ସ୍ୱାସ୍ଥ୍ୟ

ଅଣ୍ଡା ସହିତ କଦାପି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ! ଲାଭ ପରିବର୍ତ୍ତେ ସ୍ୱାସ୍ଥ୍ୟର ହେବ ବଡ଼ କ୍ଷତି

ଆମେ ଖାଉଥିବା ଖାଦ୍ୟ ଗୁଡିକ ମଧ୍ୟରେ ଅଣ୍ଡାକୁ ଏକ ପ୍ରକାର ସୁପରଫୁଡର ମାନ୍ୟତା ଦିଆଯାଇଛି। ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏ, ବି୬,ବି୧୨,ପ୍ରୋଟିନ, ଆଇରନ, ଏମିନୋ ଏସିଡ,ଫସଫରସ ଓ ସେଲେନିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ। କିନ୍ତୁ, କଣ ଆପଣ ଜାଣନ୍ତି କି ଅଣ୍ଡାକୁ କିଛି ଖାଦ୍ୟ ସହିତ ଖାଇବା ଉଚିତ୍ ନୁହେଁ?

Egg and sugar

ଆଜ୍ଞା ହଁ, ଅଣ୍ଡାକୁ କଦାପି ଚିନି ସହିତ ଖାଆନ୍ତୁ ନାହିଁ। ଚିନି ଏବଂ ଅଣ୍ଡା ଏକାସହିତ ଖାଇବା ଦ୍ୱାରା ସେଥିମଧ୍ୟରୁ ଏକ ପ୍ରକାର ଏସିଡ୍ ନିର୍ଗତ ହୋଇଥାଏ ଯାହାକି ଶରୀର ପାଇଁ ବେସ୍ ବିଷାକ୍ତ ହୋଇଥାଏ। ଏହା ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିବା ସହିତ ପେଟ ଜନିତ ରୋଗ ସୃଷ୍ଟି କରିଥାଏ।

Egg with tea

ଏହା ବ୍ୟତୀତ ସୋୟା ମିଲ୍କରେ ଭେଜିଟେବଲ୍‌ ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଆଦି ପ୍ରଚୁର ମାତ୍ରାରେ ରହିଛି। କିନ୍ତୁ, ଏହାକୁ ଅଣ୍ଡା ସହିତ ଖାଇବାର ଭୁଲ୍ କରନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଜଟିଳ ସମସ୍ୟା ଗୁଡିକ ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ଏହା ବ୍ୟତୀତ ଅଣ୍ଡା ସହିତ ଚା କିମ୍ବା କଦଳୀ ମଧ୍ୟ ଖାଇବା ଉଚିତ ନୁହେଁ ଏହାଦ୍ୱାରା ଏସିଡ଼ିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି ହୋଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button