କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ
ନମସ୍କାର ବନ୍ଧୁଗଣ । ଋତୁସରାବ ରେ ଅନିୟମିତତା ଦେଖା ଦେଲେ ଅନେକ ମହିଳା ବହୁ ସମୟ ଧରି ଚିନ୍ତିତ ରହିଥାନ୍ତି । ଏହା ପାଇଁ ଅନେକ ମହିଳା ମାନେ ଅନେକ ଔଷଧ ଆଦିର ସେବନ କରିଥିବା ବେଳେ କିଛି ମହିଳା ମାନେ ଏହା ପାଇଁ କୌଣସି ଡାକ୍ତର ଙ୍କ ନିକଟକୁ ଯିବା ପାଇଁ ମଧ୍ୟ ନିଜ ମନରେ ସଙ୍କୋଚ ଭାବ ଆଣିଥା’ନ୍ତି । କିନ୍ତୁ ବନ୍ଧୁଗଣ କହି ରଖୁଛୁ କି ଏପରି ସମସ୍ଯା କୁ କେବେ ମଧ୍ୟ ଅବହେଳା କରି ରହିବା ଉଚିତ ହୋଇ ନ ଥାଏ ।
ତେଣୁ ଏପରି ଯଦି କୌଣସି ଅସୁବିଧା ଦେଖା ଦେଉଛି, ତେବେ ଆପଣ ଏହାର ପ୍ରତିକାର ପାଇଁ ଅଧିକ ବିଳମ୍ବ ନ କରି ଶୀଘ୍ର ହିଁ କୌଣସି କିଛିର ବ୍ୟବସ୍ଥା କରନ୍ତୁ । ଋତୁସ୍ରାବ ରେ ଅନିୟମିତତା ଦେଖା ଆଦେଲେ ଅନେକ ମହିଳା ବହୁ ପ୍ରକାରର ଘରୋଇ ଉପଚାର ମଧ୍ୟ ବ୍ୟବହାର କରିଥାନ୍ତି ।
କିନ୍ତୁ କହି ରଖୁଚୁ କି ମହିଳା ମାନଙ୍କ ଠାରେ ପିରିୟଡ୍ସ ନ ହେବାର ଅନେକ ପ୍ରକାରର କାରଣ ହୋଇ ପାରେ । ଯେପରି କି ମହିଳା ମାନେ ଯେତେବେଳେ ଗର୍ଭଧାରଣ କରିଥାନ୍ତି, ସେହି ସମୟରେ ମଧ୍ୟ ସେମାନଙ୍କର ପିରିୟଡ୍ସ ହୋଇ ନଥାଏ । ବନ୍ଧୁଗଣ ତାହାଛଡା ଯଦି ଆପଣଙ୍କ ପିରିୟଡ୍ସ ଏକ ସପ୍ତାହ ଭିତରେ ବିଳମ୍ବ ହୁଏ ତେବେ ଏହା ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ ।
କାରଣ ଅନେକ ଥର କିଛି ସାଧାରଣ କାରଣ ବଶତଃ ମଧ୍ୟ ପିରିୟଡ୍ସ ରେ ଅନିୟମିତତା ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆପଣ ଙ୍କ ପିରିୟଡ୍ସ ର ଡେଟ ରେ 10 ରୁ 15 ଦିନ ଧରି ନ ହୁଏ । ତେବେ ମହିଳା ମାନଙ୍କ ପାଇଁ ଏହା କୌଣସି କିଛି ଚିନ୍ତା ର କାରଣ ହୋଇଥାଏ । ପିରିୟଡ୍ସ ନ ହେବାର ବହୁ ପ୍ରଜକର କାରଣ ହୋଇଥାଏ ।
ସେଥି ମଧ୍ୟରୁ ଗର୍ଭଧାରଣ ଏକ ମୁଖ୍ୟ କାରଣ ଅଟେ । ଏହା ଛଡା ଅତ୍ଯାଧିକ ସ୍ଟ୍ରେସ ମଧ୍ୟ ଏହାର ଏକ ମୁଖ୍ୟ କାରଣ ଅଟେ । ଏହାସହ ୱେଟଲସ ମଧ୍ୟ ଏକ କାରଣ ଅଟେ । ଅନେକ ମହିଳା ମାନେ ଓଜନ ହ୍ରାସ କରିବାକୁ ଯାଇ ଡାଏଟିଙ୍ଗ କରିବାକୁ ଲାଗିଥାନ୍ତି । ଏପରି ରେ ପିରିୟଡ୍ସ ରେ ଅନିୟମିତତା ଦେଖା ଦେବା ଆରମ୍ଭ ହୋଇଯାଏ ।
କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଘରୋଇ ଉପଚାର କୁ ନେଇ ଆସିଛୁ, ଯାହା ସାହାର୍ଯ୍ୟ ରେ ଆପଣଙ୍କର ପିରିୟଡ୍ସ ଅତି ସହଜ ରେ ଆସିଯିବ । ତାହାସହ ବନ୍ଧୁଗଣ ଆପଣ ନିଜର ପିରିୟଡ୍ସ କୁ ଶୀଘ୍ର ଆଣିବା ପାଇଁ କିଛି ଅଧିକ ଗରମ ଜିନିଷ ର ସେବନ କରନ୍ତୁ ।
ଯେପରିକି ଖଜୁରୀ, ଗୁଡ, ସପୁରି ଇତ୍ୟାଦି । ତାହାସହ ଆପଣ ଜୁଆଣି ପାଣିର ମଧ୍ୟ ସେବନ କରି ପାରିବେ । ଏହିପାଣି କୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ ଗ୍ଳାସ ପାଣିରେ ଏକ ଚାମଚ ଜୁଆଣୀ ପକାଇ ତାହାକୁ ଭଲ ଭାବରେ କଛି ସମୟ ପାଇଁ ଫୁଟିବାକୁ ଛାଡି ଦିଅନ୍ତୁ ।
ଏହା ଭଲ ଭାବରେ ଫୁଟି ଗଲା ପରେ, ଏହାକୁ ଗ୍ଯାସ ଉପରୁ କାଢି ଆଣି ଏକ ପାତ୍ରରେ ଛାଣି ଦିଅନ୍ତୁ । ଆପଣ ଯଦି ଅଧ ଗ୍ଳାସ ଜୁଆଣୀ ପାଣି କୁ ଦିନକୁ ଦୁଇ ଥର କରି ସେବନ କରନ୍ତି, ତେବେ ଏହାଦ୍ଵାରା ଆପଣଙ୍କ ପିରିୟଡ୍ସ ବହୁ ଶୀଘ୍ର ଆସିଥାଏ ।
ଏହି ଉପଚାର ଗୁଡିକୁ ଯଦି ଗୋଟେ ଗୋଟେ କରି ପ୍ରୟୋଗ କରନ୍ତି, ତେବେ ଆପଣ ଙ୍କୁ ନିଶ୍ଚୟ ଏହାର ଲାଭ ଓ ପରିଣାମ ଦେଖିବାକୁ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ