ଟି-୨୦ ବିଶ୍ୱକପ: ଭାରତ-ବାଂଲାଦେଶ ସୁପର ୮ ମ୍ୟାଚ ପୂର୍ବରୁ ଉଭୟ ଦଳଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ – Kalinga News

[ad_1]
ନୂଆଦିଲ୍ଲୀ: ଶନିବାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁଥିବା ଟି-୨୦ ବିଶ୍ୱକପ ସୁପର ୮ ମ୍ୟାଚ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମୁଁ ଆଜିର ମ୍ୟାଚ୍ ପାଇଁ ଉଭୟ ଭାରତ ଏବଂ ବାଂଲାଦେଶ କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜଣାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
#WATCH | On the India vs Bangladesh T20 World Cup 2024 match today, PM Narendra Modi says, “I wish both the teams all the best for the Cricket World Cup match…Bangladesh is India’s largest development partner and we give utmost priority to our relations with Bangladesh…” pic.twitter.com/UzUc0mMH75
— ANI (@ANI) June 22, 2024
ସୂଚନାଯୋଗ୍ୟ, ଶନିବାର ଦକ୍ଷିଣ ଆଫ୍ରିକାର ନର୍ଥ ସାଉଣ୍ଡର ଆଣ୍ଟିଗୁଆସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ଭାରତ ବାଂଲାଦେଶ ଟି-୨୦ ବିଶ୍ୱକପର ୪୭ ମ୍ୟାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି।
[ad_2]