ଦେଶ- ବିଦେଶ

700 ବର୍ଷ ପରେ ବଜରଙ୍ଗବାଲୀ ହୋଇଛନ୍ତି ପ୍ରସନ୍ନ, ଏହି 4ଟି ରାଶିର ଏବେ ଚମକିବ ଭାଗ୍ୟ ହୋଇଯିବେ ମାଲାମାଲ୍

ବଜରଙ୍ଗବାଲିଙ୍କ ବିଷୟରେ ଏମିତି କୁହାଯାଇଛି କି ସେ ଏପରି ଦେବତା ଅଟନ୍ତି ଯିଏ କି ସେ ପୃଥିବୀ ଉପରେ ଅମର ଅଛନ୍ତି । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଶନି ଏହି ସମୟ ଧନୁ ରାଶିରେ ଅଛି ଓ ମଙ୍ଗଳ ମକର ରାଶିରେ ଅଛି । କହିଦେଉଛୁ କି ହନୁମାନ ଜୟନ୍ତି ଉପରେ ଶନି ଓ ମଙ୍ଗଳର ଯୋଗ ୭୦୦ ବର୍ଷ ପରେ ବହୁତ ହିଁ ଶୁଭ ସଂଯୋଗ ହେଉଛି । ଯେଉଁଥିରେ ୪ ଟି ରାଶିମାନଙ୍କର ଭାଗ୍ୟ ଉଦୟ ହେବ ।

୧) ମକର ରାଶି :

ଏହି ରାଶିର ଲୋକେ ଯଦି ଦୁଃଖରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ସବୁଠାରୁ ପ୍ରଥମେ ଓଁ ଭୋମାୟ ନମଃ ମନ୍ତ୍ରର ଜପ ୧୦୮ ଥର କରନ୍ତୁ । ଏହି ମନ୍ତ୍ରର ଜପ କରିବା ସମୟରେ କେବେ କେଉଁ ବିଷୟରେ ଖରାପ ଭାବନ୍ତୁ ନାହିଁ । କେବଳ ବଜରଙ୍ଗବାଲିଙ୍କୁ ସଚ୍ଚାମନରେ ଧ୍ୟାନ କରନ୍ତୁ । ଏଥିରେ ବଜରଙ୍ଗବାଲିଙ୍କ ଅସୀମ କୃପା ମିଳିବ । ସବୁ ଜାଗାରେ ସଫଳତା ମିଳିବ । ବ୍ୟବସାୟରେ ଅତ୍ୟାଧିକ ଲାଭ ମିଳିବାର ଯୋଗ ମିଳୁଛି । ଓ ସବୁ କାର୍ଯ୍ୟରୁ ସଫଳତା ହାସିଲ ହେବ ।

୨) କର୍କଟ ରାଶି :

ସବୁଠାରୁ ପ୍ରଥମ ରାଶି କର୍କଟ ରାଶି ବିଷୟରେ କହିବୁ । ଏହି ରାଶିର ଲୋକମାନଙ୍କର ସଂଙ୍କଟ ଜଲଦି ଦୂର ହେବ । ହନୁମାନଜୀ ଙ୍କ ଅସୀମ କୃପା ସକାଶେ ଆପଣଙ୍କ ସୁଖି ହେବେ । ସଂମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ । ଓ ଜଲଦି ହିଁ ଧନବାନ ହେବେ । ଅଟକିଥିବା କାମ ବଜରଙ୍ଗବାଲିଙ୍କ ଆର୍ଶିବାଦ ଦ୍ୱାରା ପୂର୍ଣ୍ଣ ହେବ । ଜୀବନରେ ଖୁସି ଆସିବ ।

୩) ତୁଳା ରାଶି :

ତୁଳା ରାଶି ଲୋକଙ୍କ ପାଇଁ ହନୁମାନ ଜୟନ୍ତି ରେ ବହୁତ ଭଲ ସଂଯୋଗ ହେଉଛି । ଯଦି ଘରେ କେଉଁ ଅସୁବିଧା ଅଛି । ତେବେ ଜଲଦି ହିଁ ଶେଷ ହେବ । ଓ ବ୍ୟବସାୟରେ ଉନ୍ନତି ମିଳିବ । ଜଲଦି ହିଁ ବିବାହ ଯୋଗ ହେଉଛି । ହନୁମାନ ଜୟନ୍ତି ଦିନ ହନୁମାନ ଚାଳିଶା କିମ୍ବା ସୁନ୍ଦରାକାଣ୍ତ ପାଠ କରନ୍ତୁ । ଓ ପୂରା ଶ୍ରଦ୍ଧାରେ ବଜରଙ୍ଗବାଲିଙ୍କ ପୂଜା ଅର୍ଚ୍ଚନା କରନ୍ତୁ ।

୪) ସିଂହ ରାଶି :

ସିଂହ ରାଶି ପାଇଁ ଶୁଭ ସମୟ ଆସିବ । ହନୁମାନଜୀଙ୍କ କୃପା ପାଇବାକୁ ହେଲେ ସଚ୍ଚା ମନରେ ବଜରଙ୍ଗବାଲିଙ୍କର ପୂଜା କରୁଥିବା ସମୟ “ଓଁ ହରଂ ହରାରି ହରିଶ୍ଚନ୍ଦ୍ର ହନୁମନ୍ତ ହଲୟୁଧମ” “ ବେ ସ୍ମେରେତୃତି ସଂକଟନାଶାନାମ୍” ମନ୍ତ୍ରର ଜପ କରନ୍ତୁ । ଏଥିରେ ଆପଣଙ୍କ ସବୁ ସଙ୍କଟ ଦୂର ହେବ । ବେପାର ଓ ଚାକିରି କ୍ଷେତ୍ରରେ ଲାଭ ମିଳିବ । ଓ ପରିବାରରେ ସମସ୍ତଙ୍କ ଠାରୁ ସ୍ନେହ ଭାବ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button