ଦେଶ- ବିଦେଶ

ସବୁ ସମୟରେ ଚିନ୍ତା କରୁଥିବା ଲୋକ ଏହାକୁ ଥରେ ନିଶ୍ଚୟ ପଢ

ବନ୍ଧୁଗଣ, ଏହି ଦୁନିଆ ର ପ୍ରତ୍ଯେକ ବ୍ୟକ୍ତି ଖୁବ ଅଧିକ ଚିନ୍ତା କରୁଛି । କିନ୍ତୁ ଶାସ୍ତ୍ର ବା ନୀତି କହୁଛି କି ମନୁଷ୍ୟ କୁ ନିଜର ମନ ମସ୍ତିସ୍କ କୁ ଚିନ୍ତା ରେ ନ ଲଗାଇ ଚିନ୍ତନ ରେ ଲଗାଇ ରଖିବା ଉଚିତ । କାରଣ ଚିନ୍ତା ରେ ଗ୍ରସ୍ତ ହୋଇ ରହିଥିବା ବ୍ୟକ୍ତି ର ଜୀବନରେ ସୁଖ ନଥାଏ । ଓ ଚିନ୍ତନ କରିଥିବା ବ୍ୟକ୍ତି ର ଜୀବନ ରେ ଦୁଃଖ ନ ଥାଏ । ଚିନ୍ତା ଏକ ପରି ଜିନିଷ ଯାହା ମଣିଷ ର ମନ ମସ୍ତିସ୍କ ରେ ରହି ମଣିଷ କୁ ଭିତରୁ ସଂପୂର୍ଣ୍ଣ ରୂପରେ ଧୀରେ ଧୀରେ କରି ନଷ୍ଟ କରି ଦେଇଥାଏ ।

ମଣିଷ କୁ ଲାଗିଥାଏ କି ଚିନ୍ତା ତାକୁ ସବୁଦିଗରୁ ଘେରି ରଖିଛି । କିନ୍ତୁ ବାସ୍ତବିକ ସତ୍ୟ ଏହା କି ମନୁଷ୍ୟ ନିଜେ ଚିନ୍ତା କୁ ଟାଣି ଧରି ଥାଏ । କାରଣ ଚିନ୍ତା ରେ ବୁଡି ରହିଥିବା ଏକ ମଣିଷ ସବୁବେଳେ ନିଜର ଅତୀତ ରେ ଘଟି ଯାଇଥିବା ବିଷୟ ଉପରେ ହିଁ ଚିନ୍ତା କରିଥାଏ ।

ସେ ଏହା ଭାବିବାରେ ନିଜର ସମୟ କାଟି ଦେଇଥାଏ କି, ଯଦି ମୁଁ ସେହି ସମୟରେ ଏହା ନ କରିଥାନ୍ତି, ତେବେ ବୋଧ ହୁଏ ଭଲ ହୋଇଥାନ୍ତା । ବା ଏପରି ନ କହି କିଛି ଏପରି କହିଥିଲେ ଆଜି ବୋଧ ହୁଏ ପରିସ୍ଥତି କିଛି ଅଲଗା ହୋଇଥାନ୍ତା । ମୋର ଏପରି କରିବା ଠିକ ନଥିଲା । ସବୁବେଳେ ନିଜକୁ ନଚେତ ଅନ୍ୟ କୁ ହିଁ ଦୋଷାରୋପ କରିଥାଏ ।

ଏହି ସବୁକିଛି ଚିନ୍ତା କରିବା ରେ ସେ ଭୁଲି ଯାଏ, ଯେଉଁ ସମୟ ବିଷୟରେ ସେ ଏତେ ସମୟ ରୁ ଚିନ୍ତା କରୁଛି, ବାସ୍ତବରେ ସେ ସମୟ କୁ ସେ ଫେରି ଯାଇ ନା ତ ବଦଳାଇ ପାରିବ ବା ନାହିଁ ସେ ବର୍ତ୍ତମାନ ର ସମୟ କୁ ରୋକୀ ପାରିବ । ବାସ୍ତବରେ ଏହି ସଂସାର ରେ ଯାହା କିଛି ହିଁ ହୋଇଥାଏ,

ସେ ସବୁକିଛି ହିଁ ଈଶ୍ଵର ଙ୍କର ଇଛା ରୁ ଈଶ୍ଵର ଦ୍ଵାରା ହିଁ ହୋଇଟାହେ । ମନୁଷ୍ୟ ତ ମାତ୍ର ଏକ ମାଧ୍ୟମ ଅଟେ । ଏହି ସତ୍ୟତା କୁ ନ ଜାଣି ମନୁଷ୍ୟ ଅଯଥା ରେ ହିଁ ନିଜକୁ ଚିନ୍ତା ର ସାଗର ରେ ନିଜକୁ ବୁଡାଇ ରଖିଥାଏ । ପୁଣି କିଛି ମନୁଷ୍ୟ ଏପରି ଥାନ୍ତି ଯେଉଁ ମାନେ କି ବର୍ତତ୍ମାନରେ ରହି ଆସୁଥିବା ସମୟ ଉପରେ ଅନେକ କିଛି ଚିନ୍ତା ଅକ୍ରିୟ ରଖିଥାନ୍ତି ।

ଏ ସବୁ ରେ ସେ ଭୁଲି ଯାଇଥାନ୍ତି କି ଚିନ୍ତା କରିବାରେ ସେ ନିଜର ଅନେକ ମୂଲ୍ଯବାନ ସମୟ କୁ ବ୍ୟର୍ଥ କରି ଦେଉଛନ୍ତି । କେବଳ ପରିଶ୍ରମ କରିବାରେ ହିଁ ମନୁଷ୍ୟ ର ଅଧିକାର ଅଛି, ଏପରି ଭାବି କର୍ମ କରୁଥିବା ମନୁଷ୍ୟ ଜୀବନରେ କେବେ ହେଲେ ଦୁଃଖ ଆସି ନଥାଏ । କାରଣ ଯଦି ସେ ପରିଶ୍ରମ କରି ମଧ୍ୟ ଭବିଷ୍ୟତ ରେ ବିଫଳ ହୋଇଯାଏ ତେବେ ତା ପାଖରେ ଏହି ସନ୍ତୁଷ୍ଟତା ଥିବ କି ସେ ନିଜର ପୂର୍ଣ୍ଣ ଚେଷ୍ଟା ତ କରିଥିଲା ।

ଏହା ହିଁ ଯଥେଷ୍ଟ । କାରଣ ଆମ ସଂସାର ରେ ଯାହା କିଛି ମଧ୍ୟ ହୋଇଥାଏ, ସେ ସବୁକିଛି ଈଶ୍ଵର ଙ୍କର ଇଛା ରୁ ହିଁ ହୋଇଥାଏ । ଏହା ଭାବି ଈଶ୍ଵର ଙ୍କୁ ଚିନ୍ତନ କରିଥିବା ପ୍ରତ୍ଯେକ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button