ୍ୟା ହେବ ନାହିଁ, ହୋଇଥିଲେ ଭଲ ହେଇଯିବ, ଲିଭର ର ସବୁ ସମସ୍ୟା ସବୁଦିନ ପାଇଁ ଗାୟବ ହୋଇଯିବ

ଆମ ଶରୀର ରେ ଥିବା ଲିଭର ଆମ ପାଇଁ ବହୁତ ଦରକାରୀ ଅଙ୍ଗ ଅଟେ । କିଛି ସମୟ ପରେ ଏହା ଯଦି ଖରାପ ହୋଇ ଯାଇଥାଏ ବ୍ୟକ୍ତି ବଞ୍ଚିବା ଅସମ୍ଭବ ହୋଇ ଯାଇ ଥାଏ । ଆଜି କାଲୀ ଶାଧାରଣ ଭାବେ ଫ୍ୟାଟି ଲିଭର ର ସମସ୍ଯା ଦେଖିବା  ପାଇଁ ମିଳୁଛି । ଦେଖନ୍ତୁ ଏହା କଣ ଅଟେ ଆଗ ଜାଣିବା ଦରକାର ଯଦି ଆମେ ଏହାକୁ ସମୟ ଥାଉ ଥାଉ ଉପଚାର କରିବା ତେବେ ଏହା ଆମକୁ ଭଲ ପରିଣାମ ଦେବ ।

ଆମେ ଆଜି କହିବା ପାଇଁ ଯାଉଛୁ କି ଫ୍ୟାଟି ଲିଭର ଏକ ଏହି ଭଳି ରୋଗ ଯେଉଁ ତିରେ ଲିଭର ରେ ଆମର ଅଧିକା ରୁ ଅଧିକା ଫ୍ୟାଟ ଜମା ହୋଇ ଯାଇଥାଏ । ଏହାର ମାନେ ହେଉଛି ଏହାର ଆଖ ପାଖରେ ଅଧିକା ଚର୍ବି ଜମା ହୋଇ ଯାଇଥାଏ । ଏହା ସାଧାରଣ ଭାବେ ଅସ୍ଵାସ୍ଥ୍ୟକର ଖାଦ୍ଯ ଖାଇବା ଦ୍ଵାରା ଓ ମଦର ସେବନ ଅଧିକ କରିବା ଦ୍ଵାରା ହୋଇଥାଏ ।

ଅଧିକା ମଦ ଖାଉଥିବା ଲୋକଙ୍କୁ ଏହା ଧିକା ହୋଇ ଥାଏ । ଯେଉଁ ମାନେ ବାହାର ଜିନିଷ ଅଧିକା ଖାଉଛନ୍ତି କିମ୍ବା ଯେଉଁ ମାନେ ଅଧିକା ସମୟ ଯାଏ ତେଲ ଛଣା ଜିନିଷ ଖାଇ ଆସୁଛନ୍ତି ସେମାନେ ଏହି ଫ୍ୟାଟି ଲିଭର ସମସ୍ୟାରେ ପଡି ପାରନ୍ତି । ତେବେ ଏହା ଦ୍ଵାରା ଡାଇବେଟିସ ଓ ଉଚ୍ଚ ରକ୍ତଚାପ ମଧ୍ୟ ହୋଇଥାଏ ।

ଏହାକୁ କମାଇବା ପାଇଁ ଆମେ ଡାକ୍ତର ଙ୍କ ପରାମର୍ଶ ନେଇ ଥାଉ ମାତ୍ର ଏହା କାମ ଦେବ ଏହାର କିଛି ମାନେ ନଥାଏ । ଆପଣ ଏହାକୁ ଘରୋଇ ଉପଚାର ଦ୍ଵାରା ମଧ୍ୟ ଠିକ କରି ପାରିବେ । ଆଗ ଆପଣ ଏକ ଜିନିଷ ଦେଖି ନିଅନ୍ତୁ କି କଣ ଆପଣଙ୍କ ଓଜନ ବଢିବାରେ ଲାଗୁଛି ।

ଆପଣ କଣ ସବୁ ବ୍ବେଲେ କାମ କରିବା ବେଳେ ଠକି ଯାଉଛନ୍ତି ଯଦି ହଁ ତେବେ ଆପଣଙ୍କ ର ଏହି ସମସ୍ଯା ମାନ ଅଛି । ଏହା ଅଧିକା ଯୁବ ପିଢୀ ଙ୍କ ଦେଖା ଯାଇ ଥାଏ । ଯେଉଁ ମାନେ ଅଳ୍ପ ଅଳ୍ପ ପେନ ରେ ମେଡ଼ିସିନ ନିଅନ୍ତି ସେମାନେ ଏହି ବେମାରି ରେ ପଡିଥାନ୍ତି । ଅପଣ ଏହାକୁ ନିଜ ଘରେ ଥିବା ଅଳଶି ନେବେ ଏହାକୁ ଆପଣ କିଛି ସମୟ ଭାଜି ନିଅନ୍ତୁ 2 ମୀନ ପାଖା ପାଖି ।

ଆପଣ ଏହାକୁ ଏକ ଜାଗାରେ ରଖିକି ଥଣ୍ଡା କରି ନିଅନ୍ତୁ ଏହାକୁ ଆପଣ ଗ୍ରାଇଣ୍ଡ କରି ନେବେ ଓ ଯଦି ଚାହିଁବେ ଏହାକୁ ଅଧିକା ରୁ ଅଧିକା 1 ସପ୍ତାହ ପାଇଁ ରଖୀ ପାରନ୍ତି । ଆପଣ ଏହା ସହ ଜଳବାଇ ଲୁଣ କିଛି ନେଇ ପାରିବେ ଏହା ବଜାର ରେ ଖୁବ ସହଜରେ ମିଳି ଜୀବ ଆପଣଙ୍କୁ ।

ଏକ ଗ୍ଳାସ ପାଣି ନେବେ ଏକ ଚାମଚ କିମ୍ବା ଅଧ ଚାମଚ ନିଅନ୍ତୁ ଏହା ପରେ ଆପଣ ଏହି ଲୁଣ କୁ ପକାଇ ଦିଅନ୍ତୁ । ଏହାକୁ ଆପଣ ଖାଇବା ଭଲ ହୋଇଥାଏ । ଏହାକୁ ପିବା ଦ୍ଵାରା ଆପଣଙ୍କ ଲିଭର କିଡନୀ ଖରାପ ହେବାରୁ ବଞ୍ଚି ଜୀବ । ଏହା ସହ ଆପଣଙ୍କ ଚରମ ରୋଗ ମଧ୍ୟ ଭଲ ହୋଇଯିବ । ଗ୍ଯାସ ସମସ୍ଯା ମଧ୍ୟ ଏହା ଦୂର କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button