ମୋଦୀ କ୍ୟାବିନେଟରେ ଜାତି ସମୀକରଣ ଉପରେ ଗୁରୁତ୍ବ, ଜାଣନ୍ତୁ କେଉଁ ବର୍ଗରୁ କେତେଜଣ ମନ୍ତ୍ରୀ – Kalinga News

[ad_1]
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ୭୧ ଜଣ ମନ୍ତ୍ରୀଙ୍କ ସହ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏମାନଙ୍କ ମଧ୍ୟରେ ୨୧ ଜଣ ଉଚ୍ଚ ଜାତି, ୨୭ ଜଣ ଓବିସି, ୧୦ ଜଣ ଦଳିତ, ୫ ଜଣ ଆଦିବାସୀ ଓ ୫ ଜଣ ସଂଖ୍ୟାଲଘୁ ଜାତିର ରହିଛନ୍ତି। ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି ବିଜେପି ମନ୍ତ୍ରିମଣ୍ଡଳ ଗଠନ କରିଛି। ଜାଣନ୍ତୁ କେଉଁ ମନ୍ତ୍ରୀ କେଉଁ ଶ୍ରେଣୀର ।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣ ବର୍ଗ: ଅମିତ ଶାହା, ଏସ୍ ଜୟଶଙ୍କର, ମନସୁଖ ମାଣ୍ଡଭିଆ, ରାଜନାଥ ସିଂହ, ଜିତିନ ପ୍ରସାଦ, ଜୟନ୍ତ ଚୌଧୁରୀ, ଧର୍ମେନ୍ଦ୍ର ପ୍ରଧାନ, ରବନୀତ ବିଟ୍ଟୁ, ନୀତିନ ଗଡ଼କରୀ, ପୀୟୂଷ ଗୋୟଲ, ମନୋହର ଲାଲ ଖଟ୍ଟର, ଜିତେନ୍ଦ୍ର ସିଂହ, ଗଜେନ୍ଦ୍ର ସିଂହ ଶେଖାୱତ, ସଞ୍ଜୟ ସେଠ୍, ରାମ ମୋହନ ନାଇଡୁ, ସୁକାନ୍ତ ମଜୁମଦାର, ପ୍ରହ୍ଲାଦ ଯୋଶୀ, ଜେପି ନଡ୍ଡା, ଗିରିରାଜ ସିଂହ, ଲଲନ ସିଂହ, ସତୀଶ ଚନ୍ଦ୍ର ଦୁବେ।
ଓବିସି : ସିଆର ପାଟିଲ, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ବିଏଲ ବର୍ମା, ରକ୍ଷା ଖଡ଼ସେ, ପ୍ରତାପ ରାଓ ଯାଦବ, ଶିବରାଜ ସିଂ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଓ ଇନ୍ଦ୍ରଜିତ ସିଂହ, କ୍ରିଷନ ପାଲ ଗୁର୍ଜର, ଭୁପେନ୍ଦ୍ର ଯାଦବ, ଭାଗୀରଥ ଚୌଧୁରୀ, ଅନ୍ନପୂର୍ଣ୍ଣା ଦେବୀ, ଶୋଭା କରନ୍ଦଲାଜେ, ଏଚଡି କୁମାରସ୍ୱାମୀ, ନିତ୍ୟାନନ୍ଦ ରାୟ।
ଦଳିତ: ଏସପି ବଘେଲ, କମଲେଶ ପାସୱାନ, ଅଜୟ ଟମ୍ଟା, ରାମଦାସ ଅଠାୱଲେ, ବୀରେନ୍ଦ୍ର କୁମାର, ସାବିତ୍ରୀ ଠାକୁର, ଅର୍ଜୁନ ରାମ ମେଘୱାଲ, ଚିରାଗ ପାସୱାନ, ଜିତନ ରାମ ମାଝୀ ଏବଂ ରାମନାଥ ଠାକୁର।
ଆଦିବାସୀ: ଜୁଏଲ ଓରାମ, ଶ୍ରୀପଦ ୟେସୋ ନାୟକ, ସର୍ବାନନ୍ଦ ସୋନୱାଲ।
[ad_2]