ଦେଶ- ବିଦେଶ

ମୋଗଲ ମାନେ ନିଜ ଶାସନ କାଳ ରେ ଭାରତୀୟ ଯୁବତୀଙ୍କୁ ଅପହରଣ କରି କରୁଥିଲେ ଏମିତି କାଣ୍ଡ

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଇତିହାସ ବିଷୟରେ ପଢ଼ି ଥିବେ।ସମସ୍ତଙ୍କର ଇଛା ଥାଏ କି ଅତୀତ ର ଘଟଣା ବିଷୟ ରେ ଜାଣିବା ପାଇଁ।ଆଜି ଆମେ ସେହି ଅତୀତ ରେ ଘଟି ଥିବା କିଛି ଘଟଣା ବିଷୟ ରେ କହିବାକୁ ଯାଉଛୁ।ଯେଉଁଥିରେ ମୋଗଲ ସାମ୍ରାଜ୍ୟ ବିଷୟ ରେ ଆପଣ ମାନେ ଜାଣିବାକୁ ପାଇବେ।
Special report
ମୋଗଲ ମାନେ ସେ ସମୟ ରେ ବହୁତ ଶକ୍ତିଶାଳୀ ଥିଲେ।ଆକବର ଙ୍କ ପିତା ହିମାୟୁନ ଙ୍କ ମୃ-ତ୍ୟୁ ପରେ ଆକବର ବହୁତ କମ୍ ବୟସ ରୁ ରାଜଗାଦି ସମ୍ଭାଳି ଥିଲେ।ସେ ଜଣେ ଭଲ ଶାସକ ଥିଲେ।ଲୋକ ମାନେ ତାଙ୍କୁ ଖୁବ୍ ପ୍ରଶଂସା କରୁଥିଲେ।
ଏହା ପରେ ତାଙ୍କ ପରବର୍ତ୍ତୀ ବଂଶ ଧର ଶାସନ କରିଥିଲେ।ସେହି ଶାସକ ମାନେ ହେଲେ ଜାହାଙ୍ଗୀର,ଶାହାଜାହାନ,ଓ ଓରଙ୍ଗଜେବ।ଏମାନଙ୍କ ଭିତରୁ ଓରଙ୍ଗଜେବ ବହୁତ ନିଷ୍ଠୁର ଥିଲେ।ସେ ରାଜ ଗାଦି ରେ ବସିବା ପାଇଁ ନିଜ ଭାଇ ମାନଙ୍କ ସହିତ ନିଜ ପିତା ଶାହାଜାହାନ ଙ୍କୁ ବନ୍ଦୀ କରିଥିଲେ।
Special report
ଲୋକ ମାନଙ୍କ ପ୍ରତି ସେ ବହୁତ ଖରାପ କରୁଥିଲେ।ହିନ୍ଦୁ ମାନଙ୍କ ଉପରେ ବହୁତ୍ ଅତ୍ୟାଚାର କରୁଥିଲେ।ତାଙ୍କର ଏପରି ଶାସନ ପାଇଁ ଲୋକ ମାନେ ତାଙ୍କୁ କେହି ବି ଭଲ ପାଉ ନ ଥିଲେ।
ଶାହାଜାହାନ ନିଜେ ମଧ୍ୟ ଚାହୁଁ ନ ଥିଲେ ତାଙ୍କ ପୁଅ ଓରଙ୍ଗଜେବ ରାଜା ହୁଅନ୍ତୁ ।ସେଥିପାଇଁ ସେ ତାଙ୍କୁ ନ ଜଣାଇ ଅନ୍ୟ ପୁଅ ଙ୍କୁ ଶାସନ ଗାଦି ଦେବାର ବ୍ୟବସ୍ଥା କରିଥିଲେ।
Special report
ଶାହାଜାହାନ ରାଜା ଜୟ ସିଂ ଙ୍କ ସହାୟତା ରେ ଏସବୁ କରିବାର ଯୋଜନା କରିଥିଲେ।ହେଲେ ରାଜା ଜୟ ସିଂ ଓରଙ୍ଗଜେବ ଙ୍କୁ ସବୁ କଥା କହିଥିଲେ।ଏହା ପରେ ଓରଙ୍ଗଜେବ ଯୁଦ୍ଧ ର ଡାକରା ଦେଲେ।ନିଜ ଭାଇ ମାନଙ୍କୁ ହତ୍ୟା କଲେ।
Special report
ନିଜ ପିତା ଙ୍କୁ ଅନେକ ବର୍ଷ ଧରି ବନ୍ଦୀ କରିଥିଲେ।ମୁସଲମାନ ମାନଙ୍କୁ ସେ ବହୁତ ସପୋର୍ଟ କରୁଥିଲେ।ହେଲେ ହିନ୍ଦୁ ମାନଙ୍କ ଉପରେ ବିଭିନ୍ନ କର ବସାଇ ଥିଲେ।ଯାହାର ଫଳ ସ୍ୱରୂପ ଧୀରେ ଧୀରେ ତାଙ୍କ ରାଜ୍ୟ ତଳ କୁ ତଳ କୁ ଖସିଲା।ଶେଷ ରେ ମୋଗଲ ସାମ୍ରାଜ୍ୟ ର ପତନ ଘଟିଲା।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button