ଜ୍ୟୋତିଷ

2022 ରୁ 2027 ଯାଏ ପବନ ବେଗରେ ଦୌଡିବ ବୃଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ, ରଚିବେ ନୂଆ ଇତିହାସ

ରାଶି ଚକ୍ର ରେ ୧୨ ଟି ରାଶି ଅଛି ଯାହା ପାଇଁ ଦେଖିବା କୁ ଗଲେ ଆପଣ ଜଣାଇ ପାରିବେ ସବୁ ରାଶିର ବ୍ୟବହାର ଅଲଗା ଅଲଗା ଓ ଏହାର ସ୍ଵଭାବ ମଧ୍ୟ ଅଲଗା ଅଲଗା ହୋଇ ଥାଏ । ଆମେ ଆଜି କହିବା ପାଇଁ ଯାଉଛୁ ବୃଷ ରାଶିର ଲୋକଙ୍କ ବିଶୟରେ । ଏହା ସହ ଆମେ କହିବା ପାଇ ଯାଉଛୁ କି ଏମାନେ ୨୦୨୨ ରୁ ୨୦୨୭ ଭିତରେ ଖୁବ ଲାଭବାନ ହୋଇ ପାରିବେ କିନ୍ତୁ ଜାଣି ନେବା ଆସନ୍ତୁ ଏମାନେ କଣ କଣ ପାଇଁ ଅସୁବିଧାରେ ଭୁଲ କରି ବସନ୍ତୀ ।

ସେମାନଙ୍କ ସ୍ଵଭାବ ଓ ସେମାନଙ୍କ ବ୍ୟକ୍ତିତ୍ବ ବିଷୟରେ । ଏହି ରାଶିର ଲୋକ ମାନେ ସାଧାରଣ ଭାବେ ଖୁବ ଗୁରୁଭାକ୍ତ ହୋଇ ଥାନ୍ତି ଓ ଏମାନେ ଆଜ୍ଞା କାରୀ ମଧ୍ୟ ହୋଇ ଥାନ୍ତି । ଏମାନେ ସବୁ ବେଳେ କିଛି କାମ କୁ ନେଇକି ବ୍ୟସ୍ତ ରେ ରହିବା ପାଇଁ ଭଲ ପାନ୍ତି । ଏମାନେ ଯାହା ଉପରେ ଠାରେ ବିଶ୍ବାଶ କ୍ରାନ୍ତି । ତାହା ଉପରେ ନିଜର ଅନ୍ଧ ବିଶ୍ବାଶ କରି ଚାଲନ୍ତି । ଏମାନେ ସାଧାରଣ ଭାବେ ଦେଖିବା ପାଇଁ ଗଲେ କିଛି ଅଲଗା ପ୍ରକୃତିର ହୋଇ ଥାନ୍ତି ଯେଉଁ ଭଳିକି କହିବା ପାଇଁ ଗଲେ ଏମାନେ ସବୁ ବେଳେ ନୂଆ ଗାଡି ନୂଆ ଡ୍ରେସ ଓ ନୂଆ ଜିନିଷ କୁ ଆପଣେଇବା ପାଇଁ ପସନ୍ଦ କରି ଥାନ୍ତି । ଏମାନେ କେବେ ହେଲେ ଭି କମ ଜିନିଷରେ ସନ୍ତୁଷ୍ଟି ହୋଇ ନଥାନ୍ତି । ଏମାନେ ଭଲ ପ୍ରେମୀ ମଧ୍ୟ ହୋଇ ଥାନ୍ତି ଓ ନିଜ ପ୍ରେମ ଜୀବନରେ ଏମାନେ ଖୁବ ଭଲ ଥାନ୍ତି ।

ନିଜ ପ୍ରେମିକା କିମ୍ବା ପ୍ରେମିକ କୁ କେବେ ଭି ଏମାନେ କଷ୍ଟ ଦେଇ ନଥାନ୍ତି । ଏମାନେ ସବୁ ବେଳେ କିଛି ନା କିଛି କରି ଯାହାକୁ ପ୍ରେମ କରନ୍ତି ତାକୁ ହିଁ ବିବାହ କରନ୍ତି । ଏମାନେ ଦେଖିବା ପାଇଁ ସୁନ୍ଦର ଥାନ୍ତି ଓ ଏମାନେ ନିଜ ଆଡକୁ ସଭ୍ୟ ଙ୍କୁ ଆକର୍ଷିତ କରି ଦେଇ ପରି ଥାନ୍ତି । ଏମାନେ ବହୁ ସମୟରେ ନିଜ ଅଳସୁଆମୀ ଗୁଣ ପାଇଁ ବହୁ କିଛି ନିଜ ହାତରୁ ଛାଡି ଦେଇ ଥାନ୍ତି । ଏମାନେ ସାହଶି ମଧ୍ୟ ଅଟନ୍ତି । ଏମାନେ କ୍ଷୀଣ ରାଗି ହୋଇ ଥାନ୍ତି ଓ ଏମାନେ ଯାହା ବୁଝିଥିବେ ସେୟା ହିଁ କରନ୍ତି ଏମାନଙ୍କୁ ବୁଝାଇବା ଏତେ ସହଜ ନୁହେଁ ଏମାନେ ସବୁ ବେଳେ କିଛି ନା କିଛି କାମ କୁ କରିବା ପାଇ ତୁର ତୁର ହୁଅନ୍ତି ଯାହା ପାଇଁ ଏମାନେ ଭୁଲ କରି ବସନ୍ତୀ ।

ଆଗାମୀ ୫ ବର୍ଷରେ ଏହି ରାଶି ପାଇଁ ଭାଗ୍ୟ ଖୋଲିଯିବ କିନ୍ତୁ ସେମାନେ ନିଜର ଖରାପ ଗୁଣ ପାଇଁ ଅସୁବିଧାରେ ପଡି ଯାଇ ପାରନ୍ତି । ଏମାନେ ବହୁତ ଭଲ ପରିଣାମ ପାଇବେ ବ୍ୟବଶାୟରେ ଓ ଏହା ସହ ଏମାନେ ଚାକିରି ରେ ମଧ୍ୟ ଭଲ ପରିଣାମ ପାଇବେ କେବଳ ସେତିକି ନୁହେଁ ପରିବାରରେ ଶାନ୍ତି ଓ ଖୁଶି ପୂର୍ଣ୍ଣ ରହିବ । ସବୁ ପ୍ରକାର ଭୌତିକ ଓ ମୌଳିକ ଖୁଶି ପାଇବା ପାଇଁ ଯାଉଛନ୍ତି । ମାନଶୀକ ଶାନ୍ତି ରହିବ ନିଶ୍ଚିତ ଭାବେ ଏମାନଙ୍କ ମନରେ । ଏମାନେ ସବୁ ବେଳେ ପରୌପକାର କରିବେ ଯାହା ପାଇଁ ଏମାନେ ଆଗାମୀ ଦିନ ମାନଙ୍କ ରେ ଆହୁରି ଭଲ ପରିଣାମ ପାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button