ଅପରାଧ

ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର – Kalinga News

[ad_1]

କୋଇଡ଼ା: ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର କରାଯାଇଛି। ରୋଗୀ ଜଣକ ୩ ଦିନ କୋଇଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ ଲୁଚି କାହାକୁ କିଛି ନ ଜଣାଇ ହସ୍ପିଟାଲରୁ ପଳାଇଥିଲେ।

ଗୁରୁବାର ତାଙ୍କ ମୃତଦେହ ଡିଡିଏମ୍ କାର୍ଯ୍ୟାଳୟ ନିକଟରେ ପଡ଼ି ରହିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button