ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଭଲ କରିବ ଏହି ପତ୍ର,ବ୍ୟବହାର କରିବାର କିଛି ସମୟ ମଧ୍ୟ ମିଳିବ ଫଳାଫଳ…

ବନ୍ଧୁଗଣ ଗଣ୍ଠି ମଧ୍ୟ ରେ ଥିବା ଗିରିଶ କମ ହୋଇ ଯାଇଥିଲେ, ବିଭିନ୍ନ ପ୍ରକାରର ଗଣ୍ଠି ଜନିତ ସମସ୍ଯା ଦେଖିବାକୁ ମିଳିଥାଏ । ଗଣ୍ଠି ଜନିତ ସମସ୍ଯା ଆରମ୍ଭ ହେଲେ ଅନେକ ପ୍ରକାର ଅସୁବିଧା ମାନଙ୍କର ସମ୍ମୁଖୀନ ହେବାକୁ ପଡିଥାଏ । ଚଲା ବୁଲା କରିବା ରେ ମଧ୍ୟ ଅନେକ କଷ୍ଟ ଅନୁଭବ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାର ବ୍ୟବହାର କରି ଆପଣ ଆପଣଙ୍କର ଗଣ୍ଠି ମଧ୍ୟରେ ଥିବା ଗିରିଶ କୁ ବରକରାର ରଖିବା ସହ ତାହାକୁ ବଢାଇ ମଧ୍ୟ ପାରିବେ ।
ବଢୁଥିବା ବୟସ ଗଣ୍ଠି ମଧ୍ୟରେ ଗିରିଶ କମିବାର ଏକ ମୁଖ୍ୟ କାରଣ ହୋଇଥାଏ । ଓଷ୍ଟିଓର୍ଥାଇଟିସ ମଧ୍ୟ ଗଣ୍ଠି ମଧ୍ୟରେ ଗିରିଶ କମିବାର ଅନ୍ୟ ଏକ କାରଣ ହୋଇଥାଏ । ଏହା ଏକ ପ୍ରକାର ଗଣ୍ଠିଆ ହୋଇଥାଏ । ତାହାଛଡା ବନ୍ଧୁଗଣ ଆୟୁର୍ବେଦ କହିଥାଏ କି ଯେଉଁ ଲୋକ ମାନେ ଛିଡା ହୋଇ ପାଣି ପିଇ ଥାଆନ୍ତି,
ସେମାନଙ୍କ ଆଣ୍ଟୁ ରେ ମଧ୍ୟ ଧୀରେ ଧୀରେ ହୋଇ ଗିରିଶ କମ ହେବାର ଦ୍କେହିବାକୁ ମିଳିଥାଏ । ତେବେ ଆସନ୍ତୁ ବନ୍ଧୁଗଣ ଆଉ ଅଧିକ ବିଳମ୍ବ ନ କରି ଆଜିର ଏହି ଗିରିଶ ବଡାଇବାର ଉପଚାର ଟି ପ୍ରସ୍ତୁତି ର ବିଷୟ ଟିକୁ ପ୍ରାରମ୍ଭ କରିବା । ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ସର୍ବ ପ୍ରଥମେ ଆବଶ୍ୟକ ପଡିବ ଗଙ୍ଗଶିଉଳି ର ପତ୍ର ।
ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବ ପ୍ରଥମେ 2 ରୁ 3 ଟି ଗଙ୍ଗଶିଉଳି ପତ୍ର କୁ ଆଣି ଭଲ ଭାବରେ ଧୋଇ ସଫା କରି ନିଅନ୍ତୁ । ଏହା ଅପରେ ଏହାକୁ ହେମଦସ୍ତା ସାହାର୍ଯ୍ୟ ରେ ବହଳ ବହବରେ ଛେଚି ଦିଅନ୍ତୁ , ଏହା ପରେ ଏକ ଗ୍ଳାସ ପାଣିରେ ଏହାକୁ ପକାଇ ଗ୍ଯାସରେ 5 ରୁ 7 ମିନିଟ ପାଇଁ ଫୁଟିବାକୁ ଛାଡି ଦିଅନ୍ତୁ ।
ଏହା ପରେ ଏହାକୁ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଏହାକୁ ଏକ କପ ରେ ଏହାର ସେବନ କରନ୍ତୁ । ଏପରି 7 ଦିନ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ସେବନ କରିବା ଦ୍ଵାରା ଆଣ୍ଠୁ ରେ ଥିବା ଗିରିଶ ଜନିତ ସମସ୍ଯା ସବୁଦିନ ପାଇଁ ଭଲ ହୋଇଯିବ ।
ଏହାସହ ଆପଣ ଆଣ୍ଠୁ ରେ ଗିରିଶ ବଢାଇବା ପାଇଁ ପ୍ରତ୍ଯେକ ଦିନ ଅଖ୍ରୋଟ ର ମଧ୍ୟ ସେବନ କରି ପାରିବେ । ଏଥିରୁ ଆପଣଙ୍କୁ କ୍ୟାଲସିୟମ, ଭିଟାମିନ D3, ଓମେଗା-3 ଫ୍ୟାଟି ଏସିଡ ସହ ଆନେକ ସରା ଭିଟାମିନ୍ସ ଓ ମିନେରାଲ୍ସ ମଧ୍ୟ ମିଳିଥାଏ ।
ଏହି ସମସ୍ତ ଜିନିଷ ଆପଣ ଙ୍କ ଯଏଣ୍ଟ କୁ ହେଲ୍ଦି କରିବା ପାଇଁ ବହୁତ ଅଧିକ ଜରୁରୀ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା, ତାହା ଆପଣ ଆମକୁ ତଳେ କମେଣ୍ଟ ବକ୍ସ ରେ ଜଣାଇବାକୁ ଆଦୌ ଭୁଲିବେନି । ଧନ୍ୟବାଦ