ରାଜନୀତି

ଭୋଟ୍ ଦେଉଛି ଓଡ଼ିଶା: ପୂର୍ବାହ୍ନ ୯ଟା ସୁଦ୍ଧା ୭.୪୫ ପ୍ରତିଶତ ମତଦାନ – Kalinga News

[ad_1]

ଭୁବନେଶ୍ବର: ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ‌ମୋଟ ୭.୪୫ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ଭୁବ‌ନେଶ୍ବରରେ ୬.୬୫ ପ୍ରତିଶତ ମତଦାନ ହୋଇଛି। ସେହିପରି କଟକରେ ୭.୩୨ ପ୍ରତିଶତ, ଢେଙ୍କାନାଳରେ ୯.୭୫ ପ୍ରତିଶତ, କେନ୍ଦୁଝରରେ ୮.୭୪ ପ୍ରତିଶତ, ପୁରୀରେ ୬.୮୭ ପ୍ରତିଶତ ଏବଂ ସମ୍ବଲପୁରରେ ୭.୦୯ ପ୍ରତିଶତ ମତଦାନ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button