ଦେଶ- ବିଦେଶ
ଭାରତ ରେ ଶାସନ କରୁଥିବା ମୋଘଲ୍,ଯୁବତୀ ଙ୍କୁ ଜବରଦସ୍ତି ଉଠେଇ ନେଇ କରୁଥିଲେ ଏଇ ଭଳି ଭାବେ ସମ୍ପର୍କ

ନମସ୍କାର ପାଠକ ବନ୍ଧୁ।ଭାରତ ରେ ଅନେକ ପ୍ରକାର ରାଜା ମହାରାଜା ମାନେ ଶାସନ କରିଛନ୍ତି।ସେମାନଙ୍କ ମଧ୍ୟ ରେ ଆକବର ଅନ୍ୟତମ।ସେ ଜଣେ ଭଲ ଶାସକ ଥିଲେ ପ୍ରଜା ଙ୍କ ମଙ୍ଗଳ ପାଇଁ ଅନେକ କାମ କରୁଥିଲେ।

ସେ ତାଙ୍କ ରାଣୀ ମାନଙ୍କୁ ବହୁତ ଭଲ ପାଉ ଥିଲେ।ସେ ମହିଳା ମାନଙ୍କ ରହିବା ପାଇଁ ଏକ ମହଲ କରିଥିଲେ।ଯାହାକୁ ସେ ହରମ ବୋଲି କହୁଥିଲେ।ସେଠାରେ ରାଣୀ ରାଣୀ ମାନଙ୍କ ମନୋରଞ୍ଜନ ପାଇଁ ଅନେକ ବ୍ୟବସ୍ଥା କରା ଯାଇଥିଲା।ରାଜା ସବୁବେଳେ ନିଜ କାମ ରେ ବ୍ୟସ୍ତ ରହୁଥିଲେ।ସମୟ ମିଳିଲେ ସେ କେତେବେଳେ କେମିତି ହରମ କୁ ଜାଆନ୍ତି।
ସେଠାରେ ରାଣୀ ମାନଙ୍କ ସହିତ ସମୟ ଅତିବାହିତ କରନ୍ତି।ହରମ ରେ ସବୁବେଳେ ପାର୍ଟି ଖିଆ ପିଆ ର ବ୍ୟବସ୍ଥା ହେଇ ଥାଏ।ସମୟ ମିଳିଲେ ରାଣୀ ମାନେ ବଗିଚା କାମ ମଧ୍ୟ କରି ଦିଅନ୍ତି।ହରମ ରେ ଅନେକ ପ୍ରକାର ଖେଳ ମଧ୍ୟ ଖେଳା ଯାଏ।

ମୋଗଲ ରାଜା ଆକବର୍ ଙ୍କର ଏକ ପସନ୍ଦିତା ଖେଳ ହେଉଛି ପାଶବନ୍ଦି।ଏହି ଖେଳ ରେ ଦୁଇ ଟି ଦଳ ରହୁଥିଲା।ମାଟି ର ଘୋଡା କୁ ବ୍ୟବହାର କରି ଏହି ଖେଳ ଖେଳା ଯାଉ ଥିଲା।ଏହା ସମସ୍ତ ଙ୍କର ପ୍ରିୟ ଖେଳ ହେଉ ଥିଲା।ସମସ୍ତେ ଜିତିବା ପାଇଁ ଚେ଼ଷ୍ଟା କରୁଥିଲେ।ଆଜି ମଧ୍ୟ କିଛି ସ୍ଥାନ ରେ ଏହି ଖେଳ ଖେଳା ଯାଉଛି।
ଲୋକ ମାନେ ଏହି ଖେଳ କୁ ବହୁତ ପସନ୍ଦ କରନ୍ତି।ମହିଳା ମାନେ ମଧ୍ୟ ଏହି ଖେଳ କୁ ଏବେ ଖେଳୁ ଛନ୍ତି।ଆକବର ଙ୍କ ରାଣୀ ଥିଲେ ଯୋଦ୍ଧାବାଇ ସେ ମଧ୍ୟ ଏହି ଖେଳ ଖେଳୁ ଥିଲେ।

ଏହା ଛଡା ହରମ ରେ ତାସ୍,ଲୁଡୁ,କୁଷ୍ତି ଆଦି ଖେଳ ସେ ସମୟ ରେ ଖେଳା ଯାଇଥିଲା।ଏବେ ମଧ୍ୟ କିଛି ଗାଁ ରେ ଏହି ଖେଳ ସବୁ ରହିଛି।ଏହା ଛଡା କିଛି ଲୋକ ଙ୍କୁ ଶୀକାର କରିବାର ମଧ୍ୟ ଷୌକ୍ ଥିଲା।ଆକବର୍ ଜଣେ ଭଲ ଶାସକ ଥିଲେ। ଆକବର୍ ପ୍ରଥମ ମୋଗଲ ଶାସକ ଥିଲେ ଯିଏ କି ମହିଳା ମାନଙ୍କ ପାଇଁ ହରମ୍ ର ବ୍ୟବସ୍ତା କରି ଥିଲେ।ଆଗରୁ ଏମିତି କୋଉ ରାଜା ବି ଏପରି କରି ନ ଥିଲେ ସେ ହେଉଛନ୍ତି ପ୍ରଥମ।ସେ ମହିଳା ମାନଙ୍କୁ ଅନେକ ସମ୍ମାନ କରୁଥିଲେ।

ସେଠାରେ ମହିଳା ମାନେ ନୃତ୍ୟ ସଂଗୀତ,କବିତା ଗାଉ ଥିଲେ।ସବୁ ଖେଳ ଏଠାରେ ମହିଳା ମାନେ ଖେଳି ପାରୁ ନ ଥିଲେ ବହୁତ କମ୍ ଖେଳ ଥିଲା ଯାହାକି ମହିଳା ମାନେ ଖେଳୁ ଥିଲେ।