ଜ୍ୟୋତିଷ

ମାତ୍ର 2 ଘଣ୍ଟାରେ ପୁରଣ ହେବ ଆପଣଙ୍କର ସମସ୍ତ ମନସ୍କାମନା, ବାସ କରନ୍ତୁ ଏହି ଉପାୟ

ଦୁନିଆ ସାରା ଅନେକ ପ୍ରକାର ଉପାୟ ମନ ଅଛି । ଯାହା ଦ୍ଵାରା ଆମ ମନର ଇଚ୍ଛା କୁ ଆମେ ପୂରଣ କରି ପାରିବା । ଆଜି ଆମେ ମଧ୍ୟ କିଛି ଆସା କୁ ମନରେ ବାନ୍ଧି ଦେଇ ରଖିଛୁ ଯାହା ଦ୍ଵାରା ଆମେ ମଧ୍ୟ କିଛି ନୂଆ ଚିନ୍ତା କୁ ମନରେ ରଖିଛୁ । ଆଜି ଆମେ କହିବା ପାଇଁ ଯିବା କି ନିଜ ମନର ଇଛାକୁ ପୂରଣ କରିବା ପାଇଁ ଅନେକ ଲୋକମାନେ ଅନେକ କାମ କରୁ ଛନ୍ତି କିନ୍ତୁ ଦେଖିବା ପାଇଁ ଗଲେ ମଧ୍ୟ କିଛି ଲୋକମାନଙ୍କ ଆସା ଆସା ରେ ହିଁ ରହି ଯାଉଛି ଓ କିଛି ଲୋକଙ୍କ ଆସା ପୂରଣ ହୋଇ ଯାଉଛି ।

ଯେଉଁ ମାନଙ୍କ ମନସ୍କାମନା ପୂରଣ ହି ଯାଉଛି ସେମାନେ ସବୁ ବେଳେ ଖୁଶି ହୁଅନ୍ତି ଓ ଯେଉଁ ମାନଙ୍କ ମନ ସ୍କାମନା ପୂରଣ ନହୋଇ ଥାଏ ସେମାନେ ସବୁ ବେଳେ ଦୁଃଖରେ ଥାନ୍ତି । ଯଦି ଦେଖିବା ପାଇ ଯିବା ତ ଭିନ୍ନ ଭିନ୍ନ ଲୋକଙ୍କ ଚିନ୍ତା ଧାରା ଅଲଗା ଅଲଗା ପ୍ରକାର ଥାଏ । କିଛି ଖଳ ସ୍ଵଭାବର ଲୋକମାନେ ଥାନ୍ତି ଯେଉଁ ମାନେ ଅନ୍ୟର ଖରାପ ଚିନ୍ତା କରି ଥାନ୍ତି ସେହି ଭଳି କାମନା କରି କାମ କରୁ ଥିବା ଲୋକଙ୍କ କାମନା ପୂରଣ ହୋଇ ଗଲେ ମଧ୍ୟ କିଛି ଲାଭ ମିଳି ନଥାଏ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯେଉଁ ଭି କାମ କରୁ ସେହି କାମ ଆମେ ଆମ ପରିବାର ଓ ଆମ ଆଖ ପାଖର ଲୋକମାନେ ଯେଉଁ ମାନେ ଆମକୁ ଭଲ ପାଇ ଥାନ୍ତି ସେମାନେ ଏହାର ଦଶା ଭୋଗ ନିଶ୍ଚୟ ଭାବେ କରି ଥାନ୍ତି ।

ଆଜି ଆମେ କହିବା ଯାଉ ଥିବା ଉପାୟ କରିବା ଦ୍ଵାରା ଆପଣଙ୍କ ମନସ୍କାମନା ପୂରଣ ହୋଇ ଜୀବ ଆପଣ ଏକ ପିତଳ ଢାଳରେ କିଛି ପାଣି ନେଇ ଏହା ମଧ୍ୟରେ କିଛି ତୁଳଷୀ ପତ୍ର ପକାଇ ଦିଅନ୍ତୁ ଯାହା ଦ୍ଵାରା ଆପଣଙ୍କ ସମୟ ଭଲ ହୋଇ ଜୀବ । ଏହି ପତ୍ର କୁ 24 ଘଣ୍ଟା ପାଇଁ ଛାଡି ଦିଅନ୍ତୁ ଏହା ପରେ ଅପାନ ଏହାକୁ ନେଇ ଘରର ସବୁ ଜାଗାରେ ଦାଣ୍ଡରେ ମଧ୍ୟ ଛିଞ୍ଚି ଦେଇ ଥାନ୍ତୁ ଯାହା ଦ୍ଵାରା ଆପଣ ଭଲ ପରିଣାମ ପାଇବେ ।

ଆପଣ ଯାହାଭି ଚାହୁଁ ଥିବେ ନିଜ ଭଲ ପାଇଁ ତାହା ହୋଇଯିବ କିନ୍ତୁ ଆପଣ ଯଦି କାହାର ଖରାପ ପାଇଁ ଚିନ୍ତା କରୁ ଥିବେ ତେବେ ଏହା କାମ କରିବ ନି । ତେଣୁ କରି ଆପଣ ଭାବି ଚିନ୍ତି କାମ କରିବା ଦରକାର ଅଟେ । ଏହି ଉପାୟ କରିବା ଅବେଳେ ଆପଣ ଙ୍କ କାମରେ ବିଘ୍ନ ନ ଆସିଲେ ଆହୁରି ଭଲ ହୋଇ ଥାଏ । ଆପଣ ଯଦି କିଛି ନୂଆ କାମ କରିବା ପାଇଁ ଯାଉଛନ୍ତି ତେବେ ଏହି ଉପାୟ କରିକି କରିବା ଭଲ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button