ରାଜ୍ୟ

କାଖ ରେ ଛୁଆ କୁ ଧରି.. ଭିଣେଇ କୁ ଅଭିଶାପ ଦେଲା ଶାଳୀ..

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ସାମାନ୍ୟ ଭୁଲ୍ ପାଇଁ ଆଜି ଗୋଟିଏ ଜୀବନ ଚାଲି ଯାଇଚି।ପ୍ରେମ କରି ବିବାହ କରିବାରୁ ଆଜି ତାଙ୍କୁ ଏଭଳି ଦଣ୍ଡ ଭୋଗ କରିବାକୁ ପଡିଚି।ନିଜ ଶାଳୀ ରେ ସ୍ଵାମୀ କୁ ହ-ତ୍ୟା କଲା ଭିଣୋଇ। ଯାହାକି ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ପେଟ ରେ ଛୁଆ ଧରି ରାସ୍ତା କୁ ଓହ୍ଲାଇଛନ୍ତି ମହିଳା।ନ୍ୟାୟ ପାଇବା ପାଇଁ ଚାରି ଆଡ଼େ ଘୁରି ବୁଲୁଛନ୍ତି ମହିଳା।

Hh

ସୂଚନା ଅନୁସାରେ ପ୍ରିୟଙ୍କା ନାମକ ଜଣେ ମହିଳା ପ୍ରେମ କରି ବିବାହ କରି ଥିଲେ।ଛୋଟ ଜାତି ରେ ବିବାହ କରି ଥିବାରୁ ଆଜି ତାଙ୍କୁ ଏଭଳି ଦଣ୍ଡ ଭୋଗ କରିବାକୁ ପଡିଚି।ତେବେ ଆପଣ ମାନେ କୁହନ୍ତୁ ନିଜ ଝିଅର ମୁଣ୍ଡ ରୁ ସିନ୍ଦୁର ପୋଛି ବାପା ଙ୍କୁ କି ଖୁସି ମିଳି ଥିବ।ବାବୁ ମଲ୍ଲିକ ଙ୍କୁ ବିବାହ କରି ଥିଲେ ପ୍ରିୟଙ୍କା।ତାଙ୍କର ଗୋଟିଏ ଦୁଇ ବର୍ଷ ର ପୁଅ ରହିଛି।ଏହା ଛଡ଼ା ସେ ତିନି ମାସ ର ଗର୍ଭବତୀ ଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏଭଳି କିଛି ଘଟଣା ଘଟି ଯିବ।

Bb

ପିଲା ଟି ଦୁନିଆ ଦେଖିବା ଆଗରୁ ତାର ବାପା ଚାଲି ଗଲ।ପ୍ରିୟଙ୍କା ଙ୍କ ବାପା ନିଜ ବଡ ଜ୍ବାଇଁ ହାତ ରେ ସାନ ଜ୍ବାଇଁ ଙ୍କୁ ହତ୍ୟା କରିଛନ୍ତି ବୋଲି ପ୍ରିୟଙ୍କା ନିଜେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଦୀପକ ସିଂ ନାମକ ଜଣେ ବ୍ୟକ୍ତି ବାବୁ ମଲ୍ଲିକ ଙ୍କୁ ମା-ରି ଦେଇଛନ୍ତି।ବାବୁ ଦୋକାନ ବନ୍ଦ କରି ଆସୁଥିବା ସମୟ ରେ ପଛ ପଟୁ ଗୋଟିଏ ଲୁହା ରଡ୍ ରେ ଆ-କ୍ର-ମ-ଣ କରି ଥିଲେ ପ୍ରିୟଙ୍କା ଙ୍କ ଭିଣୋଇ ଦୀପକ ସିଂହ।ଘଟଣା ସ୍ଥଳ ରେ ବାବୁ ଙ୍କ ର ମୃ-ତ୍ୟୁ ହୋଇ ଯାଇ ଥିଲା।
ଏବେ ନ୍ୟାୟ ପାଇଁ ଘୁରି ବୁଲୁଛନ୍ତି ପ୍ରିୟଙ୍କା।ତାଙ୍କ ଭିଣୋଇ କୁ ଦଣ୍ଡ ଦିଆ ଯାଉ ବୋଲି ସେ କହିଛନ୍ତି।ପ୍ରେମ କରି ବିବାହ କରି ଥିବାରୁ ତାଙ୍କ ସହିତ ଆଜି ଏଭଳି କିଛି ଘଟଣା ଘଟି ଗଲା।ତେବେ ଆପଣ ମାନେ କୁହନ୍ତି ସେଭଳି ଭିଣୋଇ ଙ୍କୁ କି ଦଣ୍ଡ ଦିଆ ଯିବା ଉଚିତ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button