ସ୍ୱାସ୍ଥ୍ୟ

Cancer ର ଶତୃ ମୂଳା ! ଏହା ସହ ଅନେକ ରୋଗରୁ ଦେଇଥାଏ ମୁକ୍ତି, ଫାଇଦା ଏତେ କି ଆଗରୁ ଆପଣ କେବେ ବି ଜାଣିଥିବେ

ନମସ୍କାର ବନ୍ଧୁଗଣ , ଆମେ ବିଭିନ୍ନ ପ୍ରକାରର ପନିପରିବା ଖାଇଥାଉ । ସବୁଜ ପନିପରିବା ଆମ ଶରୀର ପାଇଁ ବହୁତ ଶକ୍ତିଯୁକ୍ତ ହୋଇଥାଏ । ଆମିଷ ଠାରୁ ପନିପରିବା ର ସେବନ କରିବା ବହୁତ ଉପକାରୀ ହୋଇଥାଏ । ସବୁ ପନିପରିବା ଆମ ପାଇଁ ଉପକାରୀ ହୋଇଥାଏ । କିନ୍ତୁ ମୂଳାରେ କିଛି ବିଶେଷ ଗୁଣ ରହିଛି । ଯାହା ଆମ ଶରୀର ର ପାଇଁ ବିଶେଷ ଧରଣର କାମ କରିଥାଏ । ଆଜି ଆମେ ଜାଣିବା ମୂଳାର ବିଶେଷ ଗୁଣ ବିଷୟରେ ।

ଏହା ସହିତ ମୂଳା ଖାଇବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ ହୋଇଥାଏ । ଆସନ୍ତୁ ଜାଣିବା ମୂଳା ଖାଇବା ଦ୍ଵାରା କ’ଣ କ’ଣ ଉପକାରିତା ହୋଇଥାଏ । ମୂଳା ଆମ ଶରୀରରେ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏହା ଆମ ପେଟରୁ ଆବ୍ୟଜର୍ନା କୁ ବାହାର କରି ସଫା କରିଥାଏ । ପେଟରେ ଗ୍ୟାସଷ୍ଟିକ ସୃଷ୍ଟି ହେବାକୁ ମଧ୍ୟ କମ କରିଥାଏ । ଏହି ସବୁ ହେଉଛି ଆମେ ସାଧାରଣ ଭାବରେ ଜାଣିଥିବା ବିଷୟବସ୍ତୁ ଅଟେ ।

କିନ୍ତୁ ଏପରି କିଛି ଅଜଣା ବିଷୟ ଅଛି , ଯାହାକୁ ଜାଣିବା ନିହାତି ଜରୁରୀ ଅଟେ । ମୂଳା ଆମ ଶରୀରରେ କ୍ୟାନସର ରୋଗ ହେବାକୁ ଦେଇନଥାଏ । ମୂଳା ଖାଇବା ଦ୍ଵାରା କ୍ୟାନସର ହେବାର ସମ୍ଭାବନା କମ ହୋଇଥାଏ । ଅଥବା ଯେଉଁ ବ୍ୟକ୍ତିଙ୍କୁ କ୍ୟାନସର ହୋଇଥାଏ । ସେହି କ୍ଷେତ୍ରରେ ମଧ୍ୟ ଏହା କ୍ୟାନସର କୁ ନଷ୍ଟ କରିବାରେ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ମୂଳା ଚାରି ପ୍ରକରାର କ୍ୟାନସର କୁ ଅଟକାଇ ଥାଏ , ତାହା ହେଉଛି ଗଳା କ୍ୟାନସର , ପେଟ କ୍ୟାନସର , ଅନ୍ତଃନଳୀ କ୍ୟାନସର ଓ ବ୍ରେସ୍ଟ କ୍ୟାନସର ଏହି ଚାରି ପ୍ରକାରର କ୍ୟାନସର କୁ ମୂଳା ବୃଦ୍ଧି ହେବାକୁ ଦେଇନଥାଏ । ଏହା ଛଡା ଆପଣଙ୍କ ଲିଭର ଓ ରକ୍ତକୁ ମଧ୍ୟ ଶୁଚି କରିଥାଏ । ମୂଳ ଏମିତି କିଛି ପୋଷକ ରହିଛି , ଯାହା ଆପଣମାନଙ୍କ ହୃଦୟ ପାଇଁ ବହୁତ ଭଲରେ କାମ କରିଥାଏ ।

ଏଥିରେ ANTHOCYANIN ନାମକ ପୋଷକ ପାଇଥାଉ ଯାହା ଆମ ହୃଦୟ ପ୍ରକ୍ରିୟାର କାମକୁ ଭଲ ଭାବରେ କରିବାରେ ସାହାଯ୍ୟ କରିଥାଏ । ଏହା ଆମ ହୃଦୟର ଅସୁବିଧା କୁ ଦୂର କରିଥାଏ । କାରଣ ଏଥିରେ ଭିଟାମିନ – ସି ଓ FLAVONOIDS ରହିଛି , ଯାହା ଆମ ଶରୀରର କ୍ଷତି ସ୍ଥାନକୁ ପୂରଣ କରିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣଙ୍କ ରକ୍ତଚାପ ଅଧିକ ଥାଏ , ତେବେ ମୂଳାର ସେବନ ଦ୍ଵାରା ଏହା ନିୟନ୍ତ୍ରଣକୁ ଆସିଥାଏ । ଆୟୁର୍ବେଦ ଅନୁସାରେ ମୂଳା ଆପଣଙ୍କ ଶରୀରରେ ରକ୍ତ ରେ ହେଉଥିବା ଗରମ କୁ ନିୟମିତ ରଖିଥାଏ । ଯଦି ଆପଣ ଏକ ଗ୍ଲାସ ମୂଳା ରସ ବାହାର କରି ଏଥିରେ ଟିକେ ଲୁଣ ପକେଇ ଅଧା ଚାମୁଚ ଲେମ୍ବୁ ପିଇବେ । ତେବେ ଆପଣଙ୍କ କିଡନି ରେ କୋଣସି ଇନଫେକସନ୍ ହୋଇଥାଏ , ତାହା ଦୂର ହୋଇଥାଏ ।

ମୁଲାର -ପତ୍ର କୁ ଆମେ ସ୍କିନ ଉପରେ ମଧ୍ୟ ପ୍ରୋୟଗ କରିପାରିବା । ଯାହା ଆମ ସ୍କିନ ର ଅସୁବିଧା ଗୁଡିକୁ ଦୂର କରିଥାଏ । ଏହି ସବୁ ହେଉଛି ମୂଳା ର ଉପକାରିତା । ଏହି ପୋଷ୍ଟ ଆପଣଙ୍କୁ ଭଲ ଲାଗିଥାଏ ଲାଇକ କରନ୍ତୁ । ଆପଣମାନଙ୍କୁ ବନ୍ଧୁ ଏବଂ ନିଜର ଲୋକଙ୍କୁ ଶେୟାର । ଆପଣଙ୍କ ମତକୁ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button