କେମିତି କମିବ ପେଟ ( Obesity ), କେମିତି ପତଳା ହେବ ଶରୀର, ପଢନ୍ତୁ Dr. Mousumi Mishra ଙ୍କ କିଛି ଖାସ Tips
ଆମ ପେଟ ବଢିବା କୁ ଆମେ ହାଇଟ କୁ ଓଜନ କୁ ଭାଗ କରା ଯାଇ ଏହାକୁ ବାହାର କରାଯାଏ । ଯଦି ଆପଣଙ୍କ ଅଙ୍କର ପରିଣାମ 15 ବାହାରୁଛି ତେବେ ଏହାର ଓଜନ କମ ଅଛି । ଯଦି ଏହା 5 ବାହାରୁଛି ତେବେ ଏହା ଅଧିକା ଓଜନ ର କାରଣ ଯଦି 30 ଉପରେ ରହୁଛି ତେବେ ଏହା ଓବେଶୀଟି ର ଲକ୍ଷଣ ଅଟେ । ଆମେ ଜଣଙ୍କୁ ଦେଖିକି କହିଦେଇ ପାରିବାକି ସେ ଓବେଶୀଟି ର ଶିକାର ଅଛି ସେହି ଲୋକମାନେ ନିଜର ଅଣ୍ଟା ଓ ପେଟ ର ଜାଗାରେ ଅଧିକା ଚର୍ବି ଅଧିକା ହୋଇ ଯାଇଥାଏ ।
ଏହା ସାଧାରଣ କଥା ଏହା ଆମ ର ସବୁ କ୍ଷେତ୍ରରେ ଦେଖା ଦେଇଥାଏ । ଆମେ ମାନେ ପିଲା ବେଳେ ଖୁବ ପତଳା ଥିଲୁ ମାତ୍ର ଆମେ ଏହାର କାରଣ କଣ ଜାଣିଛୁ ଆମେ ପିଲା ବେଳେ ଅନେକ ସମୟରେ ଖେଳ ଖେଳୁ ଥିଲୁ ଦେଉଁ ଥିଲୁ ମାତ୍ର ଏବେ ଆମ ମାନଙ୍କ ପିଲାମାନେ ଏବେ ସବୁ ବେଳେ ପାଠ ପଢିବା ପାଇଁ ଚିନ୍ତାରେ ରହୁ ଛନ୍ତି ସେମାନେ ସବୁ ବେଳେ ଏକ ରାମ ରେ ରହିବା ଅପସନ୍ଦ କରୁଛନ୍ତି ।
ଏହା କାରଣ କି ତାଙ୍କ ଦ୍ଵାରା ଖାଇଥିବା ଖାଦ୍ଯର କିଛି ଉପଯୋଗ ହୋଇ ପାରୁନି । ଆମେ ପିଲାଙ୍କ ସହ କିଛି ସମୟ ଖେଳିବା ଭଲ ହୋଇଥାଏ । ଦିନ ଭିତରେ ଆମେ ଚେଷ୍ଟା କରିବା କି ପିଲାମାନେ ଯେଉଁ ଭଳି 2 ରୁ 3 ଘଣ୍ଟା ଯାଏ ଖେଳିବା ଦରକାର । ଏହାର କାରଣ ହେଉଛି କି ଆମେ ଯଦି ଦେଖିବା ପାଇଁ ଯିବା ତ ପିଲା ମାନଙ୍କ ଖାଇବାରେ ଚିନୀ କମ କରିବା ଦରକାର ।
ଏହା ସହ ଆମେ ସେମାନଙ୍କୁ ବାହାର ଜିନିଷ କିଣିକି ଦେବା ବନ୍ଦ କରିବା ଭଲ ହେବ । କିଛି ପିଲାମାନେ ପିଲା ବେଳୁ ବହୁତ ମୋଟା ଥାନ୍ତି କିନ୍ତୁ ଆମେ ସେମାନଙ୍କୁ ଝଡାଇବା ନିହାତି ଭାବେ ଦରକାର । ନହେଲେ ସେମାନେ ଆଗକୁ ଯାଇକି ଏକ ଅସୁସ୍ଥ ଶରୀର ପାଇବେ । ସେମାନଙ୍କୁ ଆପଣ କିଛି ଭି ଶାରୀରିକ ବ୍ୟାୟାମ କରିବା ଭଲ ହେବ । କିନ୍ତୁ ଆପଣ ଏକ ଜିନିଷର ଧ୍ୟାନ ଦେବେ କି ଯେଉଁ ଭଳି ଭାବେ ଆପଣ ସବୁ ପ୍ରକାର ଖାଇବା ତାଙ୍କଉ ଖୁଆଇ ପାରିବେ ।
ଆଜି କଳାଇ ଲୋକମାନେ ମଧ୍ୟ ଯେଉଁ ମାନେ କାମ ପାଇଁ ସମୟ ପାଉ ନାହାନ୍ତି ସେମାନେ ମଧ୍ୟ ଛଣା ଛଣି ଜିନିଷ ବହୁତ ଖାଇ ଦେଉଛନ୍ତି ଯାହା ଦ୍ଵାରା ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଯାଉଛି । ଆପଣ ଖାଇବା ସମୟ ଠିକ ଭାବେ ରଖନ୍ତୁ । ଆପଣ 2 ରୁ 3 ଟା ବେଳେ ଆପଣ ଖାଇବା ବନ୍ଦ କରି ଦିଅନ୍ତୁ । ଏହାକୁ କମାଇବା ପାଇଁ ଆମେ ବ୍ୟାୟାମ କରିବା ନିହାତି ଭାବେ ଦରକାର ।
ପ୍ରକୃତରେ ଆମ ପେଟ ଏକ ଖାଲି ଜାଗା ଅଟେ । ଯାହା ଦ୍ଵାରା ଆମ ଚର୍ବି ଗୁଡିକ ଜମା ହୋଇ ଯାଇଥାଏ । ଆପଣ ଯଦି ଖାଇକି ସାଙ୍ଗେ ସାଙ୍ଗେ ଶୋଇବା ପାଇଁ ଚାଲି ଯିବେ ତାହାଲେ ମଧ୍ୟ ଏହା ଖରାପ ଅଟେ । ଯେଉଁ ମାନେ ବାହାର ଜାଗାରେ ରହୁଛନ୍ତି ଆପଣ ନିଜ ଶରୀର ପାଇଁ ଧ୍ୟାନ ରଖନ୍ତୁ କାରଣ ଆପଣ ପଇସା ଯଦି ବଞ୍ଚିବା ପାଇ କମଉଛନ୍ତି । କିନ୍ତୁ ଆପଣ ପଇସା କୁ ଉପଭୋଗ କରି ପାରୁ ନାହାଁନ୍ତି ତେବେ ଏହାର ମୂଲ୍ୟ କଣ । ଆପଣ ପ୍ରାଣାୟମ ମଧ୍ୟ କରି ପାରିବେ ଏହା ସହ ଆପଣ ଯୋଗ ମଧ୍ୟ କରି ପାରିବେ ଏହା ଦ୍ଵାରା ମଧ୍ୟ ଚର୍ବି ମାନ କମିବାରେ ଲାଗିଥାଏ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।