କେଉଁ ଜୀବ ଥରେ ଶୋଇଗଲା ପରେ ଦିତୀୟ ଥର ଆଉ ଉଠେ ନାହିଁ ? GK Challenge for you
ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ସବୁ କ୍ଷେତ୍ରରେ ଦରକାର ପଡିଥାଏ । ତେଣୁ ଯେଉଁ ବ୍ୟକ୍ତିର ସବୁଥିରୁ କିଛି କିଛି ଜ୍ଞାନ ରହିଥାଏ । ସେହି ବ୍ୟକ୍ତିକୁ ବିଶେଷତଃ କୌଣସି ସ୍ଥାନରେ ଅଧିକ କିଛି ସମସ୍ଯାର ସାମ୍ନା କରିବାକୁ ପଡିନଥାଏ । ସେହିପରି କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ।
1- କେଉଁ ପଶୁକୁ ଆଇନା ଦେଖିବାକୁ ଭୟ ଲାଗିଥାଏ ?
ଉତ୍ତର;- ଘୁଷୁରୀକୁ ଆଇନା ଦେଖିବାକୁ ଭୟ ଲାଗିଥାଏ ?
2- ଭାରତର ସବୁଠାରୁ ଚଉଡା ନଦୀ କଣ ଅଟେ ?
ଉତ୍ତର;- ଭାରତର ସବୁଠାରୁ ଚଉଡା ନଦୀ ହେଉଛି ବ୍ରହ୍ମପୁତ୍ର ନଦୀ ।
3- କେଉଁ ଖାଦ୍ୟ କୁକୁରର ମୃତ୍ୟୁର କାରଣ ବନିପାରେ ?
ଉତ୍ତର;- ପିଆଜ ଖାଇଲେ ତାହା କୁକୁରର ମୃତ୍ୟୁର କାରଣ ବନିପାରେ ।
4- ମଶା ମୁହଁରେ କେତୋଟି ଦାନ୍ତ ରହିଛି ?
ଉତ୍ତର;- ମଶା ମୁହଁରେ 47 ଟି ଦାନ୍ତ ରହିଛି ।
5- କେଉଁ ଦେଶରେ ହାତୀକୁ ମାରିବାର ଦଣ୍ଡ ହେଉଛି ମୃତ୍ୟୁ ?
ଉତ୍ତର;- ଶ୍ରୀଲଙ୍କାରେ ହାତୀ ମାରିବା ଦ୍ଵାରା ମୃତ୍ୟୁ ଦଣ୍ଡ ମିଳିଥାଏ ।
6- କେଉଁ ଦେଶର ଲୋକ କୁକୁରର କ୍ଷୀର ପିଇଥାନ୍ତି ?
ଉତ୍ତର;- ମୋନୋ ଦେଶର ଲୋକ କୁକୁରର କ୍ଷୀର ପିଇଥାନ୍ତି ।
7- କେଉଁ ପଶୁର କ୍ଷୀର ପିଇବା ଦ୍ଵାରା ନିଶା ହୋଇଥାଏ ?
ଉତ୍ତର;- ହାତୀର କ୍ଷୀର ପିଇବା ଦ୍ଵାରା ନିଶା ହୋଇଥାଏ ।
8- ସବୁଠାରୁ ଶୀଘ୍ର ବଢୁଥିବା ବୃକ୍ଷର ନାମ କଣ ଅଟେ ?
ଉତ୍ତର;- ସବୁଠାରୁ ଶୀଘ୍ର ବଢୁଥିବା ବୃକ୍ଷର ନାମ ହେଉଛି ବାଉଁଶ ।
9- ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଫଳର ନାମ କଣ ଅଟେ ?
ଉତ୍ତର;- ବିଶ୍ଵର ସବୁଠାରୁ ଶକ୍ତି ଶାଳୀ ଫଳର ନାମ ହେଉଛି କିୱି ।
10- କେଉଁ ଜୀବ ଥରେ ଶୋଇଗଲା ପରେ ଦିତୀୟ ଥର ଉଠେ ନାହିଁ ?
ଉତ୍ତର;- ପିମ୍ପୁଡି ଥରେ ଶୋଇଗଲା ପରେ ଦିତୀୟ ଥର ଉଠେ ନାହିଁ ।
11- କେଉଁ ଫଳର ମଞ୍ଜି ବିଛାର ଯାହାରକୁ ବାହାର କରିଦେଇଥାଏ ?
ଉତ୍ତର;- ତେନ୍ତୁଳୀ ଫଳର ମଞ୍ଜି ବିଛାର ଜହରକୁ ବାହାର କରିଦେଇଥାଏ ।
12- ଚା’ ର ସନ୍ଧାନ ସର୍ବ ପ୍ରଥମେ କେଉଁ ଦେଶରେ ହୋଇଥିଲା ?
ଉତ୍ତର;- ଚା’ ର ସନ୍ଧାନ ସର୍ବ ପ୍ରଥମେ ଚୀନ ଦେଶରେ ହୋଇଥିଲା ।
13- ଭାରତରେ ସମୁଦାୟ କେତୋଟି ଜିଲ୍ଲା ରହିଛି ?
ଉତ୍ତର;- ଭାରତରେ ସମୁଦାୟ 735 ଜିଲ୍ଲା ରହିଛି ।
14- କେଉଁ ଦେଶ ଯେଉଁଠାରେ ଗୋଟିଏ ବି ମନ୍ଦିର ନାହିଁ ?
ଉତ୍ତର;- ସାଉଦୀ ଆରବ ଯେଉଁଠାରେ ଗୋଟିଏ ବି ଦେଶ ନାହିଁ ।
15- କେଉଁ ଦେଶର ଲୋକ ସାପର ଜହରକୁ ପିଇଥାନ୍ତି ?
ଉତ୍ତର;- ଭିଏତନାମ ଦେଶର ଲୋକ ସାପର ଜହରକୁ ପିଇଥାନ୍ତି ।