ରାଜନୀତି

୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବ ! – Kalinga News

[ad_1]

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବାର ସମ୍ଭାବନା ରହିଛି। ଶନିବାର ସ୍କ୍ରିନି ବୈଠକ ଓ ରବିବାର ସିଇସି ବୈଠକ ବସିବ। ବୈଠକ ଚୂଡାନ୍ତ ପରେ ଓଡ଼ିଶାର ଆଉ ଏକ ପ୍ରାର୍ଥୀ ତାଲିକା ଆସିବ ବୋଲି କୁହାଯାଉଛି।

ବିଜେପି ଓ ବିଜେଡି ସେମାନଙ୍କର ଲୋକସଭା ପ୍ରାର୍ଥୀମାନଙ୍କର ଘୋଷଣା କରିସାରିଥିଲେ ବି ଏଯାଏ କଂଗ୍ରେସର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ଏଯାଏଆସିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button