ରାଜନୀତି

ଓ୍ବାୟନାଡ-ରାଏବରେଲିରେ ରାହୁଲ ଆଗୁଆ – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଏହା ସହିତ ବିଭିନ୍ନ ଦଳର ଆଗୁଆ ଧାରା ଆରମ୍ଭ ହୋଇଛି। ଆଗୁଆ ଧାରାରେ ବିଜେପି ନେତୃତ୍ବାଧୀନ ଏନଡିଏ ଅଗ୍ରଣୀ ହାସଲ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଭୟ ଆସନ ଓ୍ବାୟନାଡ ଏବଂ ରାଏବରେଲି ଲୋକସଭା ଆସନରେ ଆଗରେ ଅଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button