ଦେଶ- ବିଦେଶ

କେଉଁ ଫଳରେ କେବେବି ପୋକ ଲାଗିନଥାଏ ? 15+ GK question and answer

ବନ୍ଧୁଗଣ ଆମର ଏହି ବିଶାଳ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟ ରହିଛି । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ ଜ୍ଞାନ ସବୁ ମଧ୍ୟରୁ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ଏଠାରେ ନେଇକି ଆସିଅଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ସେହି ସମସ୍ତ ସାଧାରଣ ଜ୍ଞାନ ବିଷୟରେ ଏଠାରେ ଆଲୋଚନା କରିବା ।

1- ସୂର୍ଯ୍ୟ କିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର;- ସୂର୍ଯ୍ୟ କିରଣରୁ ଆମକୁ ଭିଟାମିନ-ଡି ମିଳିଥାଏ ।

2- ଦୁନିଆର ସବୁଠାରୁ ଭୟଙ୍କର ଦେଶ କେଉଁଟି ଅଟେ ?

ଉତ୍ତର;- ଦୁନିଆର ସବୁଠାରୁ ଭୟଙ୍କର ଦେଶ ହେଉଛି ଆଫଗାନିସ୍ତାନ ।

3- ଟ୍ରେନର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର;- ଟ୍ରେନର ଆବିଷ୍କାର ଇଂଲଣ୍ଡରେ ହୋଇଥିଲା ।

4- ଭାରତର ସବୁଠାରୁ ଅଧିକ କେଉଁ ରାଜ୍ୟର ଲୋକ ମଦ୍ୟପାନ କରିଥାନ୍ତି ?

ଉତ୍ତର;- ଭାରତର ସବୁଠାରୁ ଅଧିକ ଛତିଶଗଡର ଲୋକ ମଦ୍ୟପାନ କରିଥାନ୍ତି ।

5- କେଉଁ ପଶୁର ଦୁଗ୍ଧ ଗୋଲାପୀ ରଙ୍ଗର ହୋଇଥାଏ ?

ଉତ୍ତର;- ହିପ୍ପୋ ପଶୁର କ୍ଷୀର ଗୋଲାପୀ ରଙ୍ଗର ହୋଇଥାଏ ।

6- କେଉଁ ଫଳ ଆମେ ଉଡାଜାହାଜରେ ନେଇକି ଯାଇପାରିବା ନାହିଁ ?

ଉତ୍ତର;- ନଡିଆକୁ ଆମେ ଉଡାଜାହାଜରେ ନେଇକି ଯାଇପାରିବା ନାହିଁ ।

7- କେଉଁ ଦେଶର ଝିଅ ମାନଙ୍କୁ ବିବାହ କରିବା ଦ୍ଵାରା ସରକାରୀ ଚାକିରୀ ମିଳିଥାଏ ?

ଉତ୍ତର;- ଆଇସଲାଣ୍ଡ ଦେଶର ଝିଅ ମାନଙ୍କୁ ବିବାହ କରିବା ଦ୍ଵାରା ସରଲାରୀ ଚାକିରୀ ମିଳିଥାଏ ।

8- କେଉଁ ଫଳରେ କେବେବି ପୋକ ଲାଗିନଥାଏ ?

ଉତ୍ତର;- କଦଳୀରେ କେବେବି ପୋକ ଲାଗିନଥାଏ ।

9- ଗୁଣ୍ଡୁଚିମୂଷା କେଉଁ ରଙ୍ଗ ଦେଖିପାରିନଥାଏ ?

ଉତ୍ତର;- ଗୁଣ୍ଡୁଚିମୂଷା ନାଲି ରଙ୍ଗ ଦେଖିପାରିନଥାଏ ।

10- ରାଣୀ ବାଇଙ୍କର ଜନ୍ମ କେଉଁଠାରେ ହୋଇଥିଲା ?

ଉତ୍ତର;- ରାଣୀବାଇଙ୍କ ଜନ୍ମ କାଶୀ ଠାରେ ହୋଇଥିଲା ।

11- କେଉଁ ଜୀବ ନିଜ ବାପା, ମାଆ ଉଭୟଙ୍କର କ୍ଷୀର ପିଇଥାଏ ?

ଉତ୍ତର;- ଠେକୁଆ ନିଜ ବାପା, ମାଆ ଉଭୟଙ୍କର କ୍ଷୀର ପିଇଥାଏ ।

12- କେଉଁ ପଶୁକୁ ସବୁ ଜିନିଷ ଦୁଇ ଗୁଣା ଦେଖାଯାଇଥାଏ ?

ଉତ୍ତର;- ହାତୀକୁ ସବୁ ଜିନିଷ ଦୁଇଗୁଣା ଦେଖାଯାଇଥାଏ ।

13- ପରିବା ର ରାଣୀ କାହାକୁ କୁହାଯାଇଥାଏ ?

ଉତ୍ତର;- ପରିବା ର ରାଣୀ ଲଙ୍କାକୁ କୁହାଯାଇଥାଏ ।

14- ମହାଭାରତରେ ଗଙ୍ଗା ପୁତ୍ର କାହାକୁ କୁହାଯାଇଥାଏ ?

ଉତ୍ତର;- ମହାଭାରତରେ ଗଙ୍ଗା ପୁତ୍ର ଭୀଷ୍ମକୁ କୁହାଯାଇଥାଏ ।

15- ମାଠିଆର ପାଣି ପିଇବା ଦ୍ଵାରା କେଉଁ ବେମାରୀ ଭଲ ହେବାକୁ ଲାଗିଥାଏ ?

ଉତ୍ତର;- ମାଠିଆର ପାଣି ପିଇବା ଦ୍ଵାରା ବ୍ଲଡ଼ପ୍ରେସର ଠିକ ହେବାକୁ ଲାଗିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button