ଦେଶ- ବିଦେଶ

Chanakya Niti- ପୁରୁଷଙ୍କୁ ଏହି 3 ଟି କାମ କରିବାରେ କେବେ ବି ଲାଜ କରିବା ଉଚିତ ନୁହେଁ

ନମସ୍କାର ବନ୍ଧୁଗଣ, ନାରୀର ଗହଣା ହୋଇଥାଏ ଲାଜ କିନ୍ତୁ ଗୋଟେ ପୁରୁଷର ମର୍ଯ୍ୟାଦା ଦେଇଥାଏ ତାର ସାହସ । ଯେଉଁ ପୁରୁଷ ଲାଜ କରିଥାଏ ତାକୁ ଦୁନିଆ ପୁରୁଷରେ ବିବେଚନା କରିନଥାଏ । ତେବେ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ ପୁରୁଷ ମାନେ କରିବା ପାଇଁ ବିଲକୁଲ ମଧ୍ୟ ଲାଜ କରିବା ଉଚିତ ନୁହେଁ । ନିଜ ହକରେ ଥିବା କାର୍ଯ୍ୟକୁ କରିବା ପାଇଁ ଯେଉଁ ମଣିଷ ଲାଜ କରିଥାଏ ସେମାନଙ୍କ ଜୀବନରେ ଦୁଃଖ କଷ୍ଟ ଥାଏ । ତେବେ ଆସନ୍ତୁ ଜାଣିବା ସେହି କାମ ସମ୍ପର୍କରେ ।

୧- ପ୍ରେମ ସମ୍ପର୍କରୁ ମଜବୁତ କରିବା ପାଇଁ ବୁଝାବଣା ହେବା ଜରୁରୀ ହୋଇଥାଏ । ଯେଉଁ ପ୍ରେମୀ ଯୁଗଳ ପରସ୍ପରକୁ ଲାଜ କରି ନିଜ ମନ କଥା କହିପାରନ୍ତି ନାହିଁ ମନରେ ରଖି ଚୁପ ରହିଯାଇଥାନ୍ତି ସେମାନଙ୍କ ସମ୍ପର୍କ ଦୁର୍ବଳ ହେବାକୁ ଲାଗିଥାଏ । ସେହିଭଳି ଯଦି ପୁରୁଷ ନିଜ ସାଥିଙ୍କ ସହ ସମ୍ବନ୍ଧ ରଖିବା ପାଇଁ ଲାଜ କରନ୍ତି ତେବେ ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷର ସାହାରା ନିଅନ୍ତି । ତେଣୁ ସମ୍ବନ୍ଧ ରଖିବା ସମୟରେ ପୁରୁଷକୁ କେବେ ମଧ୍ୟ ଲାଜ କରିବା ଉଚିତ ନୁହେଁ ।

୨-  ଖାଇବା ସମୟରେ କେବେ ବି ଲାଜ କରିବା ଠିକ ନୁହେଁ । ଯେଉଁ ଲୋକ ମାନଙ୍କୁ ଖାଦ୍ୟ ଖାଇବା ପାଇଁ ଲାଜ ଲାଗିଥାଏ ସେମାନେ ସର୍ବଦା ଭୋକରେ ଶୋଇଥାନ୍ତି । ସେମାନଙ୍କର ଲାଜ କାରଣରୁ ଉପାସ ରହିବାର ଅଭ୍ୟାସ ଦିନେ ତାଙ୍କୁ ବହୁତ ବଡ ଅସୁବିଧାରେ ପକାଇପାରେ । ଭୋକରେ ରହୁଥିବା ମଣିଷ ସର୍ବଦା ଖୁବ ଶୀଘ୍ର ଛୋଟ ଛୋଟ କଥାରେ କ୍ରୋଧର ଶିକାର ହୋଇଯାଇଥାଏ ।

ତେଣୁ ସର୍ବଦା ଆପଣଙ୍କୁ ପେଟ ଭରି ଖାଦ୍ୟ ଖାଇବା ଜରୁରୀ ହୋଇଥାଏ । ଭୋଜନ କରିବା ସମୟରେ କେବେ ମଧ୍ୟ ଲାଜ କରିବା ଉଚିତ ନୁହେଁ ଏହି କଥାର ଧ୍ୟାନ ନିହାତି ଭାବରେ ରଖିବେ । ଭୋଜନ କରିବାକୁ ଲାଜ କରିବା ଭୋଜନର ଅପମାନ ମନାଯାଏ ।

୩- ଗୁରୁଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ କେବେ ବି ଲାଜ କରିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଜ୍ଞାନ ଆହରଣ କରିବା ସମୟରେ ଲାଜ କରିଥାଏ ସେହି ବ୍ୟକ୍ତିଏନକେ ଜ୍ଞାନ ଅଧା ରାହିଯାଏ । ଆଉ ଏହି ଅଧୁରା ଜ୍ଞାନ ଗ୍ରହଣ କରିଥିବା ବ୍ୟକ୍ତି କେବେ ମଧ୍ୟ ନିଜ ଜୀବନରେ ସଫଳ ହୋଇପାରେ ନାହିଁ । ତେଣୁ କୁହାଯାଏ ଅଧୁରା ଜ୍ଞାନ ଆପଣଙ୍କ ପାଇଁ ସବୁଠାରୁ ବାଦ ହାର ଅଟେ ।

୪- ଆପଣ ଯଦି କାହାକୁ ପଇସା ଧାର ଦେଇଛନ୍ତି ତେବେ ତାଙ୍କୁ ଆପଣଙ୍କର ଦେଇଥିବା ପଇସାକୁ ମାଗିବା ପାଇଁ କେବେ ମଧ୍ୟ ଲାଜ କରିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ନିଜ ପଇସା ମାଗିବା ପାଇଁ ଲାଜ କରିଥାଏ ସେ କେବେ ମଧ୍ୟ ଧନୀ ହୋଇପାରେ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button