ଜାଣନ୍ତୁ ଆଜିର ରାଶିଫଳ – Kalinga News

[ad_1]
ମେଷ: ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରନ୍ତୁ ନାହିଁ। ଭ୍ରମଣ ସୁଖ ରହିଛି। କାମରେ ଜୀବନସାଥୀର ସହଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।

Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କିଛି ମାମଲାରେ ଆପଣଙ୍କ ବୁଦ୍ଧିରେ କାମ କରିବାକୁ ହେବ। ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା ହେବ। ସମାଜରେ ମାନସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ଆୟରେ ବୃଦ୍ଧି ହେବ।
ମିଥୁନ: ଆପଣଙ୍କ ଭିତରେ ନୂଆ ଆଶା ଓ ଖୁସି ରହିବ। ଆପଣ କୌଣସି ବନ୍ଧୁର ସହଯୋଗ ପାଇବେ। କୌଣସି ସଂଶୟରୁ ମୁକ୍ତି ପାଇବେ। ଘରେ ଖୁସିର ପରିବେଶ ରହିବ। ବେପାରରେ ଲାଭ ହେବ।
କର୍କଟ: କାମ ସଂପୂର୍ଣ୍ଣ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଜୀବନସାଥୀର ସଂପୂର୍ଣ୍ଣ ରୂପେ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବିଦ୍ୟାର୍ଥୀ ମନ ଲଗାଇ ପଢ଼ିବେ।
ସିଂହ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ। ଆପଣଙ୍କ କାମ ପୂରା କରିବାରେ ସମୟ ଲାଗିପାରେ। ଫାଲ୍ତୁ କଥାଠୁ ଦୂରରେ ରହନ୍ତୁ। ରାଜନୀତିରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ।
କନ୍ୟା: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ବନ୍ଧୁ ସହାୟତାରେ ଆୟର ସାଧନ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପରିଶ୍ରମରେ ଆପଣ ପ୍ରସିଦ୍ଧି ବଢ଼ାଇବେ। କୌଣସି ବନ୍ଧୁ ଘରକୁ ଯିବା ପାଇଁ ନିମନ୍ତ୍ରଣ ଆସିବ।
ତୁଳା: ଏଭଳି ଜାଗାରୁ ଡାକରା ଆସିବ ଯାହା ଦୀର୍ଘ ଦିନରୁ ଯାଇନାହାନ୍ତି। ଆପଣଙ୍କୁ ଟଙ୍କାପଇସାର ଆବଶ୍ୟକତା ହେବ। କ୍ୟାରିୟରକୁ ନେଇ ଅନୁଭବୀଙ୍କ ଠାରୁ ପରାମର୍ଶ ନେବେ। ପ୍ରେମ ଜୀବନ ଭଲ ରହିବ।
ବିଛା: ଆପଣଙ୍କ ଦିନଚର୍ଯ୍ୟା ଭଲ ରହିବ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଦିନଟି ଭଲ। ଅସହାୟଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିବେ।
ଧନୁ: ପଡ଼ୋଶୀରେ ହେଉଥିବା ଭଜନ କୀର୍ତ୍ତନ ପରିବାର ସହ ସମ୍ମିଳିତ ହେବେ। ବ୍ୟବସାୟରେ ପରିବର୍ତ୍ତନ ପାଇଁ ବାପାଙ୍କ ସହ କଥାବାର୍ତ୍ତା କରିବେ। ରାଜନୀତି କ୍ଷେତରେ ଥିବା ଲୋକ ସଭାରେ ଭାଷଣ ଦେବାର ମଉକା ପାଇବେ।
ମକର: ବାପା ମାଆଙ୍କୁ ନିଜର ମନର କଥା କହିବେ। କାହାରି ଠାରୁ ଫୋନ୍ରେ ଶୁଭ ସୂଚନା ପାଇବେ। ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାଇ ଭଉଣୀଙ୍କର ସହଯୋଗ ପାଇବେ।
କୁମ୍ଭ: ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ଲେଖନ କ୍ଷେତ୍ରରେ ଥିବା ଲୋକଙ୍କୁ ଖୁସି ଖବର ମିଳିବ। ରୋଜଗାରର ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।
ମୀନ: ବନ୍ଧୁ ଆଉ ସଂପର୍କୀୟ ସହିତ ଭଲ ତାଳମେଳ ରହିବେ। ଜମି ସଂପର୍କିତ ସମସ୍ୟା ଅଧିକ ଯାଆସ ପରେ କାମ ହୋଇଯିବ। ସିଲାଇ କାମ କରୁଥିବା ଲୋକଙ୍କୁ ଭଲ ଲାଭ ହେବ।
[ad_2]