ଏହି ଲକ୍ଷଣ ଥିବା ଝିଅ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ଘରକୁ ଆସିଲେ ବଢେ ଧନସମ୍ପତି

ନମସ୍କାର ବନ୍ଧୁଗଣ, ଝିଅ ସର୍ବଗୁଣା ସମ୍ପର୍ଣା ହୋଇଥାଇ ବୋଲି ସମସ୍ତଙ୍କର ଆଶା ଥାଏ । କାରଣ ଗୋଟିଏ ଝିଅ ଘର ପାଇଁ ଲକ୍ଷ୍ମୀ ହୋଇଥାଏ ଏବଂ ଘରକୁ ସଜାଡି ରଖିଥାଏ ତେଣୁ ସମସ୍ତେ ଚାହିଁଥାନ୍ତି ଗୋଟିଏ ଭଲ ଝିଅକୁ ଘରର ବୋହୁ କରି ନେବା ପାଇଁ । ହେଲେ ଆପଣ କିଭଳି ଜାଣିବେ କେଉଁ ଝିଅ ଭାଗ୍ୟଶାଳୀ ବା ଭଲ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଝିଅର କେଉଁ ଲକ୍ଷଣରୁ ଆପଣ ଜାଣିବା ପାଇଁ ପାଇବେ କି ସେହି ଝିଅ ଭାଗ୍ୟଶାଳୀ ଅଟେ । ଆଉ ଡେରି ନକରି ଆସନ୍ତୁ ଜାଣିବା ।
୧- ସୁଲକ୍ଷ୍ମୀ ଝିଅଙ୍କ କାନ ଟିକେ ନାଲିଆ ହୋଇଥାଏ । ତଳ ଆଡୁ ମୁନିଆ ଏବଂ ଉପର ଆଦି ଓସାରିଆ ଏବଂ ମୋଟା ହୋଇଥାଏ ତେବେ ଏଭଳି ଝିଅ ଭାଗ୍ୟଶାଳୀ ହୋଇଥାନ୍ତି । ୨- ଯେଉଁ କନ୍ୟାଙ୍କ ଗୋଡର ଆଙ୍ଗୁଠି ଟିକିଏ ଉପରକୁ ଉଠି ଲାଗି ଲାଗି ହୋଇ ରହିଥାଏ ଏହା ଜୀବନରେ ସମୃଦ୍ଧିଶାଳି ହେବାର ଲକ୍ଷଣ ହୋଇଥାଏ । ୩- ଭାଗ୍ୟଶାଳୀ କନ୍ୟାଙ୍କ ହାତ ଲାମ୍ବା ହୋଇଥାଏ ।
୪- ଯେଉଁ କନ୍ୟାଙ୍କର ନାଭି ବହୁତ ଗଭୀର ହୋଇଥାଏ ସେହିମନେ ବହୁତ ଭାଗ୍ୟଶାଳୀ ଅଟନ୍ତି । ୫- ଜନ୍ମ ସମୟରୁ ଯେଉଁ କନ୍ୟାଙ୍କର ଆଖିର ଧଳା ଭାଗଟି ପୁରା କ୍ଷୀର ଭଳି ଧଳା ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ୬- ଯେଉଁ ମହିଳାଙ୍କ ପାଦ ତଳ ଚିକ୍କଣ ହୋଇଥାଏ ସେମାନେ ପରିବାର ପାଇଁ ବହୁତ ଅଧିକ ଶୁଭ ହୋଇଥାନ୍ତି । ଯେଉଁ କନ୍ୟାଙ୍କର ପାଦର ଗୋଇଠି ସର୍ବଦା ଫାଟୁଥାଏ ସେମାନେ ସବୁବେଳେ ଦୁଃଖରେ ଜୀବନ କଟାଇଥାନ୍ତି ।
୭- ଯେଉଁ ମହିଳାଙ୍କ କପାଳ ବାହାର ପଟକୁ ବାହାରିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ୮- ଯେଉଁ ମହିଳାଙ୍କ ଆଇବ୍ରୋ ଭିତରେ କଳାଜାଇ ରହିଥାଏ ସେମାନଙ୍କୁ ଶୁଭ ବୋଲି ବିବେଚନା କରାଯାଏ । ୯- ଚିକ୍କଣ ଏବଂ ଲାଲ ଜିଭ ଥିବା ମହିଳା ମାନେ ସାରା ଜୀବନ ପାଇଁ ସୌଭାଗ୍ୟଶାଳୀ ହୋଇଥାନ୍ତି । ୧୦- ନାଭିର ଟିକେ ତଳକୁ କଳାଜାଇ ଥିବା ମହିଳା ମାନଙ୍କୁ ବହୁତ ସୌଭାଗ୍ୟଶାଳୀ ମନାଯାଏ । କାରଣ ଏହା ସୌଭାଗ୍ଯକୁ ଦର୍ଶାଇବାର ଭଲ ସଙ୍କେତ ଅଟେ ।
୧୧- ଛୋଟ ବେକ ଥିବା ମହିଳା ମାନଙ୍କୁ ବହୁତ ଶୁଭ ମନାଯାଇଥାଏ । ୧୨- ଯେଉଁ କନ୍ୟାଙ୍କର ଓଠ ଲାଲ ହୋଇଥାଏ ସେମାନେ ରହୁଥିବା ଜାଗାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ୧୩- କୌଣସି କନ୍ୟାଙ୍କର ପାଦରେ ଫୁଲ ପଦ୍ମ କିମ୍ବା ଶଙ୍ଖର ଚିହ୍ନ ଥିଲେ ସେମାନେ ଉଚ୍ଚ ଅଧିକାରୀଙ୍କ ପତ୍ନୀ ହେବାର ସୌଭାଗ୍ଯ ନେଇ ଜନ୍ମ ହୋଇଥାନ୍ତି ।
୧୪- ଆଗକୁ ବଡ ହୋଇ ବାହାରିଥିବା ନାକ ଐସୋର୍ଜ୍ୟ ଦେଇଥାଏ ଜୀବନରେ । ୧୫- ଗୋଇଠିରେ ସର୍ପ ଆକୃତିର ଚିହ୍ନ ହୋଇଥିଲେ ତାଙ୍କ ଉପରେ ଭଗବାନଙ୍କ କୃପା ସର୍ବଦା ରହିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।