ଜ୍ୟୋତିଷ

Vastu Tips- ଆଲମାରୀରେ ଭୁଲରେ ବି ରଖନ୍ତୁ ନାହିଁ ଏହି 4 ଟି ଜିନିଷ, ହୋଇଥାଏ ସର୍ବନାଶ

ନମସ୍କାର ବନ୍ଧୁଗଣ , ମୁଁ ଆଜି ଆପଣମାନଙ୍କ ଏମିତି କିଛି ଚାରୋଟି ବିଷୟରେ କହିବି । ଯାହାକୁ କି ଆପଣମାନେ କେବେ ବି ଆଲମୀରା ରେ ରଖନ୍ତୁ ନାହି । ନଚେତ ଏହାର ପ୍ରଭାବ ଆପଣଙ୍କ ଧନ ଭଣ୍ଡାର ଉପରେ ପଢିଥାଏ । ପଇସା ହେଉଛି ଆଜି ର ଦୁନିଆର ବହୁତ ଗୁରୁତ୍ଵପୂର୍ଣ ଜିନିଷ ଯଦି ଧନ ଅଛି ତେବେ ମଣିଷ ର ଆତ୍ମବିଶ୍ଵାସ ରହିଥାଏ । ତେଣୁ ଏହି କାରଣ ପାଇଁ ମଣିଷ ଦିନ ରାତି ପରିଶ୍ରମ କରିଥାନ୍ତି ,ଓ ସେହି ପାଇସାକୁ ସଞ୍ଚୟ କରିବାଇ ବ୍ୟାଙ୍କ ଏବଂ ଆଲମୀରାରେ ରଖିଥାନ୍ତି । ଆପଣମାନେ ବ୍ୟାଙ୍କ ରେ ଲକ୍ଷ ଲକ୍ଷ ଟଙ୍କା ରଖିଥାନ୍ତି ।

କିନ୍ତୁ ଜରୁରୀ କାଳୀନ ଆବଶ୍ୟକ ପାଇଁ ପାଖରେ ଟଙ୍କା ରଖିବା ଉଚିତ ଅଟେ । କାରଣ ବାରମ୍ବାର ଟଙ୍କା ପାଇଁ ବ୍ୟାଙ୍କ ଯିବା ସମ୍ଭବ ହୋଇପାରିନଥାଏ । ତେଣୁ କରି କିଛି ଲୋକେ ଟଙ୍କା , ସୁନା ଗ୍ରହଣା ଆଦି ଜିନିଷ ରଖିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏପରି କିଛି ଜିନିଷ ଅଛି ଯାହାକୁ ରଖିବା ଅଶୁଭ ମାନା ଯାଇଥାଏ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେଇଥାଏ ,ଓ ଭଣ୍ଡାର ଖାଲି ହେବାର ସମ୍ଭାବନା ଦେଖା ଦେଇଥାଏ । ମାତା ଲକ୍ଷ୍ମୀ ଧନଦେବୀ ଆପଣଙ୍କ ଘର ଛାଡି ଚାଲି ଯାଇଥାନ୍ତି ।

ତେଣୁ କରି ଆଲମାରୀରେ ଏହି ଚାରୋଟି ଜିନିଷ ରଖିବା ଅନୁଚିତ୍ । ପ୍ରଥମରେ ହେଉଛି ମଇଳା କପଡା ଆଲମାରୀରେ ସବୁବେଳେ ସଫା ଲୁଗା ରଖନ୍ତୁ ମାତ୍ର ଅପରିଷ୍କାର ବା ଗନ୍ଧ ବାହାରୁଥିବା ଲୁଗା କୁ କଦାପି ରଖନ୍ତୁ ନାହି । ତେଣୁ ଏହାର ପ୍ରଭାବ ଟଙ୍କା ପଇସା ଉପରେ ପଡିଥାଏ ,ଏବଂ ଏହା ଯଦି ଖର୍ଛ ହୋଇଯାଏ । ଏହା ହେତୁ ଭୁଲରେ ବି ଆଲମାରୀରେ ମଇଳା କପଡା ରଖନ୍ତୁ ନାହି ।

ଦ୍ଵିତୀୟ ବିଷୟ ହେଲା ଫାଟି ଯାଇଥିବା ଲୁଗା ବା ଚିରି ଯାଇଥିବା ଲୁଗା କୁ ବର୍ଷ ବର୍ଷ ଧରି ଆଲମାରୀରେ ରଖନ୍ତି କାହାକୁ ଦାନ ମଧ୍ୟ କରନ୍ତି ନାହି । ପରନ୍ତୁ ଭଲ ହେବ ଯେ ଚିରି ଯାଇଥିବା ଲୁଗା କୁ ସିଲେଇ କରିନିଅନ୍ତୁ ବା ଏହାକୁ ଟଙ୍କା ପଇସା ଆଲମାରୀ ଠାରୁ ଦୂରରେ ରଖନ୍ତୁ । କାରଣ ପୁରୁଣା ଲୁଗାର ପ୍ରଭାବ ଆମ ଭଣ୍ଡାର ଉପରେ ପଡିଥାଏ ।

ତୃତୀୟରେ ଧୁଳି ଓ ବୁଢୀଆଣି ଜାଲ ଘରର ଆଲମାରୀକୁ ସବୁବେଳେ ସଫା ସୁତୁରା କରିକି ରଖନ୍ତୁ । କାରଣ ଆପଣମାନେ ଜାଣିଥିବେ ଯେ ମାତା ଲକ୍ଷ୍ମୀ ମାଟି ଧୁଳି ଅପରିଷ୍କାର ଥିବା ସ୍ଥାନରେ ବାସ କରନ୍ତି ନାହି । ତେଣୁ କରି ଆଲମାରୀକୁ ସବୁବେଳେ ପରିଷ୍କାର କରି ରଖନ୍ତୁ । ଚତୁର୍ଥ ରେ ହେଲେ ଆପଣ ଯେତେବେଳେ ଟଙ୍କା ଆଲମାରୀରେ ରଖିଥାନ୍ତି ତେବେ ତାର ଆଖପାଖ ରେ କଳା ରଙ୍ଗ ରେ କିଛି ଜିନିଷ ରଖନ୍ତୁ ନାହି ,ଆପଣ କାଲା ରଙ୍ଗ ର ପର୍ସ ରେ ଭୁଲ ରେ ବି ପଇସା ରଖିବେ ନାହି କାରଣ ଏହାର ଧନ ର ବୃଦ୍ଧି ହେବାକୁ ଦିଅନ୍ତି ନାହି ।

ଏଥିରେ ନକରାତ୍ମକ ଶକ୍ତି ରହିଥାଏ ତେଣୁ ପଇସାକୁ ଧଳା ବା ନାଲି ରଙ୍ଗର ପର୍ସ ରେ ରଖି ପାରିବେ । ତେଣୁ କରି ଆଲମାରୀରେ ପଇସା ରଖିବା ସମୟରେ ଏହା ପ୍ରତି ଧ୍ୟାନ ଦେବା ଉଚିତ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button