ଜ୍ୟୋତିଷ

ତୁଳା ରାଶି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ଜାଣନ୍ତୁ ନିଜ ଜୀବନର କିଛି ଗୁପ୍ତ ରହସ୍ୟ…

ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା ତୁଳା ରାଶିର  ବ୍ୟକ୍ତି ବିଶେଷ ମାନଙ୍କ ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ରହସ୍ୟମୟ କଥା ବିଷୟରେ ଯେମିତିକି ଚରିତ୍ର ସ୍ଵଭାବ , ଖାଦ୍ୟ ରୁଚି , କର୍ମ କ୍ଷେତ୍ର , ଶିକ୍ଷା , ଜୀବନ ଆଉ ଆୟୁଷ କାଳ  ଏମିତି କିଛି ବିଷୟରେ ଆଜି ଜାଣିବା । ତୁଳା ରାଶିକୁ ସାଧାରଣତ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା ଚଉଦ ବାଏ  ସାତ ଚିତ୍ରା ନକ୍ଷତ୍ର  ତୁଳା ରାଶି ଏମାନେ  ହେଉଛନ୍ତି ଦାନବ ଗଣ  ତାମସିକ ଭକ୍ତିରେ ବିଶ୍ଵାସ କରନ୍ତି । ପନ୍ଦର ବାଏ ସାତ ସ୍ଵାତି ନକ୍ଷତ୍ର ତୁଳା ରାଶି ଏମାନେ ହେଉଛନ୍ତି ଦେବ ଗଣ ଧର୍ମ ବିଶ୍ଵାସୀ ।

ଷୋହଳ ବାଏ ସାତ ବିଷାକା ନକ୍ଷତ୍ର ତୁଳା ରାଶି ଏମାନେ ହେଉଛନ୍ତି ଦାନବ ଗଣ  ପ୍ରକୃତି ପ୍ରିୟ ଅଟନ୍ତି । ତୁଳା ରାଶିର ବ୍ୟକ୍ତି ପରିଶ୍ରମୀ , ଦୂରସାହାସୀ , ପରଉପକାରୀ , ବିଦ୍ଵାନ , ପରାମର୍ଶ ଦାତା , ମେଳାପୀ , ସ୍ତ୍ରୀପ୍ରିୟ ଏବଂ ଅନ୍ୟର ମତକୁ ସମ୍ମାନ ଦେଇଥାନ୍ତି । ଏହା ଛଡା ଏକ ଜିଦିୟା , ମନ୍ଦ ଗୁଣ ମାଳୀ ମକଦମା ପ୍ରିୟ , ଭୋଗ ବିଳାସୀ ସୁସମ୍ପର୍କରେ ପ୍ରଚୁର ଅର୍ଥ ବେୟ କରିବା ଆଦି ।

ତୁଳା ରାଶିର ବ୍ୟକ୍ତିକର ରୋଗ ମେରୁ ଦଣ୍ଡରେ ପୀଡା ,ଚର୍ମ , ହୃଦୟ ରୋଗ  , ପେଟ ଜନିତ ସମସ୍ୟା , ପଶୁ ଦ୍ଵାରା ଆଘାତ , କଣ୍ଟ ସମନ୍ଧୀୟ ରୋଗ , ଗୁପ୍ତ ସ୍ଥାନରେ ରୋଗ ଆଦି ତୁଳା ରାଶିର ଲୋକମାନକୁ ହୋଇଥାଏ । ତୁଳା ରାଶି ବ୍ୟକ୍ତିକର କର୍ମ , ଆଇନ ପରାମର୍ଶଦାତା ,ଲେଖକ ,  କ୍ରୟ ବିକ୍ରୟ କରି , ଶିକ୍ଷକ , କୃଷକ , ଲୁଗା ବ୍ୟବସାୟୀ , ସୁଗନ୍ଧ ବ୍ୟବସାୟୀ  , ଖୋଲା ମନ ସ୍ତ୍ରୀ ଏବଂ ସନ୍ତାନ ପ୍ରତି ଦୟାଳୁ ଅଟନ୍ତି ।

କନ୍ୟା ସନ୍ତାନ ଠାରୁ ଯେତେ ସୁଖ ପାଇବେ ପୁତ୍ର ସନ୍ତାନ ଠାରୁ  ସେତେ ସୁଖ ପାଇବେ ନାହିଁ ।  ବାଡି ବଗିଚା ପ୍ରତି ଯତନ୍ନ , ପଶୁ ପକ୍ଷୀ ପାଳନ ସର୍ବଦା ପରାଧୀନ ତାକୁ   ନା ପସନ୍ଦ କରି  ସ୍ଵାଧୀନ ଭାବରେ ଜୀବନଯାପନ କରିବା  , ଦୋଷୀ କୁ କ୍ଷମା ଦେବା ।  ଏହି ରାଶିମାନଏନକେ ଜନ୍ମ କାଳ ସୁଖ ରେ କଟିବ ମାଧ୍ୟମ କାଳ ସାମାନ୍ୟ ସୁଖ ଓ ଶେଷ କାଳ  ଦୁଃଖ ଅନୁଭବ କରିବେ ।  ଅଶୁଭ ପ୍ରତି ମାସର ୫,  ୧୦ ,୧୨ , ୧୪   ଏବଂ ୨୦ ତାରିଖ  ଏବଂ ଶନିବାର ଦିନ ଟି କ୍ଷତି କର ଅଟେ ।

ଏହି ଦିନ ମାନଙ୍କ ରେ ଦେବ ପୂଜା କରିବା ଉଚିତ ମେଷ ,ସିଂହ , ଧନୁ ରାଶି ବ୍ୟକ୍ତି  ପାଇଁ ଲାଲ ରଙ୍ଗ ବସ୍ତ୍ର ବା ଲାଲ ରଙ୍ଗ ରେ ଜିନିଷ ଅଶୁଭ ହୋଇଥାଏ । ଅଧିକ ସମୟ ବିଦେଶ ଯାତ୍ରା , ଆୟ ଅପେକ୍ଷା ବେୟ ଅଧିକ , ଘରେ ଅଶାନ୍ତି  , ଚାକିରୀରେ ପ୍ରୋମସନ ର ଯୋଗ ଅଛି । ଏମାନଙ୍କ ଶୁଭ ଗ୍ରହ ଶୁକ୍ର ଅଟନ୍ତି । ଏମାନେ ଦାନ ପୂଣ୍ୟ କାମରୁ ବିମୁଖ ହୋଇଥାନ୍ତି , ଗ୍ରହ ଶାନ୍ତି ନିମନ୍ତେ ରୂପା ପୂଜା କରି ପିନ୍ଧିବା ଉଚିତ୍ ।

ଆପଣଙ୍କ ଶୁଭ ରଙ୍ଗ ହେଉଛି ଧୋଳା ଆଉ ବାର ହେଉଛି ଶୁକ୍ର ବାର ଏବଂ ଶୁଭ ଦିଗ ହେଉଛି ପୂର୍ବ ଏବଂ ଘାଟ ବାର ଗୁରୁବାର  ଶୁଭ ସଂଖ୍ୟା ୧ ,୨,୪,୭  ଅଟେ । ତୁଳା ରାଶି ଙ୍କର ବିବାହ ବୟସ ୧୪ ରୁ ୨୨ ଓ ୨୪ ରୁ  ୩୨ ବୟସ ମଧ୍ୟରେ ଅଧିକ ବିବାହ  ହୋଇଥାଏ ।  ତୁଳା ରାଶି ବ୍ୟକ୍ତି ଏହି ସବୁ ବିଷୟ ପ୍ରତି ଧ୍ୟାନ ଉଚିତ  । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button