ଦେଶ- ବିଦେଶ

ଏମିତି କି କାଣ୍ତ କରିଦେଲେ କି..ବାପା ଭାଇ ଙ୍କୁ ମିଳିବ ଏକା ସଙ୍ଗେ ଫାଶୀ..

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପ୍ରେମ କରି ବିବାହ କରି ଥିଲେ ମହିଳା।ହେଲେ ଶେଷ ରେ ତାଙ୍କ ସହିତ ଏଭଳି କିଛି ଘଟଣା ଘଟିଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।ନିଜ ଶାଳୀ ର ସ୍ଵାମୀ କୁ ହ-ତ୍ୟା କଲା ଭିଣୋଇ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ତିନି ମାସ ର ଗର୍ଭବତୀ ଶାଳୀ ନିଜ ସ୍ଵାମୀ ହ-ତ୍ୟା ର ନ୍ୟାୟ ପାଇବା ପାଇଁ ଏବେ ରାସ୍ତା କଡ ରେ ବସିଛନ୍ତି।
Hy

ସୂଚନା ଅନୁସାରେ ପ୍ରିୟଙ୍କା ସିଂ ନାମକ ଜଣେ ଝିଅ ଗତ ତିନି ବର୍ଷ ତଳେ ବାବୁ ମଲ୍ଲିକ ନାମକ ଜଣେ ପୁଅ କୁ ପ୍ରେମ କରି ବିବାହ କରି ଥିଲେ।ଏହି ବିବାହ କୁ ପ୍ରିୟଙ୍କା ଙ୍କ ବାପା ଭଉଣୀ ଓ ଭିଣୋଇ ରାଜି ହୋଇ ନ ଥିଲେ।ପ୍ରିୟଙ୍କା ଛୋଟ ଜାତି ରେ ବିବାହ କରି ଥିବାରୁ ସମସ୍ତେ ତାହାର ବିରୋଧ କରି ଥିଲେ।ତେବେ ପ୍ରିୟଙ୍କା କାହାରି କଥା ଶୁଣି ନ ଥିଲେ।ବିବାହ ପରେ ତାଙ୍କର ଗୋଟିଏ ଦୁଇ ବର୍ଷ ର ପୁଅ ଅଛି।ଏବେ ସେ ତିନି ମାସ ର ଗର୍ଭବତୀ ଅଛନ୍ତି।
Gy

ହେଲେ ଏହି ସମୟ ରେ ତାଙ୍କ ସହିତ ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତାଙ୍କ ସ୍ଵାମୀ ଦୋକାନ ବନ୍ଦ କରି ରାସ୍ତା ରେ ଆସୁଥିବା ସମୟ ରେ ପ୍ରିୟଙ୍କା ଙ୍କ ଭିଣୋଇ ତାଙ୍କୁ ରାସ୍ତା ମଝିରେ ଗୋଟିଏ ଲୁହା ରଡ଼ ସାହାର୍ଯ୍ୟ ରେ ଆକ୍ରମଣ କରି ଥିଲେ।ଏଥିରେ ବାବୁ ମଲ୍ଲିକ ଆହତ ହୋଇ ଥିଲେ।ସେ ତାଙ୍କ ମୁଣ୍ଡ କୁ ଏତେ ଜୋର୍ ରେ ବାଡେଇ ଥିଲେ ଯେ ଘଟଣା ସ୍ଥଳ ରେ ତାଙ୍କର ମୃ-ତ୍ୟୁ ହୋଇ ଯାଇ ଥିଲା।
ଏବେ ପ୍ରିୟଙ୍କା ନିଜ ସ୍ଵାମୀ ମୃତ୍ୟୁ ର ପ୍ରତିଶୋଧ ନେବା ପାଇଁ ରାସ୍ତା ରେ ବସିଛନ୍ତି।ଓ ପ୍ରିୟଙ୍କା ଙ୍କ ଭଉଣୀ ଓ ଭିଣୋଇ ର କଲ୍ ରେକଡିଂ ଏବେ ଖୁବ୍ ମାତ୍ରା ରେ ଭାଇରାଲ ହେଉଚି।ଯେଉଁଥିରେ ତାଙ୍କ ଭିଣୋଇ ବାବୁ ମଲ୍ଲିକ କୁ ମାରିଛନ୍ତି ବୋଲି ସ୍ପଷ୍ଟ ସୂଚନା ମିଳୁଚି।

Related Articles

Leave a Reply

Your email address will not be published. Required fields are marked *

Back to top button