ରାଜ୍ୟ

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ – Kalinga News

[ad_1]

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର ଷ୍ଟେସନ ଅଟକିଛି  l  ଗଡି ନମ୍ବର osbk ର  ଚାରି ବଗିରେ ଲାଗିଛି ନିଆଁ  l ସୋର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚିଛି  l ସନ୍ଧ୍ୟା ଛଅଟାରୁ ଅଟକିଛି କୋଇଲା ବୋଝେଇ ଟ୍ରେନ  l  ନିଆଁ ଆୟତ୍ତ ପରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବ ଟ୍ରେନ  l

 

The post କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ appeared first on KNews Odisha.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button