ଦେଶ- ବିଦେଶ

ମୁର୍ତ୍ୟୁ ମୋ ଘରର ରାସ୍ତା ଭୁଲି ଯାଇଛି… ୧୮୩ ବର୍ଷ ହେବ ବଞ୍ଚିଛନ୍ତି ଏହି ବ୍ୟକ୍ତି, ଭୀଷ୍ମ ପିତାମହଙ୍କ ଠାରୁ ମିଳିଥିଲା ବରଦାନ, ତାଙ୍କ ବିଷୟରେ ପୁରା ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

କୌଣସି ବ୍ୟକ୍ତିର ଅଧିକରୁ ଅଧିକ ବୟସ ପାଖାପାଖି ୧୦୦ ବର୍ଷ ହୋଇଥାଏ । କିନ୍ତୁ ମହାଷ୍ଟା ମୁରାସୀ ନାମକ ଏକ ଏମିତି ବ୍ୟକ୍ତି ଅଛନ୍ତି ଯିଏକି ନିଜର ଜୀବନର ୧୮୩ ବର୍ଷ ପୁରା କରି ସାରିଛନ୍ତି । ଏତେ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବା ମହାଷ୍ଟା ମୁରାସୀ କହିଲେ କି, ବୋଧେ ମୁର୍ତ୍ୟୁ ତାଙ୍କ ଘରର ରାସ୍ତା ଭୁଲି ଯାଇଛି ଏବଂ ବର୍ତ୍ତମାନ ସେ କେବେ ବି ମରିବେ ନାହିଁ । ଅନ୍ୟ ପଟେ ଲୋକମାନଙ୍କର କହିବା ଅଟେ କି ତାଙ୍କୁ ଭୀଷ୍ମ ପିତାମହଙ୍କ ଠାରୁ ବରଦାନ ମିଳିଛି କିମ୍ବା ତାଙ୍କ ପାଖରେ କୌଣସି ଦିବ୍ୟ ଶକ୍ତି ଅଛି ।

ମହାଷ୍ଟା ମୁରାସୀ କହିଛନ୍ତି କି ତାଙ୍କର ଜନ୍ମ ଜାନୁୟାରୀ ୧୮୩୫ରେ ବେଙ୍ଗାଲୁରୁ ଅଞ୍ଚଳରେ ହୋଇଥିଲା । ଏହା ପରେ ମୁରାସୀ ୧୯୦୩ରେ ଉତ୍ତର ପ୍ରଦେଶର ସହର ବାରଣାସୀ ରହିବାକୁ ଆସିଲେ ଏବଂ ସେହି ସମୟରୁ ସେ ବାରଣାସୀରେ ରହୁଛନ୍ତି ।

Image courtesy: Google

ମୁରାସୀଙ୍କ ଅନୁସାରେ, ସେ ନିଜର ବୟସର ୧୨୨ ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି । ସେ ବାରଣାସୀରେ ରହି ଚପଲର କାମ କରୁଥିଲେ । ମହାଷ୍ଟା ମୁରାସୀ କହିଲେ କି, ‘ମୁଁ ନିଜ ବୟସର ୧୮୩ ବର୍ଷ ପୁରା କରି ସାରିଛି । ମୋର ନାତି ନାତୁଣୀମାନଙ୍କର ମୁର୍ତ୍ୟୁ ବି କେତେ ବର୍ଷ ହେଲା ହୋଇଗଲାଣି । ସେ କହିଲେ କି ଏମିତି ଲାଗୁଛି ମୁର୍ତ୍ୟୁ ମୋ ବିଷୟରେ ଭୁଲି ଯାଇଛି ।

Image courtesy: Google

କହିଦେଉଛୁ ଯେ ମହାଷ୍ଟା ମୁରାସୀ ନିଜର ଜନ୍ମ ପ୍ରମାଣ ପତ୍ର ଏବଂ ପରିଚୟ ପତ୍ର ବି କେତେକ ଅଧିକାରୀଙ୍କୁ ଦେଖାଇ ସାରିଛନ୍ତି । ଏହା ଛଡା ବି ମହାଷ୍ଟା ମୁରାସୀଙ୍କର କେତେଥର ମେଡିକାଲ ଚେକପ ବି କରା ଯାଇଛି । କିନ୍ତୁ ତାଙ୍କର ଏହି କଥାକୁ ନେଇ ଡାକ୍ତର ମାନେ ମଧ୍ୟ ଠିକସେ କିଛି କହି ପାରୁ ନାହାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button