ଜ୍ୟୋତିଷ

ବେକରେ ଓମ ଲକେଟ ପକାଇଲେ କେଉଁ ସମସ୍ୟା ଦୂର ହୋଇଥାଏ ? ଜାଣି ରଖନ୍ତୁ ଏହି ଖାସ କଥା…

ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷଶାସ୍ତ୍ର ଏକ ଛଦ୍ମ ବିଜ୍ଞାନ ଅଟେ ଯାହା ଖଗୋଳିୟ ପିଣ୍ଡର ଚଳଣୀ ଏବଂ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧୀୟ ବିଷୟ ଏବଂ ସାଂସାରିକ ଘଟଣା ସମ୍ବନ୍ଧରେ ଦିବ୍ୟ କଥାବସ୍ତୁର ଦାବି କରିଥାଏ । ଏହି ଶାସ୍ତ୍ରଦ୍ୱାରା ମନୁଷ୍ୟ ତଥା ପୃଥିବୀର ଗ୍ରହ ଏବଂ ତାରାମାନଙ୍କର ଶୁଭ ତଥା ଅଶୁଭ ପ୍ରଭାବର ଅଧ୍ୟୟନ କରାଯାଇ ପାରେ । ଜ୍ୟୋତିଷ ଶବ୍ଦର ଅର୍ଥ ଗ୍ରହ ତଥା ନକ୍ଷତ୍ରଦ୍ୱାରା ସମ୍ବନ୍ଧିତ ରଖୁଥିବା ବିଦ୍ୟା । ଯଦିଓ ଏହି ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ୟୋତିଷର ମଧ୍ୟ ବୋଧ ହୋଇଥାଏ, ତଥାପି ସାଧାରଣ ଲୋକ ଜ୍ୟୋତିଷ ବିଦ୍ୟାଦ୍ୱାରା ଫଳିତ ବିଦ୍ୟାର ଅର୍ଥ ବୋଲି ଭାବି ନିଅନ୍ତି ।

ତେବେ ଭାରତୀୟ ଜ୍ୟୋତିଷରେ ସୂର୍ଯ୍ୟ ସିଦ୍ଧାନ୍ତ ଆଦି ଗ୍ରନ୍ଥରୁ ଆସୁଥିବା ବିନ୍ଦୁ ହିଁ ମେଷ ଆଦିର ଗଣନା କରାଯାଏ । ଏହିପ୍ରକାରେ ପାଶ୍ଚାତ୍ୟ ଗଣନା ପ୍ରଣାଳୀ ତଥା ଭାରତୀୟ ଗଣନା ପ୍ରଣାଳୀରେ ପାଖାପାଖି ୨୩ ଅଂଶର ଅନ୍ତର ପଡିଥାଏ । ଭାରତରେ ୧୨ଟି ରାଶିକୁ ୨୭ଟି ବିଭାଗରେ ଭାଗ କରାଯାଇଛି ଯାହାକୁ ନକ୍ଷତ୍ର କୁହାଯାଏ । ଫଳାଫଳର ବିଚାର ପାଇଁ ଚନ୍ଦ୍ରମା’ ନକ୍ଷତ୍ରର ବିଶେଷ ଉପଯୋଗ କରାଯାଏ ।

ତେବେ ଆପଣ ମାନେ ଜାଣିଥିବେ କୌଣସି ଜିନିଷ ପିନ୍ଧିବା ପୂର୍ବରୁ ଜ୍ୟୋତିଷ ଶାସ୍ତ୍ର କିମ୍ବା ବାସ୍ତୁ ଶାସ୍ତ୍ର ଅନୁସାରେ ପିନ୍ଧିବା ଉଚିତ ତେବେ ଆସନ୍ତୁ ଜାଣିବା କି ଆମେ ଯେଉଁ ଗଳା ରେ ଲକେଟ ପିନ୍ଧିବୁ ତାହା କିପରି ଏବଂ କେଉଁ ଭଳି ପିନ୍ଧିବା ଉଚିତ । ତେବେ ଆପଣ ମାନେ ଜାଣିଥିବେ କି ଭଗବାନ ଙ୍କ ଲକେଟ ପିନ୍ଧିବା ବି ଉଚିତ । ଏବଂ ଏହି ଲକେଟ ପିନ୍ଧିବା ବହୁତ ଶୁଭ ଅଟେ ।

ତେବେ ଲକେଟ କୁ ଶୁଦ୍ଧ କରିବା ପାଇଁ ପ୍ରଥମେ ଆପଣ କ୍ଷୀର ରେ କିଛି ସମୟ ବୁଡେଇ ରଖି ସୋମବାର ଦିନ ମହାଦେବଙ୍କ ଚରଣ ପାଖରେ ରଖି ପରେ ତାକୁ ଧାରଣ କରନ୍ତୁ । ଏହା ଦ୍ୱାରା ସକରାତ୍ମକ ଉର୍ଜା ମିଳି ଯାଇଥାଏ । ତେବେ ଆପଣ ଯେଉଁ ଦେବତାଙ୍କ ଲକେଟ ପିନ୍ଧିବେ ଆପଣ ସେହି ଦେବତାଙ୍କ ବାର ଦିନ ହିଁ ପିନ୍ଧିବା ଉଚିତ । ଯେପରି ମହାଦେବଙ୍କ ସୋମବାର । ହନୁମାନ ଙ୍କର ମଂଗଳବାର ଏବଂ ବୁଧବାର ଦିନ ଶ୍ରୀ ଗଣେଶଙ୍କ ର ଗୁରୁବାର ଦିନ ମାତା ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣ,ଶୁକ୍ରବାର ଦିନ ମାତା ରାଣୀ ଏବଂ ଶନିବାର ଦିନ ଶନି ମହାରାଜାଙ୍କ ର ଲକେଟ ପିନ୍ଧିବା ଉଚିତ ।

ତେବେ ଯେ କୌଣସି ପଥର, ମୁଦି କିମ୍ବା କୌଣସି ନଗିନା ରହିଛି ତେବେ ତାକୁ ଆପଣ ସୋମବାର ଦିନ ପିନ୍ଧିବା ଉଚିତ । ଏହାକୁ ସୂର୍ଯ୍ୟ ଙ୍କ ଆରାଧନା କରିବା ପରେ ପିନ୍ଧିବା ଉଚିତ । ତେବେ ଆପଣ ଯେ କୌଣସି ବି ଭଗବାନ ଙ୍କ ଲକେଟ ପିନ୍ଧିଛନ୍ତି ତେବେ କୌଣସି ମୃତ୍ୟୁ କର୍ମ ରେ ଆପଣ ଲକେଟ ପିନ୍ଧିକି ଯିବା ଉଚିତ ନୁହେଁ କାରଣ ଏହା ଅଶୁଦ୍ଧ ହୋଇ ଯିବ ଏବଂ ନକରାତ୍ମକ ଉର୍ଜା ଆସିଯିବ ତେବେ ସେଥିପାଇଁ ଆପଣ ଏହାକୁ ସେହି କର୍ମ ରେ ଲକେଟ ପିନ୍ଧି ଯିବା ଉଚିତ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button