ଖେଳ ଖବର

ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ : ପ୍ରଥମେ ବୋଲିଂ ନିଷ୍ପତ୍ତି – Kalinga News

[ad_1]

ଲକ୍ଷ୍ନୌ: ଆଇପିଏଲ୍‌ର ୪୪ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ (ଏଲଏସଜି) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପ୍ରେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ସ୍କ୍ବାଡରେ କେ.ଏଲ୍ ରାହୁଲ (ଅଧିନାୟକ ଏବଂ ୱିକେଟ କିପର) , କ୍ୱିଣ୍ଟନ୍ ଡି କକ୍ , ମାର୍କସ୍ ଷ୍ଟୋଇନିସ୍ , ଦେବଦତ୍ତ ପାଦିକ୍କଲ୍ , ନିକୋଲାସ୍ ପୁରାନ୍ , ଦୀପକ ହୁଡା , ଆୟୁଷ ବାଦୋନି , କ୍ରୁନାଲ ପାଣ୍ଡ୍ୟା , ମ୍ୟାଟ ହେନେରୀ , ରବି ବିଶ୍ନୋଇ , ମୋହସିନ୍ ଖାନ୍ , ଯଶ ଠାକୁର , ଅର୍ଶିନ କୁଲକର୍ଣ୍ଣି , କୃଷ୍ଣପ୍ପା ଗୌଥମଳ ୟୁଦଭୀର ସିଂ ଚରକ , ମଣିମାରନ୍ ସିଦ୍ଧାର୍ଥ , ଅର୍ଶଦ ଖାନ୍ , ପ୍ରେରକ ମାଙ୍କଡ , ଅମିତ ମିଶ୍ର , କାଇଲ୍ ମାୟର୍ସ , ଶାମର ଜୋସେଫ , ଆଷ୍ଟନ୍ ଟର୍ନର , ନବୀନ-ଉଲ-ହକ , ମୟଙ୍କ ଯାଦବ ପ୍ରମୁଖ ଅଛନ୍ତି।

ସେହିପରି ରାଜସ୍ଥାନ ରୟାଲ୍ସ ସ୍କ୍ବାଡରେ ସଞ୍ଜୁ ସାମସନ (ଅଧିନାୟକ ଏବଂ ୱିକେଟ କିପର) , ଯଶସ୍ୱୀ ଜୈୱାଲ , ଜୋସ୍ ବଟଲର , ରିୟାନ୍ ପରାଗ , ଧ୍ରୁଭ ଜୁରେଲ , ଶିମ୍ରନ୍ ହେଟମିୟର , ରୋଭମାନ ପାୱେଲ, ରବିଚନ୍ଦ୍ରନ ଅଶ୍ୱିନ , ଟ୍ରେଣ୍ଟ ବୋଲ୍ଟ , ଆବେଶ ଖାନ , ସନ୍ଦୀପ ଶର୍ମା , ୟୁଜବେନ୍ଦ୍ର ଚହଲ , କେଶବ ମହାରାଜ , ଶୁଭମ ଦୁବେ , ଟମ୍ କୋହଲର୍-କ୍ୟାଡମୋର , କୁଲଦୀପ ସେନ୍ , ନନ୍ଦ୍ରେ ବର୍ଗର , ତନୁଶ କୋଟିଆନ୍ , ଡୋନୋଭାନ୍ ଫେରେରା , ଆବିଦ୍ ମୁସ୍ତାକ , କୁନାଲ ସିଂ ରାଠୋର ପ୍ରମୁଖ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button