ଜ୍ୟୋତିଷ

Vastu Tips- ମୁଖ୍ୟ ଦ୍ଵାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ, ଘର ଛାଡି ଚାଲି ଯାଆନ୍ତି ମା ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ , ଘର ର ମୁଖ୍ୟ ଦ୍ଵାର ରେ ଭୁଲ୍ ରେ ବି ରଖନ୍ତୁ ନାହିଁ ଏହି ଜିନିଷ ମାତା ଲକ୍ଷ୍ମୀ ହୁଅନ୍ତି ଅଶାନ୍ତି । ଆପଣଙ୍କ ଘର ର ଦୁଆର ମୁହଁରେ ଯଦି ରଖୁଛନ୍ତି ଏହି ପାଞ୍ଚଟି ଜିନିଷ ମଧ୍ୟରୁ ଗୋଟିଏ ବି ତେବେ ମା ‘ ଲକ୍ଷ୍ମୀ ଆପଣଙ୍କ ଘରକୁ ଆସନ୍ତି ନାହିଁ । ମା ‘ ଲକ୍ଷ୍ମୀ ଏହି ଘରେ ଅଶାନ୍ତି ହୋଇ ଚାଲିଯାଇଥାନ୍ତି । ସେ ଘରେ ସୁଖ , ସମବୃଦ୍ଧି , ଧନ କେବେ ବି ଆସିନଥାଏ । ଆଜି ଆମେ ଜାଣିବା ଯେ ଘର ର ସୁଖ ସମବୃଦ୍ଧି ,

ଏବଂ ଘର ର ଲୋକେ ସବୁ ବେଳେ ଖୁସିରେ ରଖିବା ପାଇଁ ଘରର ଦୁଆର ମୁହଁରେ ରଖନ୍ତୁ ଏହି ଜିନିଷ ଏବଂ ଏହାକୁ କିପରି ରଖିବା ଉଚିତ୍ ହୋଇଥାଏ । ଆମ ଘର ମାନଙ୍କରରେ ଘର ର ପ୍ରବେଶ ଦ୍ଵାର ମୁଖ୍ୟ ହୋଇଥାଏ । ଯଦି ଆମେ ଅଜଣା ଭାବରେ ଏମିତି କିଛି ଜିନିଷ ରଖିଦେଇଥାଉ ତେବେ ଘରେ ନକାରାତ୍ମକ ଊର୍ଜାର ପ୍ରଭାବ ପଡିଥାଏ ।

ଘରର ମୁଖ୍ୟ ଦ୍ଵାର ରେ କିଛି ଲୋକେ ଗଛ ଲଗାଇ ଥାନ୍ତି ଯାହା ବଢି ତାର ଛାଇ ମୁଖ୍ୟ ଦ୍ଵାର ଉପରେ ପଡେ ଏବଂ ଆଉ କିଛି ଲୋକେ ଜୋତା , ଚପଳ ରଖିଦିଅନ୍ତି । କିନ୍ତୁ ଏହା କରିବା ଅନୁଚିତ୍ ହୋଇଥାଏ ତେଣୁ ମୁଖ୍ୟ ଦ୍ଵାର କୁ ସଫା ସୁତୁରା ରଖନ୍ତୁ । ମୁଖ୍ୟ ଦ୍ଵାରରେ ରଙ୍ଗୋଲି କରନ୍ତୁ ଏବଂ ଓମ ଲେଖନ୍ତୁ ଏହା କରିବା ଦ୍ଵାରା ମଧ୍ୟ ମା ‘ ଲକ୍ଷ୍ମୀ ଆମ ଘର କୁ ଆସିଥାନ୍ତି । ଘରେ ସାକାରାତ୍ମକ ଶକ୍ତିର ଆସିଥାଏ ।

ଘରର ମୁଖ୍ୟ ଦ୍ଵାର କୁ କେବେ ବି ଅନ୍ଧାର ରଖିବେ ନାହିଁ । ଘର ର ମୁଖ୍ୟ ଦ୍ଵାର ରେ ଗୋଟିଏ ବଲବ ରଖନ୍ତୁ ବା ଦୀପ ଜଳି ରଖିଦିଅନ୍ତୁ । ଅନ୍ଧାର ଥିବା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି । ଘରର ମୁଖ୍ୟ ଦ୍ଵାର ରେ ଭୁଲ ଧାରଣ ର ଗଛ ଲଗାଇବା ଅନୁଚିତ ହୋଇଥାଏ । ଯେପରିକି ଗୋଲାପ ଗଛ ଲଗେଇବା ଦ୍ଵାରା କଣ୍ଡା ଥିବା ଗଛା ଘର ର ଦ୍ଵାର ପାଇଁ ଅଶୁଭ ହୋଇଥାଏ ଏବଂ ମନିପ୍ଲାଣ୍ଟ ଗଛ ମଧ୍ୟ ଘରର ଦ୍ଵାର ରେ ଲଗାଇବା ଅନୁଚିତ୍ ହୋଇଥାଏ ।

ମନିପ୍ଲାଣ୍ଟ ଗଛ ଲଗେଇବା ଭଲ ହୋଇଥାଏ କିନ୍ତୁ ମୁଖ୍ୟ ଦ୍ଵାର ରେ ଲଗାଇବା ଅନୁଚିତ୍ । ତେଣୁ ଏହି ଗଛ କୁ ଘରର ଭିତରେ ଲଗାନ୍ତୁ । ଘରର ବସ୍ତୁ କୁ ଠିକ ରଖିବା ପାଇଁ ଦୁଆର ମୁହଁରେ ତୁଲସୀ ଗଛ ଲଗେଇବା ଉଚିତ୍ ହୋଇଥାଏ । ମା ‘ ତୁଲସୀଙ୍କ ଗଛ ଯେଉଁ ଘରର ମୁଖ୍ୟ ଦ୍ଵାର ରେ ରହିଥାଏ ସେହି ଘରେ ସକାରାତ୍ମକ ଶକ୍ତିର ବାସ ସର୍ବଦା ରହିଥାଏ ।

ଘର ର ମୁଖ୍ୟ ଦ୍ଵାର ପିକା ରଙ୍ଗ ହେବା ଉଚିତ୍ । ଘରର କବାଟ ଖୋଲିବା ସମୟରେ ସବୁ ବେଳେ ମନେ ରଖିବେ ଯେ ଏଥିରୁ ଶବ୍ଦ ଯେପରି ନ ହେଉ ନଚେତ୍ ଏହା ନକାରାତ୍ମକ ଶକ୍ତି ର ଊର୍ଜା କୁ ବୃଦ୍ଧି କରିଥାଏ । ଘରର ମୁଖ୍ୟ ଦ୍ଵାର ଉତ୍ତର ଦିଗକୁ ହେବା ଉଚିତ୍ । ତେଣୁ ଘର ର ମୁଖ୍ୟ ଦ୍ଵାର ରେ ଏସବୁ ଜିନିଷ ପ୍ରତି ଧାନ ଦେବା ଉଚିତ୍ ନଚେତ୍ ମାତା ଲକ୍ଷ୍ମୀ ଅଶାନ୍ତି ହୋଇଯାଇଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button