ଦେଶ- ବିଦେଶ

ଛାତ ଉପରେ ପ୍ରେମିକ କୁ ଡାକି ଝିଅ କଲା ଲୀଳା ଦେଖନ୍ତୁ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ।
ବନ୍ଧୁଗଣ ଜଣେ ନାରୀଙ୍କୁ ଆମ ସମାଜରେ ସବୁଠାରୁ ଅଧିକ ସଂମାନ ଦିଆଯାଏ କାରଣ ଗୋଟିଏ ନାରୀ ସମାନ ଅନ୍ୟ କେହି ବି ହୋଇପରି ନଥାନ୍ତି। ଆମ ଶାସ୍ତ୍ର ପୁରାଣରେ ମଧ୍ୟ ନାରୀଙ୍କୁ ଦେବୀ ଭାବରେ ଗ୍ରହଣ କରାଯାଇଛି।
କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହିପରି କେତେକ ନାରୀଙ୍କର ଭିଡ଼ିଓ ଭାଇରାଲ ହେଉଛି ଯାହାଙ୍କୁ ଦେଖିଲେ ଲ-ଜ୍ୟାରେ ମୁଣ୍ଡ ତଳକୁ ହେଇଯିବ।
ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଆଉ ଆପଣମାନେ ଆଜିକା ଯୁଗରେ ପ୍ରେମ କରୁଥିବା ଲୋକଙ୍କ ବିଷୟରେ ଅନେକ ଖବର ଶୁଣୁଥିବେ।
ବର୍ତ୍ତମାନ ସମୟରେ ପ୍ରେମରେ କୌଣସି ପବିତ୍ରତା ନାହିଁ ଯଦି ଅଛି ତ କେବଳ ଛ-ଳ-ନା, ଧୋ-କା, ଏବଂ ପ୍ର-ତା-ର-ଣା। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି।
ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି। ବନ୍ଧୁଗଣ ବର୍ତ୍ତମାନ ଆପଣମାନେ ଦେଖିବାକୁ ପାଉଥିବେ ଯେ ଜଣେ ଯୁବତୀ ତାଙ୍କ ପ୍ରେମିକକୁ ଛାତ ଉପରକୁ ଡାକିଛି।
ସେହିଠାରେ ଯୁବତୀ ଜଣକ ମାଆ ମଧ୍ୟ ଅଛନ୍ତି। କିନ୍ତୁ ଯୁବତୀଙ୍କ ମାଆ ପାଖରେ ଥାଇ ମଧ୍ୟ ଯୁବତୀ ଜଣଙ୍କ ନିଜ ପ୍ରେମିକ ସହିତ ଲୁଚି ଲୁଚି ଖେଳ କରୁଛି। ତେବେ ଏହି ଯୁବତୀଙ୍କ ସାହସକୁ ମାନିବାକୁ ପଡ଼ିବ।
କାରଣ ଛାତ ଉପରେ ମାଆ ଥିବା ଅବସ୍ଥାରେ ମଧ୍ୟ ଯୁବତୀ ଜଣକ ସେହିଠାରେ ମାଆ ଆଖିରେ ଧୂଳି ଦେଇଦଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button