ଅଧିକ ଶାରୀରିକ ସମ୍ୱନ୍ଧ କଲେ ମହିଳାମାନେ କଣ ସତରେ ମୋଟି ହୋଇଯାଆନ୍ତି? ଜାଣନ୍ତୁ ଶରୀର ବୃଦ୍ଧିର ମୁଖ୍ୟ କାରଣ
![](https://kalinganews.com/wp-content/uploads/2024/04/bhumi-735x400-1.webp)
ସବୁଦିନେ ସେକ୍ସ ଅକ୍ଟିଭ ରହିବା ଫଳରେ ଶରୀର ଉପରେ ଏହାର କି ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା। ଏକ ସର୍ଭେ ଅନୁସାରେ ସବୁଦିନ ସେକ୍ସ କରିବା ଫଳରେ ହାର୍ଟ୍ ନିରୋଗ ରହେ ଓ ଟେନସନ ଦୂର ହେବା ସହିତ ଭଲ ନିଦ ମଧ୍ୟ ହୋଇଥାଏ। ଏପରିକି ସେକ୍ସ କଲେ ଶରୀରର ରକ୍ତ ସଞ୍ଚାଳ ମଧ୍ୟ ଭଲ ହୋଇଥାଏ ଫଳରେ ରକ୍ତ ସ୍ୱଚ୍ଛ ହେବା ସହିତ ଶରୀର ଭଲ ରହେ।
କିଛି ଡକ୍ଟର ଙ୍କ କହିବା ଅନୁସାରେ ସେକ୍ସ କଲେ ମହିଳାମାନେ ଅଧିକ ସୁନ୍ଦର୍ ମଧ୍ୟ ଦଖା ଯାଆନ୍ତି, କିନ୍ତୁ କିଛି ଲୋକଙ୍କ କହିବା ଅନୁସାରେ ସେକ୍ସ କଲେ ମହିଳାମାନେ ମୋଟି ହୋଇଯାଆନ୍ତି କଣ ସତରେ ସେକ୍ସ କଲେ ମହିଳା ମାନେ ମୋଟି ହୋଇଯାଆନ୍ତି କି, ଆସନ୍ତୁ ଜାଣିବା।
![](http://jibanajauban.info/wp-content/uploads/2022/12/bhumm.jpeg)
ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ସେକ୍ସ କରିବା ଦ୍ୱାରା ମହିଳାମାନେ ମୋଟୀ ଯୁଆନ୍ତି ନାହିଁ, ଲୋକ ମାନଙ୍କ ମନରେ ପୁରୁଣା ଧାରଣା ଅଛି ଯେ ସେକ୍ସ କଲେ ସ୍ତନ ଓ ହିପ୍ ରେ ଚର୍ବି ଜମା ହୋଇଯାଏ ଓ ପୁରୁଷଙ୍କ ପେଟ ମୋଟା ହୋଇଥାଏ। ଏହା ମଧ୍ୟ ସତ୍ୟ ଯେ ବାହାଘର ପରେ ମହିଳା ଓ ପୁରୁଷମାନଙ୍କ ଓଜନ ବଢ଼ିଯାଏ। କିନ୍ତୁ ଏହା ସେକ୍ସ ସହିତ କୋୖଣସି ପ୍ରକାର ସମ୍ବନ୍ଧ ନାହିଁ। ଆପଣଙ୍କ ଜାଣିବା ଉଚିତ୍ ଯେ ପୁରୁଷଙ୍କ ଥରେ ବୀର୍ଯ ବାହାରିଲେ କେବଳ ୧୫ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ ଓ ସେକ୍ସ କଲେ ଅଧିକ ଭୋକ ଓ ନିଦ ଲାଗେ, ଏହା ଶରୀର ବୃଦ୍ଧି ହେବାର ମୁଖ୍ୟ କାରଣ ଅଟେ।