ଇଣ୍ଟରଭ୍ୟୁ ରେ ଝିଅକୁ ପଚରା ଗଲା ଏମିତି କିଛି ପ୍ରଶ୍ନ, ଉତ୍ତର ଶୁଣି ଆପଣ ମଧ୍ୟ ଚକିତ ରହିଯିବେ

ଆପଣ ବହୁତ ଏମିତି ଇଣ୍ଟରଭ୍ୟୁ ବିଷୟରେ ଶୁଣିଥିବେ ବା ଜାଣି ଥିବେ ଯାହା ପ୍ରଶ୍ନ ଉତ୍ତର ଦବା ଆପଣଙ୍କ ପାଇଁ ଅସମ୍ଭବ ଲାଗି ଥାଏ, ଆଜିକା ସମୟରେ ଇଣ୍ଟରଭ୍ୟୁ ରେ ଏମିତି କିଛି ପ୍ରଶ୍ନ ପଚରା ଯାଏ ଯାହା ଆପଣ ଭାବି ବି ନଥିବେ । ଏହି ଭଳି କିଛି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଛେଲେଞ୍ଜ ହୋଇ ଥାଏ ଯିଏ ନିଜକୁ ଅନ୍ୟମାନଙ୍କ ଠାରୁ ବୁଦ୍ଧିମାନ ଭାବି ଥାନ୍ତି । ଏମିତି ଲୋକ ନିଜକୁ ଅନ୍ୟମାଙ୍କ ଅପେକ୍ଷା ନିଜ ଆଇକ୍ୟୁଅଧିକ ବୋଲି ଭାବନ୍ତି ?
ଏହି ଝିଅଙ୍କୁ ପଚରା ଗଲା ଏହି ପ୍ରଶ୍ନ ଉତ୍ତର ଦେଇ ଦେଖାନ୍ତୁ, ଆସନ୍ତୁ ଜାଣିବା ପ୍ରଶ୍ନ କାହିଁକିନା ଆମର ଭରସା ଅଛି ଯେ ଆପଣ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ ।
ପ୍ରଶ୍ନ : ଏମିତି କେଉଁ ଜିନିଷ ଅଛି ଯାହାକୁ ଆଗରୁ ଠାକୁର ବନେଇଛନ୍ତି ଓ ପଚାରୁ ମଣିଷ ବନେଇଛି ?
ଉତ୍ତର : ବଳଦଗାଡି
ପ୍ରଶ୍ନ : ଯଦି କୌଣସି ରୁମ ରେ ରକ୍ଷା ହୋଇ ଥିବା ଫ୍ରିଜ କବାଟ ଖୋଲା ଯାଏ ତେବେ ରୁମ ଥଣ୍ଡା ହବ ବା ଗରମ ?
ଉତ୍ତର : ଫ୍ରିଜ କବାଟ ଖୋଲି ଦେଲେ ରୁମ ଗରମ ହବାକୁ ଲାଗିବ ।
ପ୍ରଶ୍ନ : ଏମିତି କେଉଁ ଜିନିଷ ହୋଇ ଥାଏ ଯାହାକୁ ପୁରୁଷ ରାତି ରେ ନବା ପସନ୍ଦ କରନ୍ତି ଓ ମହିଳା ମଧ୍ୟ ରାତିରେ ନିଅନ୍ତି ?
ଉତ୍ତର : ନିଦ
୩ – କାହା ଓଜନ ଅଧିକ ହବ ଗୋଟେ କେଜି ପଙ୍ଖ ବା ଗୋଟେ କେଜି ପଥର ?
ଉତ୍ତର : ଦୁଇଟି ଓଜନ ସମାନ ହୋଇବ
୪ – ଏମିତି କେଉଁ ଜିନିଷ ହୋଇ ଥାଏ ଯାହା କିଣିଲା ବେଳେ କଳା ଓ ଜାଳିଲା ବେଳେ ନାଲି ଏବଂ ଫିଙ୍ଗିଲା ବେଳେ ଧଳା ହୋଇ ଥାଏ ?
ଉତ୍ତର : କୋଇଲା
ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଶେୟାର କରି ଅନ୍ୟ ମାନଙ୍କୁ ପଚାରନ୍ତୁ ଓ ଆପଣ ମଧ୍ୟ ନିଜର ମନ୍ତବ୍ୟ କମେଣ୍ଟ ବକ୍ସରେ ଦିଅନ୍ତୁ ।




