ରାଜନୀତି
ପ୍ରାରମ୍ଭିକ ଧାରା:ବିଧାନସଭାରେ କୁହୁକ ସଂଖ୍ୟା ଟପିଲା ବିଜେପି – Kalinga News

[ad_1]
ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନ ଭୋଟ ଗଣତିରେ ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ବିଜେଡ଼ି ପଛରେ ପଡିଛି । ପ୍ରାରମ୍ଭିକ ଧାରାରେ ବିଧାନସଭାରେ କୁହୁକ ସଂଖ୍ୟା ଟପିଛି। ବିଧାନସଭାର ୧୪୭ ଆସନରୁ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୭୪ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ୧୪୭ ବିଧାନସଭା ଆସନରୁ ୧୪୧ ବିଧାନସଭା ଆସନର ପ୍ରାରମ୍ଭିକ ଧାରା ସାମ୍ନାକୁ ଆସିଥିବାବେଳେ, ସେଥିମଧ୍ୟରୁ ୭୬ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି।ଅପର ପକ୍ଷରେ ୫୩ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୧୨ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଥାଥା କମ୍ୟୁନିଷ୍ଟ ଗୋଟିଏ ଆସନରେ ଏବଂ ସ୍ବାଧୀନ ପ୍ରାର୍ଥୀ ୨ଟି ଆସନରେ ଆଗୁଆ ରହିଛନ୍ତି।
[ad_2]




