ଦେଶ- ବିଦେଶ
ମୋଗଲ ମାନେ ଭାରତୀୟ ଯୁବତୀ ଙ୍କୁ ନେଇ କରୁଥିଲେ ଏମିତି ଅଶାଳୀନ କାମ, ଜାଣିଲେ ଆପଣ ଙ୍କ ପାଦ ତଳୁ ମାଟି ଖସିଯିବ

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଇତିହାସ ରେ ଆକବର ଙ୍କ ବିଷୟ ରେ ଶୁଣି ଥିବେ।ମୋଗଲ ସାମ୍ରାଜ୍ୟର ସେ ଥିଲେ ରାଜା।ଯଦିଓ ମୋଗଲ ସାମ୍ରାଜ୍ୟ କୁ ଆରମ୍ଭ କରିଥିଲେ ବାବର୍ କିନ୍ତୁ ଆକବର ଏହାକୁ ଉନ୍ନତି ର ଚରମ ସୀମା ରେ ପହଞ୍ଚାଇ ଥିଲେ।

ସେ ସମୟ ରେ ଆକବର ଜଣେ ଭଲ ଶାସକ ଥିଲେ ।ସେ ପ୍ରଜା ମାନଙ୍କୁ ବହୁତ ଭଲ ପାଉ ଥିଲେ।ତାଙ୍କର ଗୋଟେ ମହଲ ର ନାମ ହେଉଛି ହରମ୍।ଯେଉଁ ଠାରେ କି କେବଳ ମହିଳା ମାନେ ରହୁଥିଲେ।ଯେଉଁ ମହିଳା ମାନେ ଆକବର ଙ୍କୁ ବହୁତ ପସନ୍ଦ ଆସୁ ଥିଲେ।ସେମାନେ ସେଠାରେ ରହୁଥିଲେ।
ସୂଚନା ଅନୁସାରେ ଏଠାରେ ୫୦୦୦ ରୁ ଅଧିକ ମହିଳା ରହୁଥିଲେ।ହରମ ର ଅର୍ଥ ହେଉଛି ପବିତ୍ର ସ୍ଥାନ।ସବୁ ମହିଳା ମାନେ ଅଲଗା ଅଲଗା ଧର୍ମ ର ଥିଲେ।ସେଥିପାଇଁ ଆକବର ସବୁ ଧର୍ମ ଉପରେ ଗୁରୁତ୍ତ୍ଵ ଦେଉ ଥିଲେ।ସେ ସମୟ ରେ ଅନେକ ନିୟମ ରହିଥିଲା।ମହିଳା ମାନେ କେବଳ ପରଦା ଭିତରେ ରହୁଥିଲେ।

ଏଥିପାଇଁ ସେ ବହୁତ ସମସ୍ୟା ର ସମ୍ମୁଖୀନ ହୋଇ ଛନ୍ତି।ସେମାନେ କେବେ ହେଲେ ଆକବର ଙ୍କ ମୁହଁ ଦେଖି ନ ଥିଲେ।ଯେଉଁ ମାନେ ଆକବର ଙ୍କୁ ତାଙ୍କ ରୁପ ଗୁଣ ରେ ଆକର୍ଷିତ କରୁଥିଲେ ସେମାନେ ଆକବର ଙ୍କ ପାଖରେ ରହିବେ।
ଆକବର ତାଙ୍କୁ ତାଙ୍କର ସଜେଇ ହେବାର ସମସ୍ତ ଜିନିଷ ଆଣିକି ଦିଅନ୍ତି।ହାରମ୍ ରେ ସମସ୍ତ ଙ୍କ ପାଇ ଅଲଗା ଅଲଗା କୋଠରୀ ରହିଥିଲା।ଆକବର ଙ୍କ ରାଣୀ ଙ୍କ ପାଇଁ ଅଲଗା କୋଠରୀ ରହିଥିବା ବେଳେ ଦାସୀ ମାନଙ୍କ ପାଇଁ ଅଲଗା କୋଠରୀ ଥିଲା।

କେବଳ ରାଜା ଙ୍କ ବ୍ୟତୀତ ତାହା ମଧ୍ୟ କୁ ଆଉ କେହି ଯାଇ ପାରିବେ ନାହିଁ।ହାରମ ପାଇ ପ୍ରତି ବର୍ଷ ରାଜା ଙ୍କୁ ବହୁତ୍ ଅର୍ଥ ଖର୍ଚ୍ଚ କରିବାକୁ ପଡୁ ଥିଲା।ସେଠାରେ କାମ କରୁଥିବା ଦାସୀ ମାନଙ୍କୁ ତାଙ୍କ ଦରମା ଦିଆ ଯାଉଥିଲା।

ତାଙ୍କୁ ୧୬୦୦ ଟଙ୍କା ଦିଆ ଯାଉଥିଲା।ଯେଉଁ ଥିରେ ସେମାନେ ଖାଇ ପିଇ ଆରାମ ସେ ରହୁଥିଲେ। ସୁନା ଗହଣା କିଣି ତାକୁ ପିନ୍ଧୁ ଥିଲେ।ମହିଳା ମାନଙ୍କ ସୁଖ ସୁବିଧା ପାଇ ଆକବର ବହୁତ ଧ୍ୟାନ ଦେଉ ଥିଲେ।