ସ୍ୱାସ୍ଥ୍ୟ

ଅନେକ ଦିନ ଧରି ଲାଗି ରହୁଥିବା କାଶ ଯେମିତି ବି ହେଉ ନା କାହିଁକି ମାତ୍ର 1 ମିନିଟରେ ବନ୍ଦ ହୋଇଯିବ, ଜାଣନ୍ତୁ କଣ କରିବେ

ନମସ୍କାର ବନ୍ଧୁଗଣ , ଆପଣଙ୍କ ପୁରୁଣା ରୁ ପୁରୁଣା କାଶ ବଲଗମ ହୋଇଥାଏ ମୂଳ ରୁ ଶେଷ ଘରେ ପ୍ରସ୍ତୁତ କରନ୍ତୁ ଏହି ଉପାୟ କୁ । ଏହି ଉପାୟ କୁ ସମସ୍ତେ ନେଇପାରିବେ ଏହି ଉପାୟ କୁ କରିବା ପାଇଁ ଆବଶ୍ୟକ ହୋଇଥାଏ ଏହି ପାଞ୍ଚ ଟି ଜିନିଷ । ପ୍ରଥମ ଜିନିଷ ହେଉଛି ଗୋଲ ମରୀଚ ଏହା ଆପଣଙ୍କ ଶରୀରରେ ଜମିକି ରହିଥିବା କଫ କୁ ତରଲାଇ ବାହାରକୁ ବାହାର କରିବାର କାର୍ଯ୍ୟ କରିଥାଏ ।

ଦ୍ଵିତୀୟ ଜିନିଷ ହେଉଛି କଳା ଲୁଣ ଆମ ଶରୀର ରେ ହେଉଥିବା ଶୁଖିଲା ଏବଂ ବଲଗମ କ୍ଵାଶ ରୁ ଦୂର କରିଥାଏ ଏବଂ ଏହା ଆପଣଙ୍କ ନଳୀ କୁ ସୁଦୂଢ କାରିଥାଏ । କାରଣ କ୍ଵାଶ ଦ୍ଵାରା ନଳୀ ଜାକି ହୋଇଯାଇଥାଏ । ତୃତୀୟ ଜିନିଷ ହେଉଛି ଜୁଆଣୀ ଏବଂ ଚର୍ତୁର୍ଥ ଜିନିଷ ହେଲା ଗୁଜୁରାତି ଏହା ଆପଣଙ୍କ ଗଳା ରେ କୁଣ୍ଡାଇ ହେବାକୁ ଦୂର କରିଥାଏ । ଶେଷ ଜିନିଷ ହେଉଛି ଅଦା ଏହି ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଟେ । ଏହା ଶରୀରରେ ହେଇଥିବା ଛାତି ଇନଫେକ୍ଶନ କୁ ଦୂର କରିବାର କାମ କରିଥାଏ ।

ଅଦାରେ ଏମିତି କିଛି ପୋଷାକ ଗୁଣ ରହିଛି ଯାହା ଶରୀରରେ ହେଉଥିବା କାଶ କୁ ଦୂର କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଘରୋଇ ଉପାୟ କୁ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହୋଇଥାଏ ଏକ ଚାମୁଚ ଗୋଲ ମରୀଚ ଗୁଣ୍ଡ ଏବଂ ଏକ ଚାମୁଚ କଳା ଲୁଣ , ଏକ ଚାମୁଚ ଜୁଆଣୀ , ଚାରି ଟା ଗୁଜୁରାତି ଏବଂ ଚାରି ଚାମୁଚ ପେଶା ହୋଇଥିବା ଅଦା ।

ଏହି ସବୁ ଜିନିଷ କୁ ଭଲ ଭାବରେ ଗୋଳାଇ ନିଅନ୍ତୁ ଏବେ ଆପଣ ନେବେ ପାଞ୍ଚ ଚାମୁଚ ଗୁଡ । ପ୍ରଥମେ ଆପଣ ଏକ କଡେଇ ନେବେ ଏଥିରେ ଗୁଡ ପକେଇ କମ୍ ଉତ୍ତାପ ରେ ଗୁଡ କୁ ତରଲାଇ ଗୁଡ ସଂପୂର୍ଣ୍ଣ ତରଳ ହେବା ପରେ ଏଥିରେ ମିଶେଇବେ ପୂର୍ବ ପାଞ୍ଚ ଟି ଜିନିଷ ଏହାକୁ କେବଳ ଦୁଇ ରୁ ତିନି ମିନିଟ୍ ପାଇଁ ଉତ୍ତାପ ଦେବେ । ଏହା ପରେ ଏହାକୁ ଏକ କାଚ ଡବା ରେ ଭର୍ତ୍ତି କରି ରଖିବେ,

ଏବଂ ଏହାକୁ ସକାଳେ ଯେକୋଣସି ସମୟ ରେ ଖାଇପାରିବେ ମାତ୍ର ରାତି ସମୟରେ ଶୋଇଲା ପୂର୍ବରୁ ଏହାକୁ ନେବା ଉଚିତ୍ । ଏହାକୁ ସେବନ କରିଲା ପରେ ଉଷୁମ ପାଣି ର ସେବନ କରିବା ଉଚିତ୍ । ଖଟା , ମିଠା ଜିନିଷ କୁ କାଦପି ଖାଆନ୍ତୁ ନାହିଁ । ଆପଣଙ୍କୁ କାଶ ଆସୁଥିବା ସମୟରେ ଏହାକୁ ଖାଇବା ଦ୍ସ୍ଵାର ଆପଣଙ୍କ କାଶ କମିଯାଇଥାଏ କିନ୍ତୁ ଯଦି ଆପଣଙ୍କୁ ବହୁତ ମାସ ଧରି କାଶ ହେଉଛି ।

ତେବେ ଆପଣ ଏହାକୁ ସପ୍ତାହ ନିହାତି ଖାଇବେ । ଏହି ଉପାୟ କୁ ଆପଣ ଛୋଟ ପିଲାମାନଙ୍କୁ ଦେଇପାରିବେ ମାତ୍ର ଦଶ ବର୍ଷ ରୁ କମ୍ ବୟସ ଥିବା ପିଲାମାନଙ୍କୁ ଦେବେ ନାହିଁ । ଆପଣଙ୍କୁ ଯଦି ଏହି ପୋସ୍ତ ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button