ରାଜ୍ୟ

ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: କୋରେଇରୁ ସଂଧ୍ୟାରାଣୀ, ଖଣ୍ଡପଡ଼ାରୁ ସାବିତ୍ରୀ, ନୀଳଗିରିରୁ ସୁକାନ୍ତଙ୍କୁ ଟିକେଟ  – Kalinga News

[ad_1]

ଭୁବନେଶ୍ୱର (କେନ୍ୟୁଜ): ଘୋଷଣା ହେଲା ବିଜେଡିର ନବମ ତଥା ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।  ଘୋଷଣା କଲେ ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଖଣ୍ଡପଡ଼ାରୁ ପ୍ରାର୍ଥୀ ହୋଇଛନ୍ତି ସାବିତ୍ରୀ ପ୍ରଧାନ । କୋରେଇରୁ ସନ୍ଧ୍ୟାରାଣୀ ଦାସ । ଦେବଗଡ଼ ବିଧାନସଭାରୁ ରୋମାଞ୍ଚ ରଞ୍ଜନ ବିଶ୍ବାଳ । ନୀଳଗିରି ସୁକାନ୍ତ ନାୟକ ପ୍ରାର୍ଥୀ ହୋଇଛନ୍ତି ।

The post ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: କୋରେଇରୁ ସଂଧ୍ୟାରାଣୀ, ଖଣ୍ଡପଡ଼ାରୁ ସାବିତ୍ରୀ, ନୀଳଗିରିରୁ ସୁକାନ୍ତଙ୍କୁ ଟିକେଟ  appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button