ସ୍ୱାସ୍ଥ୍ୟ

ଗରର୍ଭ ନିରୋ-ଧକ: କେଉଁଟି ବାଛିବେ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଆଜି କାଲି ଲୋକ ବିବାହ ପରେ ପରେ ସଙ୍ଗେ ସଙ୍ଗେ ପିଲା ଚାହୁଁ ନାହାନ୍ତି ସେମାନେ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ କରିବାକୁ ଚାହାନ୍ତି ଏବଂ ତା ପରେ ସେମାନେ ପିଲା ର ପ୍ଲାନ କରନ୍ତି। ଏହାଛଡା ଯେଉଁମାନେ ଭୁଲ ବଶତଃ ଗର୍ଭବତୀ ହୋଇ ଯାଆନ୍ତି ସେମାନେ ମଧ୍ୟ ଗର୍ଭନିରୋଧକ ର ସେବନ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତି କାରକ।

ତେବେ ଏହାଛଡା ଗର୍ଭ ନିରୋଧକ ସେହି ମାନେ ବ୍ୟବହାର କରି ପାରିବେ ଯେଉଁମାନେ ସେ ଝିଅ ହେଉ କିମ୍ବା ପୁଅ ଯିଏ ବଡ଼ ହୋଇ ଯାଇଥିବ ମେଚୁରୀଟି ଆସି ଯାଇଥିବ ସେହି ମାନେ ହିଁ ଏହାର ବ୍ୟବହାର କରି ପାରିବେ। ତେବେ କିନ୍ତୁ ବ୍ୟବହାର କରିବା ପୂର୍ବରୁ ଆପଣ ମାନେ ନିଜ ଡାକ୍ତର ଙ୍କ ସହ ପରାମର୍ଶ ନେଇଯିବା ଉଚିତ ଏବଂ ନିଜର କାରଣ ମଧ୍ୟ କହିବା ନିହାତି ଆବଶ୍ୟକ। କେଉଁ କାରଣ ଯୋଗୁଁ ଆପଣ ଗର୍ଭ ନିରୋଧକ ବ୍ୟବହାର କରିବାକୁ ଚାହୁଁଛନ୍ତି।

ତେବେ ଏହି ଗର୍ଭ ନିରୋଧକ ର ଅନେକ ପ୍ରକାର ରହିଛି ଯେପରି ଆପଣ ମେଡ଼ିସିନ ବ୍ୟବହାର ମଧ୍ୟ କରି ପାରିବେ କିମ୍ବା ଆପଣ ଇଂଜେକସନ ଦ୍ୱାରା ମଧ୍ୟ ହୋଇ ପାରିବ ଏହା ଛଡା ଭଜାଇନାଲ ରିଙ୍ଗ୍ସ ଓ ଇଣ୍ଟ୍ରାଟରିନ ଡିଭାଇସ ର ବ୍ୟବହାର କରାଯାଉଛି। ଏହାର ଅଲଗା ଅଲଗା ଉପାୟ ରହିଥାଏ। ତେବେ ଏହା ଆପଣଙ୍କ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେଇ କରି ହିଁ ବ୍ୟବହାର କରନ୍ତୁ।

ତେବେ ଅଧିକ ଦିନ ଧରି ଯଦି ଆପଣ ଏହି ଗର୍ଭ ନିରୋଧକ ବାଟିକାର ସେବନ କରୁଛନ୍ତି ତେବେ ଏହା ଆପଣଙ୍କୁ ସାରା ଜୀବନ ପାଇଁ ଗର୍ଭ ଧାରଣରୁ ବଞ୍ଚିତ କରିପାରେ । ତେଣୁ ଯାହା କରିବେ ଭାବି ଚିନ୍ତି କରନ୍ତୁ ବା ନିଜ ଡାକ୍ତର ପରାମର୍ଶ ନେଇ କରନ୍ତୁ। ବେ ଗର୍ଭନିରୋଧକ ବଟିକାର ଲଗାତାର ସେବନ ରକ୍ତର ଅଶୁଦ୍ଧତାର ବି ଏକ ବଡ କାରଣ ହୋଇଥାଏ । ଯଦି କୌଣସି ଯୁବତୀଙ୍କ ରକ୍ତରେ ଅଶୁଦ୍ଧତା ଦେଖାଦିଏ ତେବେ ଅଳ୍ପ କ୍ଷତ ହେବା କ୍ଷଣି ଅଧିକ ରକ୍ତ ବୋହିବା ଭଳି ଅସୁବିଧା ଦେଖାଦିଏ।

ଏହା ଛଡା ଯଦି ଆପଣ ଡାକ୍ତର ଙ୍କ ବିନା ପରାମର୍ଶରେ ଏହି ବାଟିକାର ଅତ୍ୟଧିକ ସେବନ କରନ୍ତି ତେବେ ଅପାନ ଙ୍କର ଓଜନ ବଢିବାର ସମସ୍ୟା ଦେଖାଦେଇ ପାରେ ।  ତେଣୁ ଡାକ୍ତରଙ୍କ ଅନୁମତି ବିନା ଏହି ବଟିକାକୁ ଖାଇବାର ଭୁଲ୍ କରନ୍ତୁ ନାହିଁ। ଗର୍ଭନିରୋଧକ ବଟିକାର ଆଉ ଏକ ଖରାପ ଗୁଣ ହେଉଛି ଏହାକୁ ଯେତେ ଅଧିକ ବ୍ୟବହାର କରିବେ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ ।

ଇମ୍ୟୁନିଟି ସିଷ୍ଟମ କମିଯିବା ପରେ ମହିଳାଙ୍କୁ ଅଧିକ ରୋଗ ମଧ୍ୟ ହୋଇଥାଏ ଏବଂ ଏହି ରୋଗ ଶୀଘ୍ର ମଧ୍ୟ ଠିକ୍ ହୋଇନଥାଏ । ତେଣୁ ଆଜିଠାରୁ ହିଁ ଏହି ବାଟିକାର ସେବନ କରିବା ଛାଡନ୍ତୁ ଓ ଏକ ସୁସ୍ଥ ଜୀବନ ବିତାନ୍ତୁ। ତେବେ ଗର୍ଭନିରୋଧକ ର ସବୁଠାରୁ ସଠିକ ଉପାୟ ହେଉଛି କଣ୍ଡଓମ । ତେବେ କଣ୍ଡଓମ ସବୁଠାରୁ ସହଜ ଏବଂ ସୁରକ୍ଷିତ ଉପାୟ ଏହା ଦ୍ୱାରା କୌଣସି କ୍ଷତି ମଧ୍ୟ ହୁଏ ନାହିଁ।ତେବେ ଏହା ହିଁ ସହଜ ଉପାୟ ଗର୍ଭନିରୋଧକ ପାଇଁ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button