ସ୍ୱାସ୍ଥ୍ୟ

ଧଳା ବାଳ ମୂଳରୁ କଳା କରିବାର ଉପାୟ, ବଞ୍ଚିଥିବା ଯାଏ କେଶ ପାଚିବ ନାହିଁ

ବନ୍ଧୁଗଣ କଣ ଆପଣ ପ୍ରି ମ୍ଯାଚର ହେୟାର ପାଇଁ ଚିନ୍ତିତ ଅଛନ୍ତି କି, କଣ ଆପଣଙ୍କ କେଶ ଧଳା ଦେଖା ଯାଉଛି କି । ଅନେକ ଲୋକଙ୍କୁ ଏମିତି କେସ ପସନ୍ଦ ଆସି ନ ଥାଏ । ହେଲେ ଖୁଶିର କଥା ହେଲା ଆପଣ ନିଜର ଗୋଟି ଗୋଟି କେଶକୁ କଳା କରିପାରିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରୋସେସ ବିଷୟରେ କହିବାକୁ ଯାଉଛୁ ଠିକ ସେହିପରି ଆପଣ ଏହାର ପ୍ରୟୋଗ କରନ୍ତୁ ।

ଏହି ରେମେଡି ଆପଣଙ୍କ ପ୍ରି ମ୍ଯାଚର ହେୟାରକୁ ଠିକ କରିବାକୁ ରାମବାଣ ଅଟେ । ଆସନ୍ତୁ ଜାଣିବା ଏହାକୁ କେମିତି ବନାଇବା, କେତେ ଦିନ ଯାଏଁ ଏହାର ପ୍ରୟୋଗ କରିବେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଅଧା ଗ୍ଳାସ ବସା ଦହି । ଦହି ଠାରୁ ଭଲ ଲାଟିକ ଏସିଡ କେଶ ପାଇଁ ଆଉ କିଛି ନାହି । ଦ୍ଵିତୀୟ ସାମଗ୍ରୀ ହେଉଛି ଆମଲା ପାଉଡର । ଏଥିପାଇଁ ଆପଣଙ୍କୁ ଏକ ଚାମଚ ଆମଲା ପାଉଡର ଆବଶ୍ୟକ ।

ଏହା ସ୍କିନ, କେଶ କୁ ନୂଆ ଜୀବନ ଦେଇଥାଏ । କେଶରେ କଳାପଣ ଆଣିବା ପାଇଁ ଆମଲା ଚମତ୍କାରୀ ହୋଇଥାଏ । ଅମଲା ଆପଣଙ୍କର ଫୋଲିକିସକୁ ନୋରିଶ କରିଥାଏ । ଯେମିତି ତାହାର ପିଗମେଣ୍ଟ୍ସ ଜଲ୍ଦି ବ୍ୟବହାର ହେବ ନାହି । ଫଳରେ କେଏସ ଧଳା, ଗ୍ରେ ହେବ ନାହି । ତୃତୀୟ ସାମଗ୍ରୀ ହେଉଛି ଫାଳେ ଲେମ୍ବୁ ରସ । ଲେମ୍ବୁ ରସ ତୁରନ୍ତ ଆପ୍ଲିକେସନ ପାଇଁ ହୋଇଥାଏ ।

ଯଦି ଆପଣ ଫାଇନ ପାଉଡର ର ପ୍ରୟୋଗ କରି ଏହି ରେମେଡି ବନାଇବେ ତେବେ ଏଥିରେ କିଛି କ୍ଷତି ହେବ ନାହି । ଆପଣ ଏହି 3ଟି ସାମଗ୍ରୀକୁ ଭଲ ଭାବେ ମିଶାଇବା ପରେ ରାତି ସାରା ଢାଙ୍କି କି ରଖି ଦିଅନ୍ତୁ । ଲେମ୍ବୁ ପାଇଁ ଆପଣଙ୍କୁ ଚିନ୍ତା କରିବାର ନାହି । ଯଦି ଆପଣଙ୍କୁ ଲେମ୍ବୁ ସୁଟ  କରୁ ନାହି ତେବେ କିଛି କଥା ନାହି । କାରଣ ଏଥିରେ ଆମଲା ମିଶ୍ରଣ ହୋଇଛି ।

ପର ଦିନ ସକାଳୁ ଏହି ରେମେଡିରେ ଚୁମିଟାଏ ଗୋଲମରୀଚ ଗୁଣ୍ଡ ଆବଶ୍ୟକ ପଡିବ । ଏଥିରେ ଯେଉଁ ପୋଷାକ ତତ୍ତ୍ଵ ଥାଏ ଯାହା କେଶ ଗ୍ରୋ କରିବାରେ ସାହାଜ୍ଯ କରିଥାଏ । ଆପଣ ଏହାକୁ ସପ୍ତାହ କୁ ଥରେ ପ୍ରୟୋଗ କରି ପାରିବେ । ଏହାକୁ ଲଗାଇବା ଆଗରୁ କେଶ କୁ ଅଳ୍ପ ଓଦା କରି ଦିଅନ୍ତୁ । ତା ପରେ ଏହି ରେମେଡି ର ପ୍ରାୟିୟଗ କରନ୍ତୁ । ଏହାକୁ ଲଗାଇବା ପରେ କେଶ କୁ ବାନ୍ଧି ଦିଅନ୍ତୁ ।

ଅଧ ଘଣ୍ଟା ଯାଏଁ ଏହାକୁ ସେମିତି ରହିବାକୁ ଦିଅନ୍ତୁ । ତା ପରେ ଆପଣ କେଶ ଧୋଇ ପାରିବେ । ଏହା ଲଗାଇବା ପରେ କୌଣସି କଣ୍ଡିସନର ବ୍ୟବହାର କରିବେ ନାହି । ଦେଖିବେ ଆପଣଙ୍କୁ ଚମତ୍କାରୀ ରେଜଲ୍ଟ ଦେଖିବାକୁ ମିଳିବ । ଆପଣଙ୍କର ଧଳା କେଶ କଳା ହେବାରେ ଲାଗିବ ଆଉ ଚୁଟି ପାଚିବ ନାହି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button