ଏହି ଘରୋଇ ଉପାୟ ଦ୍ଵାରା ଗ୍ୟାସ, ଏସିଡିଟି, କବଜ, କୋଷ୍ଠକାଠିନ୍ୟ ୫ ମିନିଟ ରେ ଭଲ ହେବ
ଆପଣ ଜାଣି ଥିବେ କି ଆମ ପାଇଁ ପ୍ରତେକ ଦିନ କେଉଁ ଭଳି ଥାଏ । ଆମେ ଏହା ଜାଣିବା ବହୁତ ଭଲ ହୋଇଥାଏ କି ଆମ ଶରୀର କେଉଁ ଭଳି କମ ଅକରୁଛି ବର୍ଷ ସାରା ଆମ ଶରୀର ର ଯତ୍ନ ନେବା ଦରକାର ପଡିଥାଏ । କାରଣ ଶରୀର ରେ ଥିବା ପଚନ ତନ୍ତ୍ର ଯଦି ଖରାପ ହେଇ ଯାଏ ତେବେ ସବୁ କିଛି ନଷ୍ଟ ହୋଇ ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବା କି ଆପଣ କେଉଁ ଭଳି ଭାବେ ଜ୍ଞାସ୍ତ୍ରୀକ ଭଳି ସମସ୍ଯା ରୁ ନିଜକୁ ମୁକ୍ତ କରି ପାରିବେ ।
ଆପଣ ଯଦି ଚାହିଁବେ ତ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଔଷଧ ଖାଇବା ଦ୍ଵାରା ଏହା ଆମକୁ କିଛି ସମୟ ପାଇଁ ଭଲ କରି ଥାଏ ମାତ୍ର ଏହା ପରେ ଆମକୁ ପୁଣି କଷ୍ଟ ଦେବା ଆରମ୍ଭ କରି ଦେଇଥାଏ । ଆପଣ ଯଦି ଘରୋଇ ଉପଚାର କରିବେ ନିଜର ଧ୍ୟାନ ରଖିବା ପାଇଁ ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।
ଏହାକୁ ଘରେ ପ୍ରସ୍ତୁତ କରିବା ପାଇଁ ଆପଣ କଣ କଣ ନେବେ ଓ ଏହାକୁ କିଭଳି ଭାବେ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା । ଏହା ପାଇଁ ଆମକୁ ପ୍ରଥମେ ଦରକାର ପୁଦିନା ପତ୍ର । ଆପଣ ଏହାକୁ ଏକ ଥର ରେ 15 ରୁ 20 ଟି ପତ୍ର ନେବେ । ଏହାକୁ ଆମେ ସାଧାରଣ ଭାବେ ଖାଇବା ତରକାରୀ ଚଟାଣି ରେ ମଧ୍ୟ ବ୍ୟବହାର କରୁ ।
କିନ୍ତୁ ଯଦି ଦେଖିବା ପାଇଁ ଯିବା ଏହାକୁ ଅଧିକା ଗରମ ଦିନ ରେ ବ୍ୟବହାର କରାଯାଇ ଥାଏ ଏହା ଆମ ପେଟ କୁ ଥଣ୍ଡା ରଖୀ ଥାଏ । ଏହା ପରେ ଆମକୁ ଏକ ଲେମ୍ବୁ ଦରକାର ଏହା ପାଇଁ ଆମେ ଅଧା ଲେମ୍ବୁ ନେବା । ଏହାକୁ ଭଲ ଭାବେ ଧୋଇକି ଏହାକୁ ବ୍ୟବହାର କରିବେ ।
ଏହାକୁ ଆପଣ ଗୋଲ ଗୋଲ କିମ୍ବା ଚାରି କୋଣିଆ ଭଳି କାଟି ପାରିବେ । ଏହା ପରେ ଆପଣ ଏକ ଇଞ୍ଚ ଅଦା ନେବେ ଏହାକୁ ଆପଣ କାଟି ନେବେ । ଶେଷ ଜିନିଷ ହେଉଛି ପାନମଧୁରୀ । ଏକ ଗ୍ଳାସ ପାଣିରେ ଆପଣ ପାନମଧୁରୀ ଓ ବାକି ସବୁ ଜିନିଷ ପାକାଇକି ଏହାକୁ ରାତି ସାରା ଛାଡି ଦିଅନ୍ତୁ ।
ଏହାକୁ ଆପଣ ଆଉ ଏକ ଗ୍ଳାସ କୁ ଛାଣି ନିଅନ୍ତୁ ଓ ଲେମ୍ବୁ କୁ ଆପଣ ଚିପୁଡି ନେବେ । ଏହାକୁ ଆପଣ ସକାଳୁ ଖାଲି ପେଟରେ ଖାଇବେ ଲେମ୍ବୁ କୁ ଆପଣ ପକାଇ ଦେଇ ପାରନ୍ତି ମାତ୍ର ବାକିଇ ସାମଗ୍ରୀ କୁ ଆପଣ ପକାଇବେ ନି ଏହା ଆପଣ ପୁଣି ଥରେ ବ୍ୟବହାର କରି ପାରିବେ । ଆପଣ ଏହାକୁ ପୁଣି ଥରେ ଭିଯାଇ ଦେଇ ଏହାକୁ ରାତିରେ ପି ପାରିବେ ଆପଣ ଏହାକୁ ଖାଇବାର ଅଧଘଣ୍ଟା ଆଗରୁ ପି ପାରିବେ । ଏହାର ବ୍ୟବହାର ଆପଣ ଦୁଇ ଦିନ କଳା ମଧ୍ୟରେ ଆପଣ ଫରକ ଜାଣି ଯିବେ ତୃତୀୟ ଦିନ । ଏହା ଆମ ଗ୍ଯାସ ସମସ୍ଯା କୁ ମୂଳରୁ ମୁକ୍ତ କରିଦେବ ।