ଜ୍ୟୋତିଷ

ରାତିରେ ପେଚାର ଶବ୍ଦ ଯାହାକୁ ଶୁଣାଯାଏ ତା’ କୁ ମିଳିଥାଏ ଏହି 3 ସଂକେତ

ନମସ୍କାର ବନ୍ଧୁଗଣ ,   ପ୍ରାଚୀନ କାଳରେ କୁହା ଯାଉଥିଲା କି ପ୍ରକୃତି ଆମ କୁ କିଛି ସଂକେତମାନ ପ୍ରଦାନ କରିଥାଏ । ଏହି ସଂକେତ ଆପଣମାନଙ୍କ ଭବିଷ୍ୟତ ସହିତ ଯୋଡିତ ହୋଇଥାଏ । ଯଦି ଆମେ ଏହି ସଂକେତ କୁ ବୁଝିପାରିବା ତେବେ ବହୁତ ଭଲ ହୋଇଥାଏ । ମାତ୍ର ଆମେ ସଂକେତ ଗୁଡାକୁ ବୁଝିପାରିନଥାଉ । କାରଣ ଆମ କୁ ଏହା ସମ୍ବନ୍ଧରେ ଜ୍ଞାନ କମ୍ ରହିଥାଏ ଆଉ କେତେକ ଲୋକମାନେ ଏହାକୁ ଅନ୍ଧବିଶ୍ଵାସ ମାନିଥାନ୍ତି ।

ଆଜି ଆମେ ଆପଣଙ୍କୁ ଶାସ୍ତ୍ର ରେ କୁହାଯାଇଥିବା ବିଶେଷ ପକ୍ଷୀମାନଙ୍କ ସଂକେତ ସମ୍ବନ୍ଧରେ । ଆପଣ କଣ କେବେ ପାଇଞ୍ଚନ୍ତି ଏପରି ସଂକେତ । ଆସନ୍ତୁ ଜାଣିବା ପକ୍ଷୀମାନଙ୍କ ର ସଂକେତ ଏବଂ ଏହାର ଅର୍ଥ । ଯଦି ଏହି ପକ୍ଷୀ ଆପଣଙ୍କ ପାଖ କୁ ଆସି ଥାଏ ତେବେ ଏହା ସାକ୍ଷାତ ମା ‘ ଲକ୍ଷ୍ମୀଙ୍କର ବାହନ ଅଟେ । ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ ଯେଉଁ ସବୁ ସମସ୍ୟା ରହିଛି ତାହା ଦୂର ହେଇଯିବ ।

1 – ପ୍ରଥମ ପକ୍ଷୀ ହେଉଛି କପୋତ ଏହା କୁ ପ୍ରେମ ସହ ଯୋଡିତ କରାଯାଏ । ଅନେକ ଲୋକମାନେ ପାରା କୁ ପସନ୍ଦ କରନ୍ତି ନାହିଁ । ଆଉ କିଛି ଲୋକମାନେ ପାରା କୁ ଅଶୁଭ ମାନି ଥାନ୍ତି । ଆପଣଙ୍କ ଘର ର ଆଗରେ ପାରା ଆସିଥାଏ ତେବେ ଏହା ଶୁଭ ସଂକେତ ଦେଇଥାଏ । ଆପଣଙ୍କ ଘରେ ଥିବା ଧନ ର ଅଭାବ ଦୂର ହୋଇ ଘର କୁ ଧନ ଆସିଥାଏ । ମାତ୍ର ପାରା ଆପଣଙ୍କ ଘରେ ତାହାର ବସା ବସାଇବା ଅଶୁଭ ହୋଇଥାଏ ।

 

2- ମୟୂର ଏହି ପକ୍ଷୀ କୁ ବହୁତ ଶୁଭ ଓ ପବିତ୍ର ମାନା ଯାଇଛି । ଯଦି କୋଣସି ସ୍ଥାନ ରୁ ମୟୂର ଆପଣଙ୍କ ଘର କୁ ଆସିଥାଏ ତେବେ ଏହା ଅତ୍ୟଧିକ ଶୁଭ ହୋଇଥାଏ । ଆପଣଙ୍କ ଘର ର ବିକାଶ ହୋଇଥାଏ । ଧନ ର ସମସ୍ୟା ଦୂର ହେବା ସହ  ଘରର ଲୋକମାନଙ୍କ ମଧ୍ୟ ରେ ପ୍ରେମ ର ବୃଦ୍ଧି ହୋଇଥାଏ । ଘରେ ଥିବା କଳି ଝଗଡା ଦୂର ହୋଇଯାଏ ।

ଯଦି ଆପଣ କୋଣସି କାମରେ ବାହାରକୁ ଯାଉଛନ୍ତି ସେହି ସମୟରେ ମୟୂର ଦର୍ଶନ ହୋଇଥାଏ ତେବେ ଆପଣଙ୍କ କାମ ସଫଳତା ସହ ସମ୍ପୁର୍ଣ୍ଣ ହୋଇଥାଏ । 3- ଘରଚଟିଆ ପକ୍ଷୀ ଆସି ଆପଣଙ୍କ ଘରେ ତାହାର ବସା ବନାଇ ଥାଏ ତେବେ ତାହା ଶୁଭ ସଂକେତ ହୋଇଥାଏ । ଆପଣଙ୍କୁ ଘର କୁ ଧନ ଆସିଥାଏ ଓ ଘରର ପରିବେଶ ସାକାରାତ୍ମକ ଊର୍ଜାର ଭରିଯାଇଥାଏ ।

4- ଉଲୁକ କୁ ଲୋକମାନେ ପସନ୍ଦ କରିନଥାନ୍ତି , ମାତ୍ର ରାତି ରେ ଅନିଦ୍ରା ଥିବା କାରଣ ରୁ ମା ‘ ଲକ୍ଷ୍ମୀଙ୍କୁ ଏହି ପକ୍ଷୀ ତାଙ୍କ ର ବାହନ ବନେଇଥିଲେ । ତେଣୁ ଏହା ଶୁଭ ହୋଇଥାଏ । କୋଣସି ଚାକିରୀ କାମ ରେ ବାହାର କୁ ଯିବା ସମୟ ରେ ଉଲୁକ କୁ ଦେଖନ୍ତି  ତେବେ ତାହା ଶୁଭ ହୋଇଥାଏ । ଯଦି ଆପଣ ଉଲୁକ ର ଶବ୍ଦ ଶୁଣନ୍ତି  ତେବେ ଏହା ଧନ ପ୍ରାପ୍ତି ର ସଂକେତ ଦେଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button