ରାଜନୀତି

ଉତ୍ତରପ୍ରଦେଶରେ ୩୭ ଆସନରେ ଏନଡ଼ିଏ- ଇଣ୍ଡିଆ ୧୬ରେ ଆଗୁଆ – Kalinga News

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ରାଜ୍ୟରେ ମୋଟ ୮୦ ଲୋକସଭା ଆସନ ମଧ୍ୟରୁ ୩୭ ଆସନରେ ବିଜେପି ନେତୃତ୍ବାଧୀନ ଏନଡ଼ିଏ ଆଗୁଆ ରହିଥିବାବେଳେ କଂଗ୍ରେସ ନେତୃତ୍ବଧୀନ ଇଣ୍ଡିଆ ୧୬ ଆସନରେ ଆଗୁଆ ରହିଛି।

ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବ୍ରଜ ଭୂଷଣ ଶରଣ ସିଂଙ୍କ ପୁଅ କରଣ ଭୂଷଣ ସିଂ କେସିଆରଗଞ୍ଜ ଆସନରେ ଆଗୁଆ ଅଛନ୍ତି। ୟୁପିରେ ବୁଲନ୍ଦସହର ଆସନରେ ବିଜେପି ଆଗରେ ରହିଛି।

ୟୁପିରେ ୧୦ ଟି ଆସନରେ ଏସପି ଆଗୁଆ ଅଛନ୍ତି। ଏଥିରେ ଘୋସି, ମେରଥାନ, କନ୍ନୌଜ, ମେନ୍ପୁରୀ, ଆମଲା, ବାଦାଉନ୍, ବହରାଇଚ୍ ଏଟା, ଜାଲାଉନ୍, କୌଶମ୍ବୀ ଅନ୍ତର୍ଭୁକ୍ତ। ରାମପୁରରେ ମଧ୍ୟ ଏସପି ପ୍ରାର୍ଥୀ ମୁହୁବୁଲ୍ଲା ନାଡଭି ଆଗରେ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button