ସ୍ୱାସ୍ଥ୍ୟ

ମାତ୍ର ଗୋଟିଏ ମାସରେ 10kg ଓଜନ କମିଯିବ, ଏହି ଘରୋଇ ଉପାୟ ଦ୍ଵାରା ଆପଣଙ୍କ ଓଜନ କମିବ, ଘରେ କରନ୍ତୁ ଏହି ଉପାୟ…

ନମସ୍କାର ବନ୍ଧୁଗଣ ତେବେ ଅସ୍ଵାସ୍ଥ୍ୟକର ଜୀବନଶୈଳୀ କାରଣରୁ ମୋଟାପଣ ବା ମେଦ ବହୁଳତା ସାରା ବିଶ୍ବରେ ଏକ ସମସ୍ୟାରେ ପରିଣତ ହୋଇଗଲାଣି । ଆମ ଦେଶ ଭାରତରେ ମଧ୍ୟ ଅଧିକାଂଶ ଲୋକଙ୍କ ଥରେ ମୋଟାପଣ ଦେଖିବାକୁ ମିଳୁଛି । ସମୟ ଥାଉ ଥାଉ ଏଥିପ୍ରତି ଧ୍ୟାନ ନଦେଲେ ଏହା ଅନେକ ଭୟଙ୍କର ରୋଗର କାରଣ ହେଉଛି । ତେବେ ମୋଟାପଣ ଜନିତ ସମସ୍ଯା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାର ଘରୋଇ ଉପାୟ ନେଇ ଆସିଛୁ, ଯାହାଦ୍ଵାରା ଆପଣଙ୍କର ଗୋଟିଏ ମାସରେ ୧୦କିଲୋ ପର୍ଯ୍ୟନ୍ତ ଓଜନ କମିଯିବ ।

ତେବେ ଯେତେବେଳେ ଜଣେ ବ୍ୟକ୍ତିଙ୍କର ଶାରୀରିକ ଓଜନ ସମସ୍ଯା ଠାରୁ ଅଧିକ ହୋଇଯାଏ ସେତେବେଳେ ତାକୁ ମେଦ ବହୁଳତା କୁହାଯାଏ । ଆମେ ଖାଦ୍ଯରେ ଯେତିକି କ୍ୟାଲୋରି ଗ୍ରହଣ କରୁ ଆମ ଶରୀର ଯଦି ପ୍ରତିଦିନ ସେତିକି କ୍ୟାଲୋରି ଖର୍ଚ୍ଚ କରିବାକୁ ସକ୍ଷମ ହୁଏନାହିଁ, ସେତେବେଳେ ତାହ ଚର୍ବି ଆକାରରେ ଆମ ଶରୀରର ବିଭିନ୍ନ ଅଂଶରେ ଜମା ହୋଇଯାଏ । ସେହି ଅତିରିକ୍ତ ଚର୍ବି ହିଁ ମେଦ ବହୁଳତାର କାରଣ ହୋଇଥାଏ ।

ତେବେ ଆପଣଙ୍କ ଶରୀରର ଅତିରିକ୍ତ ଚର୍ବିକୁ ତରଳାଇବା ପାଇଁ କେମିତି ଉପଚାର ପ୍ରସ୍ତୁତ କରିବେ ଚାଲନ୍ତୁ ଦେଖିବା । ଏଥିପାଇଁ ଆବଶ୍ୟକ ହେବ ୫୦ ଗ୍ରାମ, ପାନମଧୁରୀ, ୫୦ ଗ୍ରାମ ଜୁଆଣୀ, ୫୦ ଗ୍ରାମ ଫ୍ଲାକ୍ସ ସିଡ୍ସ ଓ ୫୦ ଗ୍ରାମ ଜୀରା । ଏହିସବୁ ସାମଗ୍ରୀ ଆପଣଙ୍କୁ ଯେକୌଣସି ଗ୍ରୋସରି ଷ୍ଟୋରରୁ ଅତି ସହଜରେ ମିଳିଯିବ ।

ତେବେ ଏହିସବୁ ସାମଗ୍ରୀକୁ ଏକାଠି କରି ଅଳ୍ପ ଭାଜି ଦିଅନ୍ତୁ ଯେପରି ଗୁଣ୍ଡ ପ୍ରସ୍ତୁତ କରିବାକୁ ସହଜ ହେବ । ଆପଣ ଚାହିଁଲେ ଏସବୁକୁ ଅଲଗା ଅଲଗା ଭାଜି ପାରିବେ । ଭାବିବା ପରେ ଏହାକୁ ଉଷୁମ ଉଷୁମ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ଏହାପରେ ଏଥିରେ ମିଶାନ୍ତୁ ଅଳ୍ପ ବିଟୋ ଲୁଣ । ଏବେ ଆପଣଙ୍କ ଓଜନ କମ୍ କରିବା ପାଇଁ ଚୂର୍ଣ୍ଣ ପ୍ରସ୍ତୁତ ହୋଇଗଲା ।

ଏହାକୁ ଆପଣ ଡବାରେ ଷ୍ଟୋର କରି ତିନି ମାସ ପର୍ଯ୍ୟନ୍ତ ରଖିପାରିବେ । ଆପଣ ଦିନକୁ ଦୁଇ ଥର ଏକ ଗ୍ଳାସ ଉଷୁମ ପାଣି ସହ ଏକ ଚାମୁଚ ପ୍ରସ୍ତୁତ ଗୁଣ୍ଡ ମିଶାଇ ସେବନ କରନ୍ତୁ । ଥରେ ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ ଓ ରାତିରେ ଶୋଇବା ପୂର୍ବରୁ ଆଉ ଥରେ ସେବନ କରନ୍ତୁ ।

ତେବେ କେବଳ ଏକ ମାସ ପର୍ଯ୍ୟନ୍ତ ଏହା ସେବନ କରନ୍ତୁ ଦେଖିବେ ୧୦ କେଜି ପର୍ଯ୍ୟନ୍ତ ଓଜନ କମ୍ ହୋଇଯିବ । ଏହାର ବ୍ୟବହାର କରିବା ସହ ଆପଣଙ୍କୁ ନିଜ ଜୀବନଶୈଳୀ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ସକାଳୁ ଶୀଘ୍ର ଉଠି ଚାଲନ୍ତୁ ବା ବ୍ୟାୟାମ କରନ୍ତୁ । ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ ଓ ରାତ୍ରିଭୋଜନ ହାଲୁକା ଖାଆନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button