ହାଇ ବ୍ଲୋଡ ପ୍ରେସର ସବୁଦିନ ପାଇଁ କୋଣ୍ଟ୍ରୋଲ ହେବ, କେବଳ କରନ୍ତୁ ଏହି ଘରୋଇ ଉପାୟ
ଵର୍ତମାନ ସମୟରେ ଅସ୍ବାସ୍ଥ୍ୟ କର ପରିବେଶ ରେ ଅନେକ ରୋଗ ଆଦି ଉପତ୍ନ ହେଉଛି । ତେବେ ଏହି ରୋଗ ଆଦି ରୁ ମଣିଷ ବହୁତ ହଇରାଣ ମଧ୍ୟ ହେଉଛି । ସାମାନ୍ୟ ଜର ମଧ୍ୟ ବର୍ତ୍ତମାନ ସମୟରେ ଅନେକ ବିପଦ ଆଣୁଚି । ତେଣୁ ଯେତେ ନିଜେ ସୁସ୍ଥ ରହିବେ ବା ନିଜେ ଯେତେ ନିଜର ଯତ୍ନ ନେଇ ସଚେତନ ହୋଇ ରହିବା ଭଲ ଅଟେ କାରଣ ଔଷଧ ସେବନ କରିବା ଦ୍ୱାରା ଏହା ଆମ ଶରୀର ପାଇଁ ଖରାପ ହୋଇ ଥାଏ ।
ପ୍ରତେକ ରୋଗ ପାଇଁ ଯଦି ଆପଣ ଆୟୁର୍ବେଦିକ ଔଷଧ ର ବ୍ୟବହାର କରିବେ ତେବେ ଏହା କୌଣସି ଖରାପ ପ୍ରଭାବ ପକାଇ ନ ଥାଏ । ଆୟୁର୍ବେଦିକ ଉପଚାର କାହିଁ ପୁରୁଣା ସମୟର ଉପଚାର ଅଟେ । ତେଣୁ ଘରୋଇ ଓ ଆୟୁର୍ବେଦିକ ପଦ୍ଧତିରେ ନିଜର ଚିକିତ୍ସା କରିବା ଭଲ ।
ତେବେ ଉଚ୍ଚ ରକ୍ତଚାପ ହେଉଛି ଏକ ସାଧାରଣ ରୋଗ । ଏହି ରୋଗ ରେ ବିଭିନ୍ନ ପ୍ରକାରର ରୋଗ ବ୍ୟାଧି ଆଦି ହୋଇଥାଏ । ତେବେ ଏହି ଉଚ୍ଚ ରକ୍ତଚାପ କୋଲେଷ୍ଟ୍ରଲ, ଅଧିକ ମୋଟାପଣ, ଅଧିକ ଲୁଣ ର ସେବନ କରିବା ଦ୍ୱାରା, ଅଧିକ ମାନସିକ ଚିନ୍ତା କରିବା ଦ୍ୱାରା ହୋଇ ଥାଏ ।
ତେବେ ଏହି ରୋଗ ପାଇଁ ବ୍ୟକ୍ତି ସାରା ଜୀବନ ଔଷଧ ସେବନ କରିଥାଏ । ତେବେ ଏହି ରୋଗ ହେବା ହେତୁ ହାର୍ଟ ଆର୍ଟାକ , ବ୍ରେନ ଷ୍ଟ୍ରୋକ ଆଦି ଭଳି ରୋଗ ହୋଇଥାଏ । ତେବେ ଏହି ଉଚ୍ଚ ରକ୍ତ ଚାପ କୁ ନିୟନ୍ତ୍ରଣ କରିବା ପାଇଁ ଆମେ ଆଜି ଆପଣଙ୍କୁ ଏକ ଘରୋଇ ଉପଚାର କହିବୁ ।
ଏହାର ସେବନ କରିବା ଦ୍ୱାରା ଆପଣଙ୍କ ର ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ । ତେବେ ଏହି ଉପାୟ କରିବା ପାଇଁ ଆପଣଙ୍କୁ ଦୁଇ ଟି ସାମଗ୍ରୀ ର ଆବଶ୍ୟକତା ପଡିବ । ଏହି ଦୁଇ ଟି ସାମଗ୍ରୀ ହେଉଛି ଫ୍ଲାକ୍ସ ସିଡ, ଆଉ ମହୁ ।
ତେବେ ଏହି ଫ୍ଲାକ୍ସ ସିଡ କୁ ଅନେକ ଲୋକ ଅଲସି ବୋଲି ମଧ୍ୟ ଜାଣିଥାନ୍ତି । ତେବେ ଏହି ଉପାୟ କରିବା ପାଇଁ ଆପଣ ଏକ ପାତ୍ର ରେ ପାଣି ନେବେ । ଏହାକୁ ଗରମ କରି ଫୁଟାଇ ନେବେ। ଏଥିରେ ଅଧ ଚାମଚ ଅଲସି ପକାଇ ଏହାକୁ ଫୁଟାଇ ନେବେ । ଯେ ପର୍ଯ୍ୟନ୍ତ ପାଣି ଅଧା ନ ହୋଇଛି ।
ଏହା ପରେ ଏଥିରେ ଅଳ୍ପ ମହୁ ପକାଇ ଏହା ର ସେବନ ଆପଣ କରିପାରିବେ । ଏହାକୁ ଆପଣ ଉଷୁମ ଥିବା ଅବସ୍ଥାରେ ରେ ହିଁ ସେବନ କରିବା ଉଚିତ । ଦେଖିବେ ବହୁତ ଅଳ୍ପ ଦିନ ରେ ଆପଣଙ୍କ ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ ରେ ରହିବ। ଓ ଆପଣଂକୁ ଔଷଧ ର ସେବନ କରିବାକୁ ପଡିବ ନାହିଁ ।