ସ୍ଵପ୍ନରେ ସଂଭୋଗ କରିବାର ଦୃଶ୍ୟ ଦେଖିବାର ଅର୍ଥ କଣ ହୋଇଥାଏ ? ଜାଣନ୍ତୁ ଏହା ପଛର ଚମତ୍କାର ରହସ୍ୟ
ରାତିରେ ଆମେ ଶୋଇବା ସମୟରେ ଅନେକ ପ୍ରକାର ସ୍ଵପ୍ନ ଦେଖିଥାଉ । ସେହି ସ୍ଵପ୍ନ ମଧ୍ୟରୁ ଅନେକ କିଛି ସ୍ଵପ୍ନ ଭୟଙ୍କର ହୋଇଥିବା ବେଳେ ଅନେକ କିଛି ସ୍ଵପ୍ନ ଆମ ପାଇଁ ଲାଭକାରୀ ମଧ୍ୟ ହୋଇଥାଏ । ଅନେକ ସମୟରେ ବ୍ୟକ୍ତି ସ୍ଵପ୍ନରେ ସଂଭୋଗର ସ୍ଵପ୍ନ ଦେଖିନେଇଥାନ୍ତି । ତେବେ ସ୍ଵପ୍ନରେ ସଂଭୋଗ କରିବାର ଅର୍ଥ କଣ ହୋଇଥାଏ ? ଆଜି ଆମେ ଏହି ବିଷୟରେ ଏଠାରେ ଆଲୋଚନା କରିବାକୁ ଯାଉଛି । ତେବେ ସ୍ଵପ୍ନରେ ସଂଭୋଗ କରିବାର ଦୃଶ୍ୟ ଶୁଭ କି ଅଶୁଭ ଏହି ବିଷୟରେ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ?
ସ୍ଵପ୍ନରେ ଶାରୀରିକ ସମ୍ପର୍କ ବନାଇବାର ଦୃଶ୍ୟ ଦେଖିବା ଶୁଭ ଓ ଅଶୁଭ 2 ପ୍ରକାରର ହୋଇଥାଏ । ହେଲେ ପ୍ରଶ୍ନ ଏହା କି ଯେ ! କାହାକୁ କାହା ସହ ସଂଭୋଗ କରିବାର ଦେଖୁଛନ୍ତି ? ସେହି ଅନୁସାରେ ସ୍ଵପ୍ନଟି ଶୁଭ କି ଅଶୁଭ ବିବେଚିତ ହୋଇଥାଏ ।
1- ଯଦି ଆପଣ ନିଜକୁ ଆପଣଙ୍କ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ବନାଉଥିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ଅଟେ । ତେବେ ଏହାର ଅର୍ଥ ଆପଣଙ୍କର ବହୁତ ଶୀଘ୍ର ବାହାଘର ହେବ ପାଇଁ ଯାଉଛି । ତାଙ୍କ ସହ ଆପଣଙ୍କର ବୈବାହିକ ସମ୍ପର୍କ ମଧ୍ୟ ଭଲ ରହିବା ପାଇଁ ଯାଉଛି ।
4- ଜଣେ ଅବିବାହିତ ମହିଳା ଯଦି ସ୍ଵପ୍ନରେ ସଂଭୋଗ କରୁଥିବାର ଦୃଶ୍ୟ ଆସିଯାଇଥାଏ । ତେବେ ସେହି ନାରୀ ପାଇଁ ତା’ ର ସବୁ ଇଚ୍ଛା ପୂରଣ ହେବାର ସଂକେତକୁ ଦର୍ଶାଇଥାଏ । ନିଜ ବୁଦ୍ଧିରେ ନିଜ ପାଇଁ ଠିକ ନିଷ୍ପତ୍ତି ନେବାର କଥାକୁ ଦର୍ଶାଇଥାଏ । ସେହି ନାରୀ ପାଇଁ ଏହା ଏକ ଶୁଭ ସଂକେତ ହୋଇଥାଏ । 5- ଜଣେ ଗର୍ଭବତୀ ମହିଳା ସ୍ଵପ୍ନରେ ସଂଭୋଗ କରୁଥିବାର ଦୃଶ୍ୟ ଦେଖିବାକୁ ପାଇଲେ । ତେବେ ସେହି ମହିଳା ଜଣଙ୍କ ନିଜ ଗର୍ଭାବସ୍ତା ପାଇଁ ଏହି ସମୟରେ ବହୁତ ଚିନ୍ତିତ ହୋଇ ରହିଥିବାର କଥାକୁ ଦର୍ଶାଇ ଥାଏ ।
6- ଯଦି ଜଣେ ମହିଳା ଏକ ଯୁବକ ସହ ସଂଭୋଗ କରୁଥିବାର ଦୃଶ୍ୟ ଦେଖିବାକୁ ପାଇଥାଏ । ତେବେ ସେହି ମହିଳା କିଛି ଦିନ ମଧ୍ୟରେ ଗର୍ଭବତୀ ହେବାର କଥାକୁ ଦର୍ଶାଇ ଥାଏ ।